Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲାଞ୍ଚ ନେଉଥିବା ବେଳେ ଜେଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ

ଫୁଲବାଣୀ: ପୁଣି ଭିଜିଲାନ୍ସ ଜାଲରେ ଜୁନିଅର ଇଞ୍ଜିନିୟର। ଲାଞ୍ଚ ନେବା ଜେଇଙ୍କୁ ପଡ଼ିଲା ମହଙ୍ଗା। ଠିକାଦାରଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ। ଭିଜିଲାନ୍ସ ତାଙ୍କ ପାଖରୁ ୧୦ ହଜାର ଲାଞ୍ଚ…

ଦାରିଙ୍ଗବାଡି ଘଟଣାରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, କହିଲେ ଆମ୍ବଟାକୁଆରୁ ହୋଇଛି ହେପାଟାଇସ୍

ଫୁଲବାଣୀ: ଦାରିଙ୍ଗବାଡି ଘଟଣାରେ ଏମକେସିଜି ବ୍ରହ୍ମପୁରରେ ଚିକିତ୍ସା ପାଉଥିବା ରୋଗୀଙ୍କ ଭିତରୁ ଦୁଇ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ଏକାଧିକ ଅଙ୍ଗ ପ୍ରଭାବିତ ହୋଇଥିବାରୁ ଆଇସିୟୁରେ ରଖାଯାଇଛି। ବାକି ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା…

ସପ୍ତାମାତୃକା ବେଶର ପଞ୍ଚମ ଦିନରେ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଭଦ୍ରକ: ମା’ ଭଦ୍ରକାଳୀଙ୍କ ଆଜି ହେଉଛି ସପ୍ତମାତୃକା ବେଶର ପଞ୍ଚମ ଦିନ । ପଞ୍ଚମ ଦିନରେ ମା’ ଜଗଦ୍ଧାତ୍ରୀ ବେଶରେ ଦର୍ଶନ ଦେଉଛନ୍ତି । ମା’ ଭଦ୍ରକାଳୀ ଜଗଦ୍ଧାତ୍ରୀ ବେଶରେ ବାଘ ବାହନ ଥିବା ବେଳେ ମୁଖ ମଣ୍ଡଳ କୃଷ୍ଣ ବର୍ଣ୍ଣ । ମା’ ନାଲି ପାଟ ବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାରରେ…

କାର୍ତ୍ତିକରେ ପରିବା ବଜାରରେ ନିଆଁ! ଆକାଶ ଛୁଆଁ ଦର

ଭୁବନେଶ୍ବର: ଧର୍ମ ମାସ କାର୍ତ୍ତିକର ଅଧା ଦିନ ବିତିଗଲାଣି ହେଲେ ଏବେବି ବଜାରରେ ଚଢା ଦରରେ ମିଳୁଛି ପନିପରିବା । ପ୍ରାୟ ଅଧିକାଂଶ ପରିବାରେ ତ ହାତ ମାରିବାକୁ ଡରୁଛନ୍ତି ଗ୍ରାହକ । ବଜାରରେ ଏବେ ପ୍ରାୟ ସବୁ ପରିବା ଦର ୬୦ ଉପରେ ରହିଛି । ଯାହାଦ୍ବାରା ରୋଷେଇଘରେ ସବୁଜ ପନିପରିବା ପାଇବା ଏବେ…

କାନାଡାରେ ଅସୁରକ୍ଷିତ ଭାରତୀୟ: ହିନ୍ଦୁ ମନ୍ଦିର ଓ ଭକ୍ତଙ୍କୁ ଖଲିସ୍ତାନୀଙ୍କ ଆକ୍ରମଣ

ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିରକୁ ଖଲିସ୍ତାନୀଙ୍କ ଆକ୍ରମଣ। ବ୍ରାମ୍ପଟନ ଓ ସରେରେ ହିନ୍ଦୁ ସଭା ମନ୍ଦିର ଉପରେ ହମଲା କଲେ ଖଲିସ୍ତାନ ସମର୍ଥକ। ଏଠାରେ ଏକ ହିନ୍ଦୁ ମନ୍ଦିର ଏବଂ ସେଠାରେ ଉପସ୍ଥିତ ଭକ୍ତମାନଙ୍କୁ ଆଟାକ୍ କରିଛନ୍ତି ଖଲିସ୍ତାନୀ। ହିନ୍ଦୁ ଫୋରମ୍ କାନାଡା ଏହି ଘଟଣାର…

