Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେବେ । ଏହି ଗସ୍ତ ସମୟରେ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ମଧ୍ୟ ସୂଚନା…

ଏକଲବ୍ୟ ପୁରସ୍କାର ପାଇଲେ ପ୍ରତ୍ୟାଶା ରାୟ

ଭୁବନେଶ୍ୱର: ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇଲେ ଚଳିତ ବର୍ଷର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଉଭୟ ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ…

ରାଜ୍ୟରେ ଅସ୍ଵାଭାବିକ ହାତୀ ମୃତ୍ୟୁର ତଦନ୍ତ ନିର୍ଦ୍ଦେଶ ଦେଲେ ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ମିଳିଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହଖୁଣ୍ଟିଆ। ରାଜ୍ୟରେ ହାତୀମାନଙ୍କର ଅସ୍ୱାଭାବିକ ମୃତ୍ୟୁ ଘଟଣାର ବିସ୍ତୃତ ତଦନ୍ତ ପାଇଁ…

ମହାନଦୀ ଜଳ ବିବାଦର ସମାଧାନ ପାଇଁ କ’ଣ ହୋଇଛି ଆଲୋଚନା, ସାର୍ବଜନୀନ କରନ୍ତୁ ମୁଖ୍ୟମନ୍ତ୍ରୀ :ମହାନଦୀ ବଞ୍ଚାଅ…

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ଖୁବଶୀଘ୍ର ସମାଧାନ ହେବ। ଏ ଦିଗରେ ଛତିଶଗଡ ସହିତ ସେ ଦୁଇଥର କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନ ଏହାକୁ ସ୍ଵାଗତ କରିବା ସହିତ କେଉଁ ବିଷୟରେ…

ଦ୍ଵିତୀୟ ବିବାହ କରିବେ କି ଅଭିଷେକ ? ଭାଇରାଲ ହେଉଛି ଅଭିନେତାଙ୍କ ବୟାନ

ମୁମ୍ବାଇ: ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ଜୋରସୋରରେ ଚାଲିଛି। ତେବେ ବଚ୍ଚନ ପରିବାର କିମ୍ବା ଦମ୍ପତି ଏ ବିଷୟରେ କିଛି କହି ନାହାଁନ୍ତି। ସେମାନେ ନୀରବତା ଅବଲମ୍ବନ କରିୁଛନ୍ତି। କିନ୍ତୁ ପ୍ରଶଂସକମାନେ ଚାହାଁନ୍ତି ଯେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ ହେବା ଉଚିତ୍ ଏବଂ…

ପରିବର୍ତ୍ତିତ ଋତୁରେ ଲେମ୍ବୁର ସେବନ କିପରି କରିବା ଉଚିତ୍ ?

ଲେମ୍ବୁ ହେଉଛି ଏକ ଖାଦ୍ୟ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ। ପରିବର୍ତ୍ତିତ ଋତୁରେ ଏହାର ବ୍ୟବହାର ବିଶେଷ ଲାଭଦାୟକ ଅଟେ। ଯେତେବେଳେ ଥଣ୍ଡା ଆରମ୍ଭ ହୁଏ, ଭାଇରାଲ୍ ସଂକ୍ରମଣର ଆଶଙ୍କା ବଢିଯାଏ। ଯେଉଁ କାରଣରୁ ଥଣ୍ଡା, କାଶ ଏବଂ ଫ୍ଲୁ ଭଳି ରୋଗ ଆକ୍ରମଣ…

ନିବେଶକଙ୍କୁ ନିମନ୍ତ୍ରଣ: ବିଦେଶରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନିବେଶକକଙ୍କୁ ନିମନ୍ତ୍ରଣ କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନ ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେଠିକା ବଡ ବଡ ବ୍ୟବସାୟୀଙ୍କ ସହ ଆଲୋଚନା କରି ଓଡିଶାରେ ପୁଞ୍ଜି ନିବେଶ କରିବା ପାଇଁ ପ୍ରସ୍ତାବ ରଖୁଛନ୍ତି । ଏଡି ପରିପ୍ରେକ୍ଷୀରେ ୩ ଦିନିଆ ବିଦେଶ…

ଜଳବାୟୁ ପରିବର୍ତ୍ତନ ପ୍ରଭାବ: ୨୦୭୦ ସୁଦ୍ଧା ୨୫ ପ୍ରତିଶତ ଖସିବ ଜିଡିପି

ନୂଆଦିଲ୍ଲୀ: ମନୁଷ୍ୟ ହିଁ ଏବେ ମନୁଷ୍ୟ ପାଇଁ ପ୍ରଳୟ ବିଭୀଷିକା ଟାଣି ଆଣୁଛି । ବିଭିନ୍ନ ମନୁଷ୍ୟକୃତ କାର୍ଯ୍ୟ ପାଇଁ ପରିବେଶ ପ୍ରଭାବିତ ହେଉଥିବା ବେଳେ ଜଳବାୟୁ ପରିବର୍ତ୍ତନ ଏବେ କାଳ ସାଜିଲାଣି । କେଉଁଠି ପ୍ରଦୂଷିତ ବାୟୁମଣ୍ଡଳ, ତ ଆଉ କେଉଁଠି ବରଫ ତରଳି ଲାଣି, ଆଉ କେଉଁଠି ମରୁଭୂମି ଧିରେ…

ରାଜ୍ୟ ରାଜନୀତିରେ କମ୍ପନ: ପୁଣି ବିସ୍ଫୋରକ ବୟାନ ଦେଲେ ମୁନା ଖାଁ

ନବରଙ୍ଗପୁର: ପୁଣି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ବିଜେଡି ରାଜ୍ୟସଭା ସାଂସଦ ମୁନାଁ ଖାଁଙ୍କ ବୟାନ । ବିଜେପିର ୧୪ ବିଧାୟକ କାଳେ ବିଜେଡି ଲିଙ୍କରେ ଅଛନ୍ତି ବୋଲି ଦାବି କରିଛନ୍ତି ମୁନା । ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ନବରଙ୍ଗପୁରରେ ଆୟୋଜିତ ଏକ…

ଝାଡ଼ଖଣ୍ଡରେ ଲଢେଇର ନାଁ ‘ଅସ୍ମିତା’

ନୂଆଦିଲ୍ଲୀ: ଓଡିଶା ପରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଅସ୍ମିତା ପ୍ରସଙ୍ଗ । ବିଜେପିର ରୋଟି, ମାଟି, ବେଟି ବନାମ ଜେଏମଏମର ଝାଡ଼ଖଣ୍ଡ ଅସ୍ମିତା । ଲୋକସଭା ଲଢେଇରେ ଆଦିବାସୀ ଅସ୍ମିତାକୁ ପ୍ରସଙ୍ଗ କରି ବିଜେପିକୁ ମାତ୍ ଦେଇଥିବା ଜେଏମଏମ୍ ବିଧାନସଭା ନିର୍ବାଚନରେ ବି ସମାନ ଫର୍ମୂଲା…