Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜାତୀୟ ପ୍ରେସ୍ ଦିବସ-୨୦୨୪; ଖୁବ ଶୀଘ୍ର ସାମ୍ବାଦିକଙ୍କୁ ମିଳିବ ପେନସନ : ରାଜ୍ୟପାଳ 

ଭୁବନେଶ୍ୱର : ରାଜ୍ୟର ସାମ୍ବାଦିକମାନଙ୍କ ପାଇଁ ଓଡ଼ିଶାରେ ପେନସନ ଯୋଜନା ଲାଗୁ କରିବାକୁ ରାଜ୍ୟପାଳଙ୍କୁ ସରକାର ପ୍ରସ୍ତାବ ଦେଲେ ତାହା କାର୍ଯ୍ୟକାରୀ କରାଯିବ । ଆସନ୍ତା ବର୍ଷ ଜାତୀୟ ପ୍ରେସ୍ ଦିବସ ପୂର୍ବରୁ ଏହି ବ୍ୟବସ୍ଥା ଲାଗୁ ହେବା ଦିଗରେ ପ୍ରଚେଷ୍ଟା ହେବ । ଏଥିସହିତ ପ୍ରତି ଜିଲ୍ଲାରେ…

ନିର୍ବାଚନରେ କାହାର ନାରା ସୁପରହିଟ୍?

ନୂଆଦିଲ୍ଲୀ: ବିଜେପିର ବଟେଙ୍ଗେ ତୋ କଟେଙ୍ଗେ । କଂଗ୍ରେସର ଡରୋଗେ ତୋ ମରୋଗେ । ମହାରାଷ୍ଟ୍ର ଓ ଝାଡଖଣ୍ଡ ନିର୍ବାଚନ ମାହୋଲରେ ଜୋରଦାର ହେଲାଣି ରାଜନୈତିକ ଦଳଗୁଡିକର ନାରାବାଜି । ପୂର୍ବରୁ ମାଗଣା ବିଜୁଳି, ପାଣି, ସରକାରୀ ଚାକିରି ଓ ଋଣ ଛାଡ ନାରା ଦେଇ ନିର୍ବାଚନ ପ୍ରଚାର କରୁଥିଲେ ଦଳ । ଏବେ…

ବିଜେଡିର ବିଜୁ ବିଜେପିର ମହତାବ !

ଭୁବନେଶ୍ବର: ବିଜୁ ପଟ୍ଟନାୟକଙ୍କ ଲିଗାସିକୁ ନେଇ ରାଜନୀତି କରିଆସିଛି ବିଜେଡି। ଏବେ ହରେକୃଷ୍ଣ ମହତାବ ଲିଗାସିକୁ ନେଇ ଆଗକୁ ବଢିବ କି ବିଜେପି? ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀକୁ ବଡ ଆକାରରେ ପାଳନ କରିବାକୁ ଯାଉଛନ୍ତି ବିଜେପି ସରକାର । ଆଧୁନିକ ଓଡିଶାର…

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ବରଗଡ: ସୋଡ଼ା ଗ୍ରାମରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି l ହତ୍ୟାରେ ସମ୍ପୃକ୍ତ ଥିବା ସନ୍ଦେହରେ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଛି । ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ମହୁଲ ପାଳି ଗ୍ରାମର ପ୍ରଶାନ୍ତ ବାଗ (୩୫)…

ଅନ୍ତର୍ଜାତୀୟ ସମ୍ମାନ ପାଇଲେ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ରାମନାଥ ମିଶ୍ର

ଭୁବନେଶ୍ବର: ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ବିଶିଷ୍ଟ ଓଡ଼ିଆ ଚିକିତ୍ସକ ରାମନାଥ ମିଶ୍ର । ସେ କିମ୍ସ ହସ୍ପିଟାଲ, ଭୁବନେଶ୍ୱରରେ କ୍ଲିନିକାଲ୍ ଇମ୍ୟୁନୋଲୋଜି ଏବଂ ରୁମାଟୋଲୋଜି ବିଭାଗରେ ଏମେରିଟସ୍ ପ୍ରଫେସର ଭାବେ କାର୍ଯ୍ୟରତ ଏବଂ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଟ୍ୟୁଟ୍…

