Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବର୍ଷ ସାରା ଦିଲ୍ଲୀରେ ବାଣ ବ୍ୟାନ୍ ପ୍ରସଙ୍ଗ: ‘କୌଣସି ଧର୍ମ କେବେ ବି ପ୍ରଦୂଷଣକୁ ପ୍ରୋତ୍ସାହିତ କରିବ ନାହିଁ’

ନୂଆଦିଲ୍ଲୀ: ଦିନକୁ ଦିନକୁ ଭୟଙ୍କର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । ବର୍ଷର ଅଧିକାଂଶ ସସୟ ରାଜଧାନୀ ଦିଲ୍ଲୀର ବାୟୁ ସ୍ବାସ୍ଥ୍ୟପକ୍ଷେ ହାନିକାରକ ହୋଇଥିବା ବେଳେ ଶୀତ ଦିନ ଆସିଲେ ତ କଥା ସରିଲା । ବାୟୁ ମଣ୍ଡଳର ସ୍ଥିତି ଏବେ ଦିଲ୍ଲୀବାସୀଙ୍କୁ ଅତିଷ୍ଠ କରିଥିବା ବେଳେ ଏହାକୁ ନେଇ କଠୋର…

ବୁମେରାଂ ହେବ ବଟେଙ୍ଗେ ତୋ କଟେଙ୍ଗେ !

ନୂଆଦିଲ୍ଲୀ: ମହାରାଷ୍ଟ୍ର ହେଉ କି ଝାଡଖଣ୍ଡ । ହିନ୍ଦୁତ୍ବ ପିଚରେ ଖୋଲାଖୋଲି ବ୍ୟାଟିଂ କରୁଛି ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବହୁଚର୍ଚ୍ଚିତ ନାରା ବଟେଙ୍ଗେ ତୋ କଟେଙ୍ଗେ ଉଭୟ ରାଜ୍ୟର ରାଜନୀତିକୁ ବେଶ୍ ସରଗରମ କରିଛି। ମହାରାଷ୍ଟ୍ରରେ ଯୋଗୀଙ୍କ ନାରା ଲଗାଉଛି…

ଏବେଠୁ ମହିଳା କର୍ମଚାରୀଙ୍କୁ ମିଳିବ ବର୍ଷକୁ ୧୨ ଦିନ ଅତିରିକ୍ତ ଛୁଟି

ଭୁବନେଶ୍ବର: ଏବେଠୁ ମହିଳା କର୍ମଚାରୀ ପାଇବେ ୧୨ ଦିନ ଅତିରିକ୍ତ ଛୁଟି । ମହିଳା ସରକାରୀ କର୍ମଚାରୀଙ୍କୁ ଅତିରିକ୍ତ ଛୁଟି ନେଇ ଅର୍ଥ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି । ସମସ୍ତ ସରକାରୀ ମହିଳା କର୍ମଚାରୀ ୫୫ ବର୍ଷ ବୟସ ପୂରଣ ପର୍ଯ୍ୟନ୍ତ ଋତୁସ୍ରାବ ପାଇଁ ବାର୍ଷିକ…

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ…

୧୩୦ ବର୍ଷରେ ପ୍ରଥମ: ବରଫ ଚାଦରରରୁ ବଞ୍ଚିତ ଫୁଜି, ଏବେ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ: ବର୍ତ୍ତମାନର ପରିବର୍ତ୍ତିତ ଜଳବାୟୁ ଡରାଇଲାଣି । ଯାହା ଇତିହାସରେ କେବେ ଘଟିନଥିଲା ତାହା ଏବେ ଅନୁଭୂତ ହେବା ମନରେ ଅନେକ ଆଶଙ୍କା ସୃଷ୍ଟି କରୁଛି । ଏହି ପରିବର୍ତ୍ତନ ଧାରାରେ ଜାପାନର ଫୁଜି ପର୍ବତ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ସେଠିକା ବାସିନ୍ଦାକୁ ମିଳିଛି ଆଶ୍ବସ୍ତି । ଗତ…

ବିନା ହୃଦପିଣ୍ଡରେ କିପରି ବଞ୍ଚନ୍ତି ଏହି ପ୍ରାଣୀ ?

