Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜିଠୁ ୭ ଦିନିଆ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ଆଜିଠୁ ଲଣ୍ଡନ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ୭ ଦିନିଆ ପାଇଁ ଉପମୁଖ୍ୟମନ୍ତ୍ରୀ ଲଣ୍ଡନ ଗସ୍ତ କରୁଛନ୍ତି । ଓଡ଼ିଶା ପର୍ଯ୍ୟଟନ, ପ୍ରବାସୀ ଏବଂ ଶିଳ୍ପପତିଙ୍କ ସହ ସମ୍ପର୍କକୁ ମଜଭୁତ କରିବା ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମ…

ଝୁଲନ୍ତା ଅବସ୍ଥାରେ ଜେଲ୍‌ ୱାର୍ଡରଙ୍କ ମୃତଦେହ ଠାବ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାରିମୂଳରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜେଲ୍‌ ନିକଟ ବାରାକରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି ଜେଲ୍‌ ୱାର୍ଡରଙ୍କ ମୃତଦେହ । ମୃତକ ହେଲେ ବାରିମୂଳ ଜେଲ୍‌ ୱାର୍ଡର ବିଜୟ ପରିଡା । ତାଙ୍କ ଘର କଟକ ଜିଲ୍ଲା ଆଠଗଡ଼ର ଗୁରିଡିଝାଟିଆରେ ।…

ମୋଦିଙ୍କୁ କଡା ଜବାବ ଦେଲେ ଖଡଗେ; କହିଲେ, ‘ବିଜେପିର ଅର୍ଥ ବିଶ୍ବାସଘାତକତା ଏବଂ ଜୁମଲା’

ନୂଆଦିଲ୍ଲୀ: ଖଡଗେଙ୍କ ଗ୍ୟାରେଣ୍ଟି ବୟାନ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟ ପରେ ବିଜେପି ଆଉ କଂଗ୍ରେସ ଭିତରେ ତେଜିଛି ବାକ୍ ଯୁଦ୍ଧ । କର୍ଣ୍ଣାଟକ ନିର୍ବାଚନରେ ପ୍ରତିଶ୍ରୁତିକୁ ନେଇ ମୋଦି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କଂଗ୍ରେସକୁ ତାତ୍ସଲ୍ୟ କରି କହିବା ପରେ ଏହାର କଡା ଜବାବ…

ରାଜଧାନୀରେ ବୋମା ମାଡ ଘଟଣା: ୨ ଜଣଙ୍କୁ ଧରିଲା ପୋଲିସ୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସହିଦନଗର ଓ୍ବିନର କ୍ଲବ ଉପରକୁ ବୋମାମାଡ ଘଟଣାରେ ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ୍ । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ୍ ଉକ୍ତ ୨ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଥିବା ବେଳେ ଏବେ ବି ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ଖୁବ୍…

ନଭେମ୍ବର ଶେଷ ସୁଦ୍ଧା ଖାତାକୁ ଚଢିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୁଣି ଖାତାକୁ ଚଢିବ ସୁଭଦ୍ରା ଟଙ୍କା । ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଛଡାଯିବ । ନଭେମ୍ବର ଶେଷ ସପ୍ତାହରେ…

ବିଷ ପାଲଟିଲାଣି ହୀରାକୁଦ ଜଳଭଣ୍ଡାରର ପାଣି!

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ ର ପାଣିକୁ ନେଇ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ । ଜଳଭଣ୍ଡାର ପାଣିରେ ଅନିୟନ୍ତ୍ରିତ କୃଷିଭିତ୍ତିକ ଓ ଶିଳ୍ପଭିତ୍ତିକ ବର୍ଜ୍ୟ ମିଶିବା ଫଳରେ ପାଣିର ମାନ ଅତ୍ୟନ୍ତ ଖରାପ ହେଉଥିବା ଜଣାପଡିଛି । ଫଳରେ ମଣିଷ ସମେତ ସମଗ୍ର ଜୈବ ବିବିଧତା ପାଇଁ ଏହା ବିପଦ ସୃଷ୍ଟି…

ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଉଛନ୍ତି ଭଦ୍ରକର ମା’ ଭଦ୍ରକାଳୀ

ଭଦ୍ରକ: ମା' ଭଦ୍ରକାଳୀଙ୍କର ସପ୍ତ ମାତୃକା ବେଶର ଆଜି ହେଉଛି ତୃତୀୟ ଦିବସ । ବର୍ଷର ସବୁଦିନ ପରମ ବୈଷ୍ଣବୀ ଭାବେ ପୂଜା ପାଉଥିବା ମା' ଆଜି ରାଜ ରାଜେଶ୍ୱରୀ ବେଶ ଧାରଣ କରିଛନ୍ତି । କୋଳରେ ଶିଶୁ କୃଷ୍ଣଙ୍କୁ ଧାରଣ କରିଥିବାରୁ ମା' ଭଦ୍ରକାଳୀ ହେଉଛନ୍ତି ଶାନ୍ତ, କାନ୍ତ ଓ ସୌମ୍ୟ ମା'ଙ୍କ ମୁଖ…

ଆସନ୍ତାକାଲିଠୁ ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ

କଟକ: ୨୦୨୫ ମାଟ୍ରିକ୍ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ଅର୍ଥାତ୍ ଆସନ୍ତାକାଲି ଠାରୁ ଉଭୟ ରେଗୁଲାର ଓ ଏକ୍ସରେଗୁଲାର ପିଲାଙ୍କ ପାଇଁ ମାଟ୍ରିକ ଫର୍ମ ପୂରଣ ଆରମ୍ଭ ହେବ । ସେହିପରି ଫର୍ମ ପୂରଣର ଶେଷ ତାରିଖ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିଛି। ତେବେ ମାଧ୍ୟମିକ…

ବଢିଚାଲିଛି ମୋ ବସ୍ ଉତ୍ପାତ: ପୁଣି ଯୁବତୀଙ୍କ ଉପରେ ଚଢିଗଲା

ଭୁବନେଶ୍ବର: ଦିନକୁ ଦିନ ମୋ ବସ୍ ଚାଳକ ଅଧିକ ବେପରୁଆ ହୋଇଯାଉଛନ୍ତି । ଗାଡି ଚଳାଇବା ବେଳେ ଖାମଖିଆଲ ମନୋଭାବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକେ । ଆଜି ପୁଣି ରାସ୍ତା କଡରେ ଛିଡା ହୋଇଥିବା ଜଣେ ଯୁବତୀଙ୍କ ସମେତ ମୋଟ ୨ ଜଣଙ୍କ ଉପରେ ମୋ ବସ୍ ଚଢିଯାଇଥିବା ଅଭିଯୋଗ ହୋଇଛି ।…

ସ୍ପେନରେ ପ୍ରଳୟଙ୍କାରୀ ବନ୍ୟା: ମୃତ୍ୟୁ ସଂଖ୍ୟା ୨୦୫କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ନୂଆଦିଲ୍ଲୀ: ସ୍ପେନରେ ତାଣ୍ଡବ ରଚୁଛି ବନ୍ୟା । ଗତ ୫୦ ବର୍ଷ ଭିତରେ ଏହା ସ୍ପେନରେ ସବୁଠୁ ପ୍ରଳୟଙ୍କାରୀ ବଡ ବନ୍ୟା ବୋଲି କୁହାଯାଉଛି । ପୂର୍ବ ସ୍ପେନରେ ତାଣ୍ଡବ ରଛିଥିବା ବଏହି ବନ୍ୟା ଏବେ ଯାଏଷ ୨୦୫ ଜଣଙ୍କର ଜୀବନ ନେଇଥିବା ସୂଚନା ମିଳିଛି । ଏତିସହିତ ବନ୍ୟା ସହ ମାଟି ମାଡି ଆସିବାରୁ…