Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Iran War: ସକାଳୁ ସକାଳୁ ବଡ ଦାବି କରିଦେଲେ ଟ୍ରମ୍ପ, “ତେହେରାନ ଆଉ ଚାହୁଁନାହିଁ ପରମାଣୁ ଅସ୍ତ୍ର, ଆଜି ଯୁଦ୍ଧ…

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଫେବୃଆରୀ ମାସରୁ ଲାଗି ରହିଥିବା ଉତ୍ତେଜନା ଆଜି ଶେଷ ହୋଇପାରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଶାନ୍ତି ଚୁକ୍ତି ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନ ସହିତ ଶାନ୍ତି ଚୁକ୍ତି ଆଜି ସ୍ୱାକ୍ଷରିତ ହେବ। ଏହାପରେ…

House Rent: ଆଉ କଥାବାର୍ତ୍ତାରେ ନୁହେଁ, ଲେଖାପଢା ପରେ ମିଳିବ ଘରଭଡା…ଲିଖିତ ଚୁକ୍ତି ସାଙ୍ଗକୁ କରିବାକୁ ପଡିବ…

ଭୁବନେଶ୍ୱର: ଭଡାଡିଆ ଏବଂ ଘର ମାଲିକଙ୍କ ପାଇଁ ବଡ ଖବର । ଘର ଭଡ଼ା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ବଦଳିବ ୫୯ ବର୍ଷର ପୁରୁଣା ଆଇନ । ଏଣିକି ଖାଲି କଥାବାର୍ତ୍ତା କରି, ଆଗୁଆ ଟଙ୍କା ଦେଇ କିମ୍ବା ନେଇ, ଆପଣ ଦେଇପାରିବେନି କିମ୍ବା ନେଇପାରିବେନି ଘରଭଡା । ଓଡ଼ିଶାର ସହରାଞ୍ଚଳରେ…

PM Modi Visit Odisha: ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ରାଇରଙ୍ଗପୁରରେ ବିଶାଳ ସମାବେଶ ପାଇଁ…

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ ପୂର୍ତ୍ତି ଓ କେନ୍ଦ୍ରରେ…

Raja Mahotsav:ପ୍ରଥମ ଥର ପାଇଁ ସିଏମସି ପକ୍ଷରୁ ୩ଦିନ ରଜ ମହୋତ୍ସବ ପାଳନ;ମାଗଣା ପିଠାପଣା ସହ ଦୋଳିର ମଜା…

କଟକ:ରାତି ପାହିଲେ ପହିଲି ରଜ । ଚଳିତ ବର୍ଷ ପ୍ରଥମ ଥର ପାଇଁ ସିଏମ୍‌ସି ପକ୍ଷରୁ ତଳ ବାଲିଯାତ୍ରା ପଡ଼ିଆର କଟକ-ଇନ୍-କଟକରେ ତିନି ଦିନ ରଜ ମହୋତ୍ସବ ପାଳନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସକାଳ ୧୦ଟାରୁ ଆରମ୍ଭ ହୋଇ ରାତି ୮ଟା ପର୍ଯ୍ୟନ୍ତ ରଜ ପର୍ବ ପାଳନ କରାଯିବ। ଚଳିତବର୍ଷ…

Microsoft CEO:ପ୍ରତ୍ୟେକ କାର୍ଯ୍ୟ ପାଇଁ AI ଆବଶ୍ୟକ ନୁହେଁ – ସତ୍ୟ ନାଡେଲା କର୍ମଚାରୀମାନଙ୍କୁ ଏପରି କାହିଁକି…

ନୂଆଦିଲ୍ଲୀ:କୃତ୍ରିମ ବୁଦ୍ଧିମତ୍ତା(artificial intelligence)ର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ପ୍ରମୁଖ ଟେକ୍ କମ୍ପାନୀଗୁଡ଼ିକ ସେମାନଙ୍କର କର୍ମଚାରୀମାନଙ୍କୁ AI ଟୁଲ୍ସ ଆପଣାଇବାକୁ ଉତ୍ସାହିତ କରୁଛନ୍ତି। ଏହି ମଧ୍ୟରେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା (Microsoft's CEO…

