Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇତିହାସ ପାଲଟିବ ଭିସ୍ତାରା, ଆଜି ଶେଷ ଉଡାଣ

ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ସ ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାର ଠାରୁ ଏହାର ମିଶ୍ରଣ ଏୟାର ଇଣ୍ଡିଆ ଗ୍ରୁପ ସହ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ…

ସାବଧାନ୍! ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, କାହିଁକି ଏମିତି କହିଲେ ମୋହନ….

ନୂଆଦିଲ୍ଲୀ: ତୃତୀୟ ବିଶ୍ବଯୁଦ୍ଧ ବିପଦ ଘନେଇ ଆସୁଛି । ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । ଯାହା ଆଗାମୀ ଦିନରେ ପୁଣି ଆଉ ଏକ ବିଶ୍ବଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବେ…

ବଜାରରୁ ଆଣୁଥିବା କ୍ଷୀର ଶୁଦ୍ଧ ନା ମିଶ୍ରିତ: ମାତ୍ର ୧୦ ସେକେଣ୍ଡରେ ଚିହ୍ନଟ କରିବ ମିଲ୍କ୍ କିଟ୍

ନୂଆଦିଲ୍ଲୀ: ଆଜିକାଲି ସବୁ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ଅଧିକାଂଷ କ୍ଷୀରରେ ଏହି ଅପମିଶ୍ରଣ ହେଉଛି। ପୂର୍ବରୁ ଏଥିରେ କେବଳ ଜଳ ମିଶାଯାଉଥିଲା, କିନ୍ତୁ ବର୍ତ୍ତମାନ କିଛି ଲୋକ ଏଥିରେ ଅନେକ ପ୍ରକାରର ରାସାୟନିକ ପଦାର୍ଥ ମିଶାଇବା ଆରମ୍ଭ…

ପୁଣି ଟ୍ରେନ୍ ଦୁର୍ଘଟଣା ଘଟାଇବାକୁ ବଡ ଷଡ଼ଯନ୍ତ୍ର…

ପାଟନା: ଲଗାତାର କିଛି ଦିନ ହେବ ଦେଶର ବିଭିନ୍ନ ସ୍ଥାନରେ ଟ୍ରେନ୍ ଦୁର୍ଘଟଣା ଘଟାଇବା ପାଇଁ ଷଡଯନ୍ତ୍ର କରାଯାଉଥିବା ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ବିହାର ଏବଂ ଉତ୍ତରପ୍ରଦେଶର ସୀମାରେ ସମାନ ଘଟଣା ଦେଖିବାକୁ ମିଳିଛି । ଏଠାରେ ଟ୍ରେନ୍ ଦୁର୍ଘଟଣା ଘଟାଇବା ପାଇଁ ଏକ ଷଡଯନ୍ତ୍ର…

ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାଡଖଣ୍ଡ ପ୍ରଚାର ମଇଦାନରେ ରଣହୁଙ୍କାର ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଗକୁ ଝାଡଖଣ୍ଡ ନିର୍ବାଚନ ଥିବା ବେଳେ ମୁଖ୍ୟମନ୍ତ୍ରୀ ଆଜି ପ୍ରଚାର ମଇଦାନରେ ବିଜେପି ପାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିବେ । ଏଥିପାଇଁ ଆଜି ଦିନିକିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ।  …

ଶେଷରେ ହଟିଲେ ମିନତୀ, ବରଖାସ୍ତ ପରେ ବି ଗାଦି ଛାଡୁନଥିଲେ

ଭୁବନେଶ୍ବର: ମହିଳା କମିଶନ ଅଧ୍ୟକ୍ଷା ପଦରୁ ହଟିଲେ ମିନତୀ ବେହେରା । ମିନତୀଙ୍କ ପଦଚ୍ୟୁତ ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ସରକାର ଆସିବା ପରେ ଗତ ଅକ୍ଟୋବର ମାସରେ ମହିଳା କମିଶନ ଭଙ୍ଗ ହେବା ପରେ ରାଜ୍ୟ ମହିଳା ଆୟୋଗର…