ଆମେ ସମସ୍ତେ ଜାଣୁ ଯେ ହୃଦୟ ହେଉଛି ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ଆମ ଶରୀରରେ ରକ୍ତ ପମ୍ପ ଭଳି କାମ କରିଥାଏ ଏବଂ ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ୱ ବିତରଣ କରିଥାଏ। କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ପ୍ରାଣୀ ଅଛନ୍ତି ଯାହାର ହୃଦପିଣ୍ଡ ନାହିଁ। ତଥାପି ସେମାନେ…

‘କୌଣସି ପୁରୁଷ ଜଣେ ମହିଳା ବନ୍ଧୁଙ୍କ ସହ ଏକାଠି ହୋଟେଲ ରୁମରେ ରହିବାର ଅର୍ଥ ଶାରୀରିକ ସମ୍ପର୍କ ନୁହେଁ’

ମୁମ୍ବାଇ: ଜଣେ ମହିଳା ଜଣେ ପୁରୁଷଙ୍କ ସହିତ ହୋଟେଲ ରୁମ୍ ବୁକ୍ କରି ରୁମ୍ ଭିତରକୁ ପ୍ରବେଶ କରିବା ର ଅର୍ଥ ଏୟା ନୁହଁ ଯେ, ସେ ଶାରୀରିକ ସମ୍ପର୍କ ରଖିବାକୁ ପ୍ରସ୍ତୁତ । ବମ୍ବେ ହାଇକୋର୍ଟର ଗୋଆ ବେଞ୍ଚ ଏହାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଏହା କହିଛି । ବମ୍ବେ ହାଇକୋର୍ଟର ବିଚାରପତି…

ଗଧ କ୍ଷୀର କାହିଁକି ଏତେ ମହଙ୍ଗା, କେଉଁ ରାଜ୍ୟର ଲୋକେ ଅଧିକ କରନ୍ତି ବ୍ୟବସାୟ?

କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କ୍ଷୀରରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍ ବି ଏବଂ ଭିଟାମିନ୍ ଡି ଭଳି ପୋଷକ ତତ୍ତ୍ୱ ଥାଏ। ଆମେ ସମସ୍ତେ ଗାଈ, ମଇଁଷି ଅବା ଛେଳି କ୍ଷୀରର ବ୍ୟବହାର ବିଷୟରେ ଜାଣିଛେ। ହେଲେ ଗଧ କ୍ଷୀର କଥା ଶୁଣିଲେ ମନରେ ଅଲଗା ଧାରଣା ସୃଷ୍ଟି ହୁଏ।…

ଇତିହାସ ପାଲଟିବ ଭିସ୍ତାରା, ଆଜି ଶେଷ ଉଡାଣ

ନୂଆଦିଲ୍ଲୀ: ଭିସ୍ତାରା ଏୟାରଲାଇନ୍ସ ସୋମବାର ଦିନ ଏହାର ଶେଷ ଉଡ଼ାଣ ଭରିବ। ମଙ୍ଗଳବାର ଠାରୁ ଏହାର ମିଶ୍ରଣ ଏୟାର ଇଣ୍ଡିଆ ଗ୍ରୁପ ସହ ହୋଇଯିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ…

ସାବଧାନ୍! ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା, କାହିଁକି ଏମିତି କହିଲେ ମୋହନ….

ନୂଆଦିଲ୍ଲୀ: ତୃତୀୟ ବିଶ୍ବଯୁଦ୍ଧ ବିପଦ ଘନେଇ ଆସୁଛି । ଗରିବଙ୍କ ପାଖରେ ବିଜ୍ଞାନ ନୁହେଁ ଦେଶକୁ ଧ୍ବଂସ କରିବା ଭଳି ଅସ୍ତ୍ରଶସ୍ତ୍ର ପହଞ୍ଚୁଛି । ଯାହା ଆଗାମୀ ଦିନରେ ପୁଣି ଆଉ ଏକ ବିଶ୍ବଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତ ଏବେ…