Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଭାରତ କାହିଁକି ଖେଳିନଥିଲା ୧୯୫୦ ବିଶ୍ୱକପ୍ ?

ଭୁବନେଶ୍ବର: ୨୦୨୬ ଫିଫା ବିଶ୍ୱକପ୍‌ର ମହାକୁମ୍ଭ ଆରମ୍ଭ ହୋଇସାରିଛି। ଏଥର ପ୍ରଥମ ଥର ପାଇଁ ୩୨ ବଦଳରେ ୪୮ଟି ଦଳ ବିଶ୍ୱକପ୍ ଜିତିବା ପାଇଁ ପରସ୍ପର ସହ ଲଢ଼ୁଛନ୍ତି। ବିଶ୍ୱକପ୍ ଆସିଲେ ପ୍ରତିଥର ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ - ଭାରତ କେବେ ଫିଫା ବିଶ୍ୱକପ୍ ଖେଳିବ? କିନ୍ତୁ…

KG to PG Free Education: ରାଜ୍ୟରେ KG ରୁ PG ପିଲା ପଢିବେ ମାଗଣା ପାଠ, ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ…

ଭୁବନେଶ୍ୱର: ଓଡ଼ିଶାରେ କିଣ୍ଡରଗାର୍ଡେନ୍ (KG) ଠାରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ ଘୋଷଣା କରିଛନ୍ତି। ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି…

ଓଡ଼ିଶା ଛୁଇଁଲା ମୌସୁମୀ, କେତେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ଜାରି…

ଭୁବନେଶ୍ବର: ଓଡ଼ିଶାରେ ପ୍ରବେଶ କଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଉତ୍ତର ଓଡ଼ିଶା ଦିଗରୁ ରାଜ୍ୟରେ ପ୍ରବେଶ କଲା ମୌସୁମୀ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ମୌସୁମୀ ଆସିବା ପୂର୍ବରୁ ମଧ୍ୟ ରାଜ୍ୟର କେତେକ ସ୍ଥାନରେ ପ୍ରାକ୍‌ ମୌସୁମୀ ବର୍ଷା ହେଉଛି।…

କନଷ୍ଟେବଲ୍ ଆଶୁତୋଷଙ୍କ ମୃତ୍ୟୁ: ସିବିଆଇ ତଦନ୍ତ ପାଇଁ ଦାବି, ସ୍ତ୍ରୀଙ୍କର ହେବ ପଲିଗ୍ରାଫ ଟେଷ୍ଟ

ବ୍ରହ୍ମପୁର: ଶେଷରେ ଆଖିବୁଜିଲେ ଏମଭି କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ଦୀର୍ଘ ୧ ସପ୍ତାହ ଧରି ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଶେଷରେ ଆଖି ବୁଜିଛନ୍ତି ଆଶୁତୋଷ। ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିଲା। ଚିକିତ୍ସା ପାଇଁ ବ୍ରହ୍ମପୁରରୁ ଭୁବନେଶ୍ବର ଏମସକୁ ସ୍ଥାନାନ୍ତର କରାଯାଇଥିଲା।…

ଖାକିରେ ଦାଗ; ସଫେଇ କର୍ମଚାରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ କନଷ୍ଟେବଳ ଗିରଫ

କଟକ: ଜଣେ ମହିଳା ସଫେଇ କର୍ମଚାରୀଙ୍କୁ ପୁଲିସ କନଷ୍ଟେବଳ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏଭଳି ଲଜ୍ଜା ଜନକ ଘଟଣା ଘଟିଛି କଟକ ବକ୍ସିବଜାର ପୋଲିସ ଲାଇନ୍‌ ଭିତରେ । ଏନେଇ ମହିଳା ସଫେଇ କର୍ମଚାରୀ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେବାପରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ…

ଅନଲାଇନରେ ଖାଇବା ମଗାଇବା ପଡିଲା ମହଙ୍ଗା, ଆକାଉଣ୍ଟରୁ ଉଡିଗଲା ୯୩ ହଜାର ଟଙ୍କା

ଭୁବନେଶ୍ବର: ଅନଲାଇନ୍‌ରେ ଖାଦ୍ୟ ମଗାଇ ଠକେଇର ଶିକାର ହେଲେ ବରିଷ୍ଠ ସାମ୍ବାଦିକ । ଚାହୁଁ ଚାହୁଁ ଆକାଉଣ୍ଟରୁ କଟିଗଲା ୯୩ ହଜାର ଟଙ୍କା । ଏନେଇ ସାମ୍ବାଦିକ ଜଣକ ଆଜି ଭୁବନେଶ୍ବର ସାଇବର ଥାନାର ଦ୍ବାରସ୍ଥ ହୋଇଛନ୍ତି । ଖବର ମୁତାବକ, ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର ଜାନକୀଶ ବଡ଼ପଣ୍ଡା…

ଅଭିଯୁକ୍ତ ହାଜର ନହେଲେ ସିଧାସଳଖ ଏନ୍‌ବିଡବ୍ଲୁଏ ମନା: ହାଇକୋର୍ଟଙ୍କ ରାୟ

କଟକ: ଜଣେ ଅଭିଯୁକ୍ତ ହାଜରଙ୍କ ହାଜର ନହେବାକୁ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଜଣେ ଅଭିଯୁକ