ଅଲ୍ଲୁ ଅର୍ଜୁନଙ୍କ ସହ ଠୁମକା ଲଗାଉଛନ୍ତି ଶ୍ରୀଲିଲା, ରିଲିଜ୍ ହେଲା ପୋଷ୍ଟର

ହାଇଦ୍ରାବାଦ: ଗୁଣ୍ଟୁର କରାମ ପ୍ରସିଦ୍ଧ ଅଭିନେତ୍ରୀ ଶ୍ରୀଲିଲା ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର 'ପୁଷ୍ପା ୨: ଦି ରୁଲ'ରେ କେମିଓ କରୁଛନ୍ତି। ନିର୍ମାତାମାନେ 'ପୁଷ୍ପା : ଦି ରୁଲ'ର ଏକ ସ୍ପେଶିଆଲ ସଂଗୀତ ମାଧ୍ୟମରେ ଶ୍ରୀଲିଲା ଦର୍ଶକଙ୍କ ହୃଦୟ ଜିତିବାକୁ ଯାଉଛନ୍ତି। ଯାହାର ଡ୍ୟାନ୍ସ ଫୋଟ…

ବିଜେପିର ପାଓ୍ବାର ଶୋ: ମହାରାଷ୍ଟ୍ର ଖବରକାଗଜରେ ମୋଦିଙ୍କ ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ୍

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ମୋଦିଙ୍କ ପାଓ୍ବାର ଶୋ । ଖବରକାଗଜରେ ବଡ ବଡ ଅକ୍ଷରରେ ବିଜ୍ଞାପନରେ ଝଲସିଲା ମୋଦିଙ୍କ ‘ଏକ ହେ ତୋ, ସେଫ ହେ’ ସ୍ଲୋଗାନ୍ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ କଟାକ୍ଷ କରିବା ପାଇଁ ଏହି ସ୍ଲୋଗାନ୍ ଦେଇଥିଲେ । କଂଗ୍ରେସ ପଛୁଆ ବର୍ଗ…

ଇଣ୍ଡିଆନ ଆଇଡଲ୍‌ରେ ଓଡ଼ିଆ ପୁଅର ଜଲୱା: ଟପ୍-୧୫ରେ ଜ୍ୟୋତି ପ୍ରକାଶ ଓଝା

କଟକ: ଇଣ୍ଡିଆନ ଆଇଡଲ୍‌ ଷ୍ଟେଜରେ ଓଡ଼ିଆ ପୁଅଙ୍କ ଜଲୱା। ପ୍ଲାଟିନମ ମାଇକ ରେସରେ ସାମଲି ହେଲେ କଟକର ପୁଅ ଜ୍ୟୋତି ପ୍ରକାଶ ଓଝା। ଭାରତର ସର୍ବ ବୃହତ୍ ମ୍ୟୁଜିକ ରିଆଲିଟି ସୋ ଇଣ୍ଡିଆନ ଆଇଡଲ୍‌ରେ ନିଜକୁ ସ୍ଥାନିତ କରି ଟପ୍-୧୫ରେ ପହଞ୍ଚିଛନ୍ତି। ଜଣେ ଗୋ ସେବକ ଭାବରେ ସାରା ଭାରତରେ ପ୍ରଶଂସା…

‘ରାଜ୍ୟରେ ଏବେ ମହିଳାମାନଙ୍କୁ ମିଳିବ ତୁରନ୍ତ ନ୍ୟାୟ’

ଭୁବନେଶ୍ବର: ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ଏବଂ ନାରୀଙ୍କ ପ୍ରତି ଅନ୍ୟାୟ ଉପରେ ରୋକ ଲଗାଇବା ସହ ସଠିକ୍ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ମହିଳାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନେଇ ରାଜ୍ୟରେ ଖୁବ୍‌ଶୀଘ୍ର ୪ଟି ମହିଳା କୋର୍ଟ ସ୍ଥାପନ ହେବ…