Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଲିନା କଲେ ଡେଷ୍ଟିନେସନ୍ ୱେଡିଂ, ଟେର୍ ପାଇଲେନି ଫ୍ୟାନ୍ସ

ଭୁବନେଶ୍ୱର: ଅଭିନେତ୍ରୀ ଏଲିନାଙ୍କ ଡେଷ୍ଟିନେସନ ୱେଡିଂ। ବାଜିଲା ଏଲିନାଙ୍କ ସାହାନାଇ। ହେଲେ ଚେର୍ ପାଇଲେନି ଫ୍ୟାନ୍ସ। ଓଡିଶାରେ କି ଭାରତର କୌଣସି ସ୍ଥାନରେ ନୁହେଁ ବରଂ ସେ ଇଣ୍ଡୋନେସିଆ ବାଲିରେ ବିବାହ କରିଛନ୍ତି। ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ବହୁ ଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ…

ଡମ୍ପିଂୟାର୍ଡରେ ଖତ ଖାଉଛି ପିଲାଙ୍କ ସ୍କୁଲ୍ ପୋଷାକ-ଜୋତା

ଜୟପୁର: ପିଲାଙ୍କୁ ସମାନତା ଏବଂ ଶିକ୍ଷା ପ୍ରତି ଅଧିକ ଆଗ୍ରହ ବଢାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପ୍ରୋତ୍ସାହନ ଦିଆଯାଉଛି । ମଧ୍ୟାହ୍ନ ଖାଇବା ସାଙ୍ଗକୁ ସ୍କୁଲ୍ ୟୁନିଫର୍ମ ଏବଂ ଜୋତା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । ହେଲେ ପିଲାଙ୍କୁ ତାହା ଯୋଗାଇ ନଦିଆଯାଇ,…

‘କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ଷଡଯନ୍ତ୍ର, ଚାପ ଯୋଗୁଁ ଦଳ ଛାଡିଲେ’

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବରିଷ୍ଠ ନେତା କୈଳାଶ ଗେହଲଟ ଦଳରୁ ଇସ୍ଥଫା ଦେବା ପରେ ଏହାକୁ ନେଇ ବିଜେପି ଉପରେ ସଙ୍ଗୀନ ଅଭିଯୋଗ ଆଣିଛି ଆପ । କୈଳାଶଙ୍କ ଇସ୍ତଫା ପଛରେ ବିଜେପିର ହିଁ ଷଡଯନ୍ତ୍ର ବୋଲି ଆପ ଦାବି କରିଛି । ଏହାକୁ ନେଇ ଆପ ସାଂସଦ ସଞ୍ଜୟ ସିଂହ କହିଛନ୍ତି, ଆଉ…

‘ମୋ ପୁଅ ଠାକୁର ନୁହେଁ’: ବିବାଦ ତେଜିବା ପରେ ମୁହଁ ଖୋଲିଲେ ନାବାଳକ ବାବାଙ୍କ ବାପା

ଭୁବନେଶ୍ବର: ଖଣ୍ଡଗିରି ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି, ତାଙ୍କ ପାଦ ତଳେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ତେଜିବା ପରେ ଏବେ ଏଥିରେ ମୁହଁ ଖୋଲିଛନ୍ତି ନାବାଳକଙ୍କ ବାପା କାଶୀନାଥ ମିଶ୍ର । ଏନେଇ କାଶୀନାଥ ସ୍ପଷ୍ଟିକରଣ ରଖି କହିଛନ୍ତି, ମୋ ପୁଅ ଠାକୁର…

ଟ୍ରମ୍ପଙ୍କୁ ସମର୍ଥନ କରି ଅଡୁଆରେ ମସ୍କ, ଏକ୍ସ ଛାଡି ଏହି ସବୁ ପ୍ଲାଟଫର୍ମ ଆଡକୁ ମୁହାଁଉଛନ୍ତି ୟୁଜର୍ସ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଜିତିଛନ୍ତି। ଆଉ କିଛି ଦିନ ପରେ ଶପଥ ନେବେ ଟ୍ରମ୍ପ। ଏଥିରେ ଆମେରିକୀୟ ବ୍ୟବସାୟୀ ଏଲୋନ୍ ମସ୍କଙ୍କର ମଧ୍ୟ ଏକ ବଡ଼ ଭୂମିକା ରହିଛି। ନିର୍ବାଚନ ପ୍ରଚାର ସମୟରେ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରିଥିଲେ। କିନ୍ତୁ ଏହି…