ଦୁଗ୍ଧ ଚାଷୀଙ୍କୁ ମିଳିବ ପ୍ରୋତ୍ସାହନ ରାଶି: ବିକ୍ରି ହେବ ଓମଫେଡ୍ ଚକଲେଟ ସାଙ୍ଗକୁ ପାଣି

ଭୁବନେଶ୍ବର: ଖୁବ୍‌ଶୀଘ୍ର ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ପାଇଁ ଡିବିଟି ଲାଗୁ କରାଯିବ । ଅନ୍ୟ ରାଜ୍ୟ ଭଳି ଏଣିକି ଓଡ଼ିଶାର ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ ଯିବ ପ୍ରୋତ୍ସାହନ ରାଶି ଟଙ୍କା । ପଞ୍ଚାୟତ କ୍ଷୀର ଧାରା କେନ୍ଦ୍ରରେ କ୍ଷୀର ଦେଲେ ସିଧାସଳଖ ଡିବିଟି ମାଧ୍ୟମରେ ଦୁଗ୍ଧ ଚାଷୀଙ୍କ ଆକାଉଣ୍ଟକୁ…

ପଦ ହରାଇଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ

ଢେଙ୍କାନାଳ: ପଦ ହରାଇଲେ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ । ଅନାସ୍ଥା ଭୋଟିଂରେ ଅଧ୍ୟକ୍ଷାଙ୍କ ବିପକ୍ଷରେ ୪୪ ଭୋଟ୍ ରହିଥିବା ବେଳେ ସପକ୍ଷରେ ୧୭ଟି  ଭୋଟ୍ ପଡିଥିଲା । ଏଥିସହିତ ଗୋଟିଏ ଭୋଟ୍ ନାକଚ ହୋଇଥିବା ବେଳେ ୧୭ ଭୋଟ ସହିତ ବିଜେଡ ବ୍ଳକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପରାଜିତ…

ହରିୟାଣାରେ ଜବାନମାନଙ୍କ ପାଇଁ ଲାଗୁ ହେବ ଆବାସ ଯୋଜନା

ନୂଆଦିଲ୍ଲୀ: ଭାରତୀୟ ଜବାନମାନଙ୍କ ପାଇଁ ଭାରତ ସରକାର ଅନେକ ସୁବିଧା ଯୋଗାଉଛନ୍ତି । ସରକାର ବର୍ତ୍ତମାନ ସେବା କରୁଥିବା ଜବାନ ତଥା ଅବସରପ୍ରାପ୍ତ ସେନାକର୍ମଚାରୀମାନଙ୍କୁ ଅନେକ ସୁବିଧା ଯୋଗାଉଛନ୍ତି । ସେମାନଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି । ତେଣୁ ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ରାଜ୍ୟ…

ଝାନ୍ସି ହସ୍ପିଟାଲ ନିଆଁ: ନର୍ସ ଦିଆସିଲି….ପ୍ରତ୍ୟକ୍ଷଦର୍ଶୀ କହିଲେ ପ୍ରକୃତ ସତ

ଲକ୍ଷ୍ନୌ: ସାମ୍ନାକୁ ଆସିଲା ଝାନ୍ସି ହସ୍ପିଟାଲ ଅଗ୍ନିକାଣ୍ଡର ପ୍ରକୃତ ସତ । କେମିତି ଏତେ ବଡ ଅଘଟଣ ଘଟିଗଲା, କହିଦେଲେ ପ୍ରତ୍ୟକ୍ଷଦର୍ଶୀ । ନର୍ସଙ୍କ ଅବହେଳା ଯୋଗୁଁ, ଚାଲିଯାଇଛି ନିରୀହ ୧୦ ଶିଶୁଙ୍କ ଜୀବନ । ତେବେ ଉତ୍ତରପ୍ରଦେଶ ଝାନ୍ସିର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ…

ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ପ୍ରସଙ୍ଗ: ‘ଦୋଷଦର୍ଶୀ ନୁହଁ ଦୂରଦୃଷ୍ଟି ହେବା ଉଚିତ’

ଭୁବନେଶ୍ବର: ଆଜିଠୁ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଙ୍ଗାପୁରରେ ଶିଳ୍ପପତିଙ୍କୁ ଭେଟି ପୁଞ୍ଜି ଆକର୍ଷଣ କରିବେ । ଏଥିସହ ବଡ଼ବଡ଼ ପେଟ୍ରୋ କେମିକାଲ୍ସ ହବ୍ ବୁଲି ଦେଖିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ସିଙ୍ଗାପୁର ଗସ୍ତ ନେଇ…