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ନେତୃତ୍ୱ ନେବେକି ଟ୍ରମ୍ପ? ଆସଲା ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ନଭେମ୍ବର ୫ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବାନୁମାନର ନେତୃତ୍ୱ ନେଉଛନ୍ତି। ବିଶେଷ କରି ସମସ୍ତ ସାତୋଟି ସ୍ୱିଙ୍ଗ୍ ରାଜ୍ୟରେ ଆଟଲାସ୍ ଇଣ୍ଟେଲ୍‌ର ସଦ୍ୟତମ ସର୍ଭେରୁ ଜଣାପଡିଛି। ସର୍ଭେରୁ ଜଣାପଡିଛି ଯେ…

ଯୁବକଙ୍କ ଉପରକୁ ଗୁଳିମାଡ଼

ରାଉରକେଲା: ରାଉରକେଲାର ଟ୍ରାଫିକ ଗେଟ୍ ମାର୍କେଟରେ ହିଂସାକାଣ୍ଡ । ସାମାନ୍ୟ ବଚସାରୁ ଯୁବକଙ୍କୁ ଗୁଳିମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ । ଆହତ ଯୁବକଜଣକ ହେଲେ ଅଭ୍ୟାସ ରାୟ । ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସହରର ଆରଜିଏଚ୍‌ରେ ଭର୍ତ୍ତି କରିଛନ୍ତି । ଖବର ମୁତାବକ, ଆଜି ସକାଳେ…

ଫତିମା କିଏ? ଯିଏ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଦେଇଥିଲା ହତ୍ୟା ଧମକ

ମୁମ୍ବାଇ: ଶନିବାର ସନ୍ଧ୍ୟାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ମୁମ୍ବାଇ ପୋଲିସ ନିୟନ୍ତ୍ରଣ କକ୍ଷ ଦ୍ୱାରା ଏକ ଧମକପୂର୍ଣ୍ଣ ମେସେଜ୍ ଗ୍ରହଣ କରିଥିଲା। ସେବେଠାରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ସତର୍କ ମୋଡରେ ଅଛନ୍ତି। ଧମକ ଦେଇଥିବା ମହିଳାଙ୍କୁ ଚିହ୍ନଟ କରି ଗିରଫ…

ବିଶ୍ଵର ସବୁଠୁ ପ୍ରଦୂଷିତ ସହର ଦିଲ୍ଲୀ, ୪୦୦ ପାର୍ କଲା ଏକ୍ୟୁଆଇ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣର ମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦୀପାବଳି ପରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ରଦୂଷଣର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି। ସଡ଼କ ଧୂଳି, ଗାଡି ଧୂଆଁ, ଏବଂ ସହରରେ ନଡ଼ା ଜଳିବା ଘଟଣା ମଧ୍ୟ ଏହି ସମସ୍ୟାକୁ…

ଯମୁନା ନଦୀର ଶୁଦ୍ଧିକରଣ ପାଇଁ ମହାଯଜ୍ଞ ଆରମ୍ଭ

ନୂଆଦିଲ୍ଲୀ: ପ୍ରଦୂଷଣର ଚରମ ସୀମାରେ ପହଞ୍ଚିଛି ଯମୁନା ନଦୀର ଜଳ । ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ଆଉ ଯମୁନା ନଦୀର ଶୁଦ୍ଧତା ପାଇଁ ଏବେ ଅଣ୍ଟା ଭିଡିଛନ୍ତି ଯମୁନା ସାଂସଦ ରବିଶଙ୍କର ତିଓ୍ବାରୀ । ସେ ସଙ୍କଳ୍ପ ନେଇଛନ୍ତି ଯେ, 'ଯଦି ଯମୁନା ବଞ୍ଚିବ, ତେବେ ଯାଇ ଦିଲ୍ଲୀ ବଞ୍ଚିବ' ।…