Demographic Change:ସୀମାନ୍ତ ଅଞ୍ଚଳର ଡେମୋଗ୍ରାଫି କାହିଁକି ପରିବର୍ତ୍ତନ ହେଉଛି? ଅଧ୍ୟୟନ କରି ରିପୋର୍ଟ ଦାଖଲ କରିବ…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୀମାନ୍ତ ଜିଲ୍ଲାଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଜନସଂଖ୍ୟାଗତ ପରିବର୍ତ୍ତନ ଅଧ୍ୟୟନ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ସେ ଅବୈଧ ପ୍ରବାସ ଏବଂ ଅନ୍ୟାନ୍ୟ କାରଣ ଯୋଗୁଁ ଜନସଂଖ୍ୟା ପରିବର୍ତ୍ତନର ପ୍ରକୃତି…

ବିଶ୍ବସ୍ତରୀୟ ହେବ ପୁରୀ ରେଳ ଷ୍ଟେସନ, ୨୦୨୭ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ପୁରୀ: ପୁରୀକୁ ଏକ ବିଶ୍ବସ୍ତରୀୟ ରେଳ ଷ୍ଟେସନ ରେ ପରିଣତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ ଆଜି ପୁରୀ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମପତି । ଆସନ୍ତା ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ…

ଫ୍ରାନ୍ସରେ ହେବ ମୋଦୀ-ଟ୍ରମ୍ପ ମହାମିଳନ: ଜି-୭ ସମ୍ମିଳନୀ ଅବସରରେ ଦ୍ୱିପାକ୍ଷିକ ଆଲୋଚନା ନେଇ ହ୍ୱାଇଟ୍ ହାଉସର ମୋହର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଆଗାମୀ ଦିନରେ ଏକ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତକାର ହେବାକୁ ଯାଉଛି। ଫ୍ରାନ୍ସର ଏଭିଆନ ସହରରେ ଆୟୋଜିତ ହେବାକୁ ଥିବା ଜି-୭ ସମ୍ମିଳନୀ ଅବସରରେ ଦୁଇ ନେତାଙ୍କ ମଧ୍ୟରେ ଏକ ଦ୍ୱିପାକ୍ଷିକ…

ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି: ରାଷ୍ଟ୍ରପତିଙ୍କ ସହ ରାଇରଙ୍ଗପୁରରେ ହେବ ବିଶାଳ ସମାବେଶ

ଭୁବନେଶ୍ୱର: ଆସନ୍ତା ଜୁନ୍ ୧୯ ଏବଂ ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଜ୍ୟରେ ବିଜେପି ସରକାରଙ୍କ ସଫଳ ବର୍ଷପୂର୍ତ୍ତି ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କର ଏହି ହାଇ ପ୍ରୋଫାଇଲ୍ ଗସ୍ତ…

ସଜନା ଛୁଇଁ ତୋଳିବାକୁ ନେଇ ହତ୍ୟାକାଣ୍ଡ;୫ ଗିରଫ, ଅନ୍ୟ ଅଭିଯୁକ୍ତ ଫେରାର

କେନ୍ଦ୍ରାପଡ଼ା:ସାମାନ୍ୟ ସଜନା ଛୁଇଁ ପାଇଁ ହତ୍ୟାକାଣ୍ଡ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଇଶାଣୀପଲ୍ଲୀ ଗାଁରେ ସଜନା ତୋଳିବାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସୂଚନା ରହିଛି । ଦୁଇ ସମ୍ପର୍କୀୟ ପରିବାର ଭିତରେ ପାଟିତୁଣ୍ଡ ହୋଇଥିଲା ପରେ ହଣାକଟା ଯାଏଁ କଥା ଯାଇଛି । ଏହି ଘଟଣାରେ ରାଜନଗର ପୋଲିସ…