Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାରାଷ୍ଟ୍ର: ସରକାର ଗଠନ ପୂର୍ବରୁ ଏକନାଥ ସିନ୍ଦେ ଅସୁସ୍ଥ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଦେଖା ଦେଇଛି ରାଜନୈତିକ ଉଷ୍ମତା। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଜାରି ରହିଛି ସସ୍‌ପେନ୍ସ। ଏହାରି ଭିତରେ ଶନିବାର ଅସୁସ୍ଥ ହୋଇଛନ୍ତି ଏକନାଥ ସିନ୍ଦେ । ଖବର ପାଇବା ପରେ ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରୁଛନ୍ତି । ଜ୍ୱର ଏବଂ ଥକାପଣ…

ପୁଣି ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ, ବିଜେପିକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଆକ୍ରମଣ । ଦିଲ୍ଲୀ ଗ୍ରେଟର କୈଲାଶ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଉପରେ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ସୁରକ୍ଷା ଟିମ୍ ଆକ୍ରମଣକାରୀକୁ କାବୁ କରିନେଇଛନ୍ତି। ଏହି ଘଟଣା…

ଗଡିବ ଭୁବନେଶ୍ଵର ମେଟ୍ରୋ, ଡିସେମ୍ବର ୨୦୨୭ ରେ ସରିବ ପ୍ରଥମ ପର୍ଯ୍ୟାୟ କାମ

ଭୁବନେଶ୍ଵର: ଡିସେମ୍ବର ୨୦୨୭ ସୁଦ୍ଧା ଶେଷ ହେବଭୁବନେଶ୍ଵର ମେଟ୍ରୋ ଟ୍ରେନ୍‌ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ। ପ୍ରଥମେ ୨୬ କିଲୋମିଟର ମଧ୍ୟରେ ମେଟ୍ରୋ ଟ୍ରେନ୍‌ ଚଳାଚଳ କରିବ। ଆରମ୍ଭରୁ ଯାତ୍ରୀଙ୍କୁ ୧୩ଟି ଟ୍ରେନ୍‌ରେ ଏହି ସେବା ମିଳିବ। ପ୍ରତ୍ୟେକ ଟ୍ରେନ୍‌ରେ ୩ଟି ଲେଖାଏଁ କୋଚ୍ ରହିବ।…

ଦୁର୍ବ୍ୟବହାର ଓ କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ତହସିଲଦାର

ସୁନ୍ଦରଗଡ: କାର୍ଯ୍ୟରେ ଅବହେଳା ଓ ଲୋକଙ୍କୁ ଦୁର୍ବ୍ୟବହାର କରି ନିଲମ୍ବିତ ହେଲେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ତହସିଲଦାର ଲାବଣ୍ୟନ୍ଦୁ ମହାନ୍ତି । ନିଲମ୍ବନ ଅବଧି ସମୟ ମଧ୍ୟରେ ଲାବଣ୍ୟନ୍ଦୁ ଜିଲ୍ଲାପାଳଙ୍କ ଅଫିସରେ ରିପୋର୍ଟ କରିବେ ଏବଂ ଜିଲ୍ଲାପାଳଙ୍କ ଅନୁମତି ବିନା ସେ ମୁଖ୍ୟାଳୟ ଛାଡ଼ି…

ସଂସଦରେ ୫୦ ପଇସାରେ ମିଳୁଥିଲା ପେଟପୂରା ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ବର୍ତ୍ତମାନର ମୂଲ୍ୟ…

ନୂଆଦିଲ୍ଲୀ: ସଂସଦରେ ଚାଲୁଛି ଶୀତକାଳୀନ ଅଧିବେଶନ। ପ୍ରତି ଅଧିବେଶନରେ ହଙ୍ଗାମା କରୁଛନ୍ତି ବିରୋଧୀ । ତେଣୁ ପ୍ରତିଦିନ ସ୍ଥଗିତ ହେଉଛି ସଂସଦର କାର୍ଯ୍ୟକାଳ । ତେଣୁ ସଂସଦକୁ ଆସୁଥିବା ସାଂସଦ, ସାମ୍ବାଦିକ ଓ ଦର୍ଶକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସଂସଦରେ ଖାଦ୍ୟପେୟ ପାଇଁ ଗୋଟିଏ କ୍ୟାଣ୍ଟିନ…

ଜାତୀୟ ପ୍ରତିଷ୍ଠାନ ଆଇଜରକୁ ଆଲୋକିତ କଲା ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁର ସ୍ଥିତ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଆଇଜର୍)କୁ ସ୍ଵତନ୍ତ୍ର ଭାବେ ୩୩ କେଭି ବିଦ୍ୟୁ୍ତ ଲାଇନ୍ ସଂଯୋଗ କରାଯାଇଛି । ଏହି ପଦକ୍ଷେପ ଦ୍ଵାରା ଭାରତର ଶିକ୍ଷା ଏବଂ…

ମହାପ୍ରୟାଣ ଗାଡ଼ି ନଥିବାରୁ ବାଇକରେ ମୃତଦେହ ନେଲେ ପରିବାର

ସୁବର୍ଣ୍ଣପୁର: ଡାକ୍ତରଖାନାରେ ନାହିଁ ମହାପ୍ରୟାଣ ଗାଡ଼ି l ଅର୍ଥ ଅଭାବ ଯୋଗୁଁ ଗାଡ଼ି ଭଡ଼ା କରି ନ ପାରି ବାଇକ୍ ରେ ମୃତଦେହ ନେଲେ ପରିବାର l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରେ l ସୂଚନା ଅନୁସାରେ, ବିନିକା ସହର ପାତିକାରପଡ଼ାର…

ଆଇସିସି ଅଲଟିମେଟମ୍, କ’ଣ କରିବ ପାକିସ୍ତାନ?

ନୂଆଦିଲ୍ଲୀ: କେଉଁଠି ହେବ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫି? ପାକିସ୍ତାନରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ଓ ସିଡ୍ୟୁଲକୁ ନେଇ ଲାଗିରହିଛି ସସପେନ୍ସ । ପିସିବିକୁ ଆଇସିସିର ଅଲଟିମେଟମ୍ । ହାଇବ୍ରିଡ ମଡେଲକୁ ଗ୍ରହଣ କର ନହେଲେ ପାକିସ୍ତାନ ବିନା ଖେଳାଯିବ ଟୁର୍ଣ୍ଣାମେଣ୍ଟ । ସୁରକ୍ଷା…

କ’ଣ ହେବ ଉଦ୍ଧବଙ୍କ ଭବିଷ୍ୟତ?

ନୂଆଦିଲ୍ଲୀ: ସେନା ବନାମ ସେନା ଲଢେଇରେ ଉଦ୍ଧବଙ୍କୁ ବଡ ଝଟକା। ଉଦ୍ଧବ ଠାକରେଙ୍କ ସେନା ବଦଳରେ ଏକନାଥ ସିନ୍ଦେଙ୍କ ସେନାକୁ ଭରସା କଲେ ମହାରାଷ୍ଟ୍ର ଜନତା। ୯୪ଟି ବିଧାନସଭା ସିଟ୍ ଲଢିଥିବା ଉଦ୍ଧବଙ୍କ ସେନା ମାତ୍ର ୨୦ଟିରେ ଜିତିଛି । ଯେବେକି ଏକନାଥ ସିନ୍ଦେଙ୍କ ଶିବସେନା ୮୫ଟି ସିଟ ଲଢି ୫୭ଟିରେ…

କ’ଣ ଏହି ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ? ଯେଉଁଥିରେ ନିଜେ ଦୀପ ଦାନ କରନ୍ତି ତିନି ଠାକୁର..

ପୁରୀ: ମହାପ୍ରଭୁଙ୍କ ବାରମାସରେ ୧୩ ପର୍ବ । ରତ୍ନ ସିଂହାସନରେ ଭଳିକି ଭଳି ବେଶରେ ଭକ୍ତଙ୍କୁ ବିମୋହିତ କରନ୍ତି ତିନି ଠାକୁର । ସେହିପରି ଶ୍ରୀମନ୍ଦିର ଅନନ୍ୟ ପରମ୍ପରା ମଧ୍ୟରୁ ମହାପ୍ରଭୁଙ୍କ ଶ୍ରାଦ୍ଧ ବେଶ ଅନ୍ୟତମ । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ , ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ୩ ଦିନ…