ଦିଲ୍ଲୀ ରାଜନୀତିରେ ହଲଚଲ୍: ଗୋଟେ ପଟେ ବିଦାୟ, ଅନ୍ୟପଟେ ସ୍ବାଗତ

ନୂଆଦିଲ୍ଲୀ: ଏବେ ନିର୍ବାଚନ ମାହୋଲ ଗରମ ରହିଥିବା ବେଳେ ରାଜ୍ୟ ତଥା ଦେଶରେ ଚାଲିଛି ଦଳ ଡିଆଁ ରାଜନୀତି । ବିରୋଧୀ ଶାସକ ଦଳକୁ, ଶାସକ ଦଳ ବିରୋଧୀ ଦଳକୁ । କେଉଁଠାରୁ ନେତା ହାତ ଛାଡୁଛନ୍ତି ତ ଆଉ କେଉଁଠି ଯାଇ ହାତ ମିଶାଉଛନ୍ତି । ଯାହାର ପ୍ରଭାବରେ ଏବେ ଦିଲ୍ଲୀ ରାଜନୀତିରେ ବଡ ହଲଚଲ୍…

ରାଜଧାନୀରେ କଳ୍କୀ ଅବତାରରେ ଶିଶୁ ବାବା ଉଭା: ମାମଲା ରୁଜୁ

ଭୁବନେଶ୍ବର: ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଜଣେ ନାବାଳକଙ୍କୁ କଳ୍କୀ ଅବତାର କହି ପୂଜା କରିବା ପ୍ରସଙ୍ଗ ଏବେ ତେଜିବାରେ ଲାଗିଲାଣି । ଆଶ୍ରମ ଟ୍ରଷ୍ଟିଙ୍କ ବୟାନ ଏବଂ ଆଶ୍ରମ ପରିସର ଭିତକୁ ପ୍ରବେଶ ନକରେଇ ଦେବା ସନ୍ଦେହ ବଢାଇଛି । ଜଣେ ଶିଶୁକୁ ଭଗବାନଙ୍କ ଅବତାର କହି ପୂଜା କରୁଥିବାରୁ ଏହି…

ଇନଷ୍ଟା-ଫେସବୁକରେ କରିପାରିବେନି ଲାଇଭ୍ ଆତ୍ମହତ୍ୟା, ଉଦ୍ୟମ ପଣ୍ଡ କରିବ ମେଟାର ନୂତନ ଟେକ୍ନୋଲୋଜି

ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ। ଏହାର ସାହାଯ୍ୟରେ ମେଟା…

ଏଲିଜାବେଥଙ୍କ ପରେ ମୋଦି ପାଇବେ ନାଇଜରର ଜିକନ୍ ସମ୍ମାନ

ନୂଆଦିଲ୍ଲୀ: ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଇଜେରିଆରେ ପହଞ୍ଚିଛନ୍ତି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ପରେ…

କେବଳ ଭାରତରେ ନୁହେଁ ବରଂ ଏହି ସବୁ ଦେଶରେ ମଧ୍ୟ ଚାଲେ ଭାରତୀୟ ମୁଦ୍ରା…

ନୂଆଦିଲ୍ଲୀ: ସାଧାରଣ ଭାବେ ବିଦେଶକୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା ରୁପି (Rupee) କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଚାଲିଥାଏ। ଭାରତ ବ୍ୟତୀତ ଏମିତି କିଛି ଦେଶ ଅଛି ଯେଉଁଠାରେ ଟଙ୍କାର ପ୍ରଚଳନ ଏବେ ବି ଜାରି…