Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇସ୍ରାଏଲର ଏହି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କଲେ ସାଉଦି ଆରବ ଏବଂ ମିଶର ସମେତ ୧୬ ଦେଶ

ଜେରୁଜେଲମ: ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତି ଉପରେ ସାଉଦି ଆରବ ସମେତ ଅନେକ ଆରବ ଏବଂ ମୁସଲିମ ଦେଶ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଇସ୍ରାଏଲର ସୋମାଲିଲ୍ୟାଣ୍ଡରେ କୂଟନୈତିକ ପ୍ରତିନିଧି ନିଯୁକ୍ତ କରିବା ନିଷ୍ପତ୍ତିକୁ "ଭୁଲ"…

ଅସହ୍ୟ ଖରା; ଦେବଗଡ଼ରେ ସ୍କୁଲ ଛୁଟି ଘୋଷଣା, ୨୦ରୁ ୨୩ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଦେବଗଡ଼: ରାଜ୍ୟରେ କଲବଲ କରୁଛି ତାତି । ଅସହ୍ୟ ଖରାକୁ ନଜରରେ ରଖି ଦେବଗଡ଼ ଜିଲ୍ଲାରେ ମଧ୍ୟ ୨୦ ରୁ ୨୩ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ଛୁଟି ଘୋଷଣା । ଅଙ୍ଗନବାଡ଼ି କେନ୍ଦ୍ର ଓ ବୈଷୟିକ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ । ଏଥିସହ ଦେବଗଡ଼ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ମିଳିଥିବାରୁ ଛୁଟି ଘୋଷଣା…

3D Glass Solution ପ୍ରକଳ୍ପର ଶିଳାନ୍ୟାସ; ରାଜ୍ୟରେ ୨,୫୦୦ ନିଯୁକ୍ତି ସୃଷ୍ଟି କରିବ ଏହି ପ୍ରକଳ୍ପ

ଭୁବନେଶ୍ୱର: ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆଉ ଏକ ପାଦେ ଆଗେଇଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୃଢ଼ ଆତ୍ମବିଶ୍ୱାସ ଏବଂ ଇଚ୍ଛାଶକ୍ତି ବଳରେ ଆଜି ଓଡ଼ିଶାର ଶିଳ୍ପ ବିପ୍ଳବ ଯାତ୍ରାରେ ଆଜି ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡ଼ା ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…

ଦକ୍ଷିଣ ଲେବାନନରେ ଇସ୍ରାଏଲ ‘ହଳଦିଆ ରେଖା’ ଟାଣିଛି, ଯୁଦ୍ଧବିରତି ସତ୍ତ୍ୱେ ଲକ୍ଷ୍ୟସ୍ଥଳ ଉପରେ କଲା…

ଜେରୁଜେଲମ: ଇସ୍ରାଏଲ ଏବଂ ଲେବାନନ ମଧ୍ୟରେ ଆରମ୍ଭ ହୋଇଥିବା ଅସ୍ତ୍ରବିରତିର ଉଲ୍ଲଂଘନ ମଧ୍ୟରେ ଇସ୍ରାଏଲୀ ସେନା ଲେବାନନରେ ଏକ ନୂତନ ୟେଲୋ ସୀମା ରେଖା ଟାଣିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରବିବାର ଇସ୍ରାଏଲ ଦୁଇଟି ବିମାନ ଆକ୍ରମଣ କରିଛି । ଅନେକ ଗ୍ରାମ ଉପରେ ଲଗାତାର ତୋପ ଏବଂ ମେସିନ ଗନ୍…

Heatwave Alert: ଆକାଶରୁ ନିଆଁ ବର୍ଷୁଛି, ଆସନ୍ତା ୨୩ ତାରିଖ ଯାଏଁ ଛୁଟି ସ୍କୁଲ ଏବଂ ଅଙ୍ଗନୱାଡି କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ଜିଲ୍ଲାରେ ସର୍ତ୍ତକତାମୂଳକ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଉଛି। ଏହି ସମୟରେ ବଢୁଥିବା ତାପମାତ୍ରା ଏବଂ ତୀବ୍ର ଗ୍ରୀଷ୍ମ ପ୍ରବାହ ପରିସ୍ଥିତିକୁ ଦୃଷ୍ଟିରେ ରଖି, ଖୋର୍ଦ୍ଧା ଜିଲ୍ଲାର…

ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣା, ୭ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ୭ ଜଣଙ୍କୁ ଗିରଫ କରିଛି କୋରେଇ ପୋଲିସ । ଏହାସହ ୫ ଟ୍ରାକ୍ଟର ଏବଂ ୨ଟି ଜେସିବି ମେସିନ ଜବତ କରାଯାଇଛି । ଯାଜପୁର ଜିଲ୍ଲା ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିଲା । ବେଆଇନ…

Heat Wave Alert: ଆଗକୁ ଆହୁରି ସ୍ଥିତି ଅସମ୍ଭାଳ; ୨୨ ଯାଏଁ ଗ୍ରୀଷ୍ମପ୍ରବାହରୁ ତ୍ରାହି ନାହିଁ

ଭୁବନେଶ୍ବର: ପ୍ରବଳ ତାତିରେ ଅସ୍ତବ୍ୟସ୍ତ ଓଡିଶାବାସୀ । ସକାଳ ୯ରୁ ଅସହ୍ୟ ଖରାରେ ସିଝୁଛନ୍ତି ଲୋକେ । ଆଜି ମଧ୍ୟ ରାଜ୍ୟରେ ପ୍ରବଳ ଖରା ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୫ଦିନ ଯାଏ ତାତିରୁ ନାହିଁ ତ୍ରାହି । ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ଗରମ ସହ ହିଟ୍ ୱେଭ ୱାର୍ଣ୍ଣିଂ ଦେଇଛି…

Women reservation bill: ସଂସଦରେ ବାସ୍ତବରେ ବିରୋଧୀ ପରାସ୍ତ କଲେ ନା ଜାଣିଶୁଣି ହାରିଲେ ମୋଦି ସରକାର?

ନୂଆଦିଲ୍ଲୀ: ୨୦୧୪ ପରେ ପ୍ରଥମ ଥର ପାଇଁ, ମୋଦି ସରକାର କୌଣସି ବିଲ୍ ଉପରେ ସ୍ପଷ୍ଟ ବହୁମତ ହାସଲ କରିବାରେ ବିଫଳ ହୋଇଛି। ଯାହାକୁ ନେଇ ମହିଳାଙ୍କ ପ୍ରତି ଅପମାନ କହି ବିରୋଧୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ମୋଦି ସରକାର। କିନ୍ତୁ ଏହାକୁ ନେଇ ଏବେ, ବଡ଼ ପ୍ରଶ୍ନ ହେଉଛି ଏହା କେବଳ ଏକ ପରାଜୟ ନା…

Kharge slams PM’s address: ଭାଷଣରେ କଂଗ୍ରେସ ବେଶୀ, ମହିଳାଙ୍କ ଆଲୋଚନା କମ୍…ପ୍ରଧାନମନ୍ତ୍ରୀଙ୍କୁ…

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ, ଏବେ ଦେଶରେ ରାଜନୈତିକ ଝଡ଼ ସୃଷ୍ଟି କରିଛି। ଲୋକସଭାରେ ବିଲ୍ ବିଫଳ ହେବ ପରେ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବତନ୍ତ୍ର ଭାବେ ଦେଶକୁ ସମ୍ବୋଧିତ କରିଛନ୍ତି। ଯାହାକୁ କଟାକ୍ଷ କରୁଛନ୍ତି ବିରୋଧୀ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ…

ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ, ଏହାର ପରିଣାମ ନିଶ୍ଚୟ ଭୋଗିବେ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ରାତିରେ ଲୋକସଭାରେ ମହିଳା ସଂରକ୍ଷଣ ସମ୍ବନ୍ଧିତ ସମ୍ବିଧାନ ସଂଶୋନ ବିଧେୟକ କାଟ୍ ଖାଇଛି । ଯାହାକୁ ନେଇ ଆଜି ଶନିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ସେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ନାରୀଶକ୍ତିକୁ…