Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମାସେ ରୁଟି ନ ଖାଇଲେ କ’ଣ ମିଳିବ ଫାଇଦା ? ଆସନ୍ତୁ ଜାଣିବା ….

ଭୁବନେଶ୍ଵର: ଆମ ସମସ୍ତଙ୍କ ଖାଦ୍ୟର ମୁଖ୍ୟ ଉପାଦାନ ପାଲଟିଛି ରୁଟି । କେବଳ ଭାରତ ନୁହେଁ ଅନ୍ୟ ଦେଶମାନଙ୍କରେ ମଧ୍ୟ ଅଧିକାଂଶ ଲୋକ ଅଟାଜାତୀୟ ଖାଦ୍ୟକୁ ପସନ୍ଦ କରନ୍ତି। ଆପଣ ଜାଣନ୍ତି କି , ଯଦି ଆପଣ ୧ ମାସ ଅଟାଜାତୀୟ ଖାଦ୍ୟ ନଖାଇବେ ଏହା ଆପଣଙ୍କ ଶରୀରରେ କଣ ପ୍ରଭାବ ପକାଇବ ? ଆସନ୍ତୁ…

ପ୍ରଶାନ୍ତ କିଶୋର: ଥିଓରୀରେ ହିରୋ ପ୍ରାକ୍ଟିକାଲରେ ?

ନୂଆଦିଲ୍ଲୀ: ନିର୍ବାଚନର ଥିଓରୀ ପେପର ଟପ୍ପର ରହିଥିବା ପ୍ରଶାନ୍ତ କିଶୋର ଏଥର ଦେଉଛନ୍ତି ପ୍ରାକ୍ଟିକାଲ୍ ପରୀକ୍ଷା। ପରଦା ପଛରେ ରହି ବିଭିନ୍ନ ରାଜନୈତିକ ଦଳ ପାଇଁ ବିଜୟ ରଣନୀତି ପ୍ରସ୍ତୁତ କରୁଥିବା ପିକେଙ୍କ ଜନସୁରାଜ ଦଳ ଏଥର ନିର୍ବାଚନୀ ଡେବ୍ୟୁ କରୁଛି । ଆଜି ପର୍ଯ୍ୟନ୍ତ ଅନ୍ୟ ଦଳ ପାଇଁ…

ହାରିସ Vs ଟ୍ରମ୍ପ…କାହାକୁ ବାଛିବ ଆମେରିକା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ କାଣ୍ଟେ କି ଟକ୍କର । ଜନତା ନେଉଛନ୍ତି ଅଗ୍ନିପରୀକ୍ଷା । ଡୋନାଲ୍ଡ ଟ୍ରମ୍ପ ନା କମଲା ହାରିସ? କାହାକୁ ବାଛିବେ ଆମେରିକା ଜନତା? ମଙ୍ଗଳବାର ନିର୍ବାଚନ, ଶେଷ ପର୍ଯ୍ୟାୟରେ ଜୋରଦାର କସରତ । ମଇଦାନରେ ସବୁ ଦଳର ନେତା, ସମର୍ଥନରେ ସେଲିବ୍ରିଟି ।…

ବିଷାକ୍ତ ହେଉଛି ଦିଲ୍ଲୀ ବାୟୁ, ୬୯% ପରିବାର ପ୍ରଦୂଷଣ ଜନିତ ରୋଗରେ ପିଡିତ

ନୂଆଦିଲ୍ଲୀ: ବିଷାକ୍ତ ହେଉଛି ବାୟୁ। ଦିଲ୍ଲୀ-ଏନସିଆରର ବାୟୁ ଏତେ ବିଷାକ୍ତ ଯେ ଏଠାରେ ଅଧିକାଂଶ ପରିବାରର ଜଣେ କିମ୍ବା ଜଣେ ରୁ ଅଧିକ ସଦସ୍ଯ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଭୋଗୁଛନ୍ତି। ଏକ ସର୍ଭେରୁ ଜଣାପଡିଛି ଯେ ୬୯ ପ୍ରତିଶତ ପରିବାରର ସଦସ୍ଯଙ୍କ ମଧ୍ଯରେ ଗଳାରେ ଯନ୍ତ୍ରଣା ଏବଂ…

କାଲି ସୁଦ୍ଧା ଆସିବ ବାତ୍ୟା ‘ଦାନା’ କ୍ଷୟକ୍ଷତି ଚୂଡ଼ାନ୍ତ ରିପୋର୍ଟ :ସୁରେଶ ପୂଜାରୀ

ସମ୍ବଲପୁର : ବାତ୍ୟା ‘ଦାନା’  କାରଣରୁ ହୋଇଥିବା କ୍ଷୟକ୍ଷତି ଆକଳନ ଆସନ୍ତା କାଲି ଅର୍ଥାତ ଶନିବାର ସାରିବ।  ରବିବାର ଏସଆରସି ନିକଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯିବ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ବାତ୍ୟାରେ ବାଲେଶ୍ୱର, ଭଦ୍ରକ,…

ତୃତୀୟ ଥର ପାଇଁ ମା’ ହେଲା ବାଘୁଣୀ ରୂପା

ଭୁବନେଶ୍ବର: ନନ୍ଦନକାନନରେ ନୂଆ ଅତିଥି । ଧଳା ବାଘୁଣୀ ରୂପା ଶୁକ୍ରବାର ମା’ ହୋଇଛି । ଏହାକୁ ମିଶାଇ ତୃତୀୟ ଥର ପାଇଁ ମା’ ହୋଇଛି ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ । ତେବେ କ୍ରୀଷ୍ଣା ମେଲେନାଷ୍ଟିକ୍ ହୋଇଥିବା ବେଳେ କିଛି ଶାବକ ମେଲେନାଷ୍ଟିକ୍ ହେବା…

ପ୍ରଶାନ୍ତ କିଶୋରଙ୍କ ବଡ଼ ଖୁଲାସା; ନିର୍ବାଚନୀ ପରାମର୍ଶ ପାଇଁ ନିଅନ୍ତି ୧୦୦ କୋଟିରୁ ଅଧିକ

ନୂଆଦିଲ୍ଲୀ: ରାଜନୈତିକ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋର କରିଛନ୍ତି ବଡ଼ ଖୁଲାସା। ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ଅକ୍ଟୋବର ୩୧ରେ ବିହାରରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଖୁଲାସା କରିଛନ୍ତି ଯେ ସେ କୌଣସି ରାଜନୈତିକ ଦଳ କିମ୍ବା ନେତାଙ୍କୁ ନିର୍ବାଚନ ସମ୍ପର୍କୀତ…

ବଲାଙ୍ଗୀରରେ ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏ ଅବସରରେ ଜିଲ୍ଲାରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୬୨୧ କୋଟି ବ୍ୟୟରେ ୨୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ…

ବ୍ରହ୍ମପୁର ମେୟରଙ୍କୁ ମିଳିଲା ହତ୍ୟା ଧମକ

ବ୍ରହ୍ମପୁର: ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇଙ୍କୁ ମିଳିଲା ହତ୍ୟା ଧମକ । କେହି ଜଣେ ଫୋନ କଲରେ ଗାଳି ଗୁଲଜ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ମେୟର । ଏନେଇ ମେୟର ଟାଉନ ଥାନାରେ ଏତଲା ଦେବା ସହ ଏକ ମାମଲା ରୁଜ୍ଜୁ କରିଛନ୍ତି । ତେବେ ଗତ ୨୯ ତାରିଖରେ…

ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଆଜିଠୁ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ଦିନିଆ ପାଇଁ ଉପମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରୁଛନ୍ତି । ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ…