Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିର୍ବାଚନ ପୂର୍ବରୁ ଆପ ମୁଣ୍ଡରେ ଚଡକ: ଦଳ ଛାଡିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରୀ ଦଳ ‘ଆମ ଆଦମି ପାର୍ଟି’କୁ ଲାଗିଛି ବଡ ଝଟକା । ଦଳର ଛାଡିଲେ ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସଡକ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । ଆପ୍ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବା ଏବଂ ବିଭିନ୍ନ ବିବାଦକୁ କାରଣ ଦର୍ଶାଇ…

ଜାଲିଆତି କରି ବିକି ଚାଲିଛନ୍ତି ମହାପ୍ରଭୁଙ୍କ ଜମି, ଆକ୍ସନ ମୋଡରେ ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଜାଲିଆତି କରି ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ନେଇ ଗତକାଲି ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ…

‘ବଞ୍ଚ କି ମର, କିଛି ଫରକ ପଡୁନି’.. ମୋବାଇଲ ନିଶା ପାଇଁ ପୁଅକୁ ପିଟିପିଟି ମାରିଦେଲା ବାପା

ବେଙ୍ଗାଲୁରୁ: କୁହାଯାଏ ଯେ ପିତାମାତାମାନଙ୍କ ପାଇଁ ସେମାନଙ୍କର ପିଲାମାନେ ଅନ୍ୟ ସବୁ ଜିନିଷ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ପିତାମାତା ନିଜ ସନ୍ତାନ ପାଇଁ କିଛି ବି କରନ୍ତି, ଯେତେ ଝଡ, ଜଞ୍ଜାଳ ଆସୁ ପିଲାଙ୍କୁ ରକ୍ଷା କରନ୍ତି। କିନ୍ତୁ ବେଙ୍ଗାଲୁରୁର ଜଣେ ବାପାର କ୍ରୋଧ ସବୁ ସୀମା…

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ଓଡିଶା ଫେରିବେ ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ । ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । ତେବେ ବର୍ତ୍ତମାନ ମନୋଜ ଡେପୁଟି ନିର୍ବାଚନ କମିଶନର କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର…

‘ହେରା ଫେରି’ର ସୁଟିଂକୁ ନେଇ ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ଅକ୍ଷୟ କୁମାର ଅନେକ ମହାନ ଚଳଚ୍ଚିତ୍ର ଏବଂ ତାଙ୍କ କ୍ୟାରିୟରରେ ତାଙ୍କର ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି। ତାଙ୍କର ଏପରି ଏକ ଚିତ୍ତାକର୍ଷକ ଚଳଚ୍ଚିତ୍ର ହେଉଛି 'ହେରା ଫେରି'। ଏହାର ପରବର୍ତ୍ତୀ ଭାଗର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ସମ୍ପ୍ରତି ଅଭିନେତା ଏହି…

ଅଟକିଲା କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ

କଟକ: ଆରମ୍ଭ ହୋଇଯାଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା। ଗତକାଲି ଅନୁଷ୍ଠିତ ହୋଇଯାଇଛି କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହ। ଏହାସାଙ୍ଗକୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କିନ୍ତୁ ଏହି ବାଲିଯାତ୍ରାରେ ଶନିବାର ରାତିରେ ଘଟିଛି ଅପ୍ରୀତିକର ପରିସ୍ଥିତି। ଓଲିଉଡ କଣ୍ଠଶିଳ୍ପୀ…

ବାଲିଯାତ୍ରାରେ ବିଧାୟକଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଭାଷଣ ଶୁଣି ଲୋକେ ତାଜୁବ, ଭିଡିଓ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ। ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂରାଜୀରେ ଭାଷଣ ଦେଇଥିଲେ। ଯାହା ଆଜି ସୋସିଆଲ୍ ମିଡିଆରେ ପ୍ରବଳ ଭାଇରାଲ୍ ହେଉଛି। ଏହି…

ଆତଙ୍କ ସୃଷ୍ଟି କଲେଣି ବୁଲା କୁକୁର, ଗୋଟିଏ ଦିନରେ ୧୭ ଜଣ ଆହତ

ଟିଟିଲାଗଡ: ଘାରିଲାଣି କୁକୁର ଆତଙ୍କ। ସହରରେ କୁକୁରଙ୍କ ଦୌରାତ୍ମ୍ୟ ସୀମା ଲଂଘିଲାଣି। କେତେବେ‌ଳେ ବାଇକ୍‌ଆରେହୀ ତ କେତେବେଳେ ସ୍କୁଲ ପିଲା ବୁଲା କୁକୁରଙ୍କ ଶିକାର ହେଉଛନ୍ତି। ପରିସ୍ଥିତି ଏମିତି ହେଲାଣି ଯେ ଏହି ବୁଲାକୁକୁର ଏଣେତେଣେ ଲୋକଙ୍କୁ ଆକ୍ରମଣ କଲେଣି। ବଲାଙ୍ଗୀର ଜିଲ୍ଲା…

ନିୟମ ନମାନିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ, ସିଲ୍ ହେଲା ୨ଟି ବାର୍

ଭୁବନେଶ୍ୱର: ରାଜଧାନୀରେ ଅବକାରୀ ବିଭାଗର ବଡ଼ ଆକ୍ସନ। ଅପରାହ୍ନରୁ ରାତି ପର୍ଯ୍ୟନ୍ତ ବାରରେ ଚାଲିଲା ଚଢ଼ଉ। ଶେଷରେ ସିଲ୍ ହେଲା ଦୁଇଟି ବାର୍। ଶନିବାର ଅବକାରୀ ସ୍କ୍ୱାଡ ରାଜଧାନୀର ବିଭିନ୍ନ ବାରରେ ଚଢାଉ କରିଥିଲା। ବାରଗାର୍ଲଙ୍କୁ ନଚାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଥିଲା। ଚଢାଉ…

ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଭ୍ୟାନ୍: ଜଣେ ମୃତ, ୧୩ ଆହତ

ମୋହନା: ପିକନିକ ହେଲା କାଳ। ଗଜପତି ଜିଲ୍ଲା ମୋହନା କେନ୍ଦୁ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ମିନି ଭ୍ୟାନ୍ ଘାଟିରେ ଓଲଟି ପଡିଛି। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି। ମୃତକ ଭୁବନେଶ୍ୱରର ସରୋଜିନୀ ବେହେରା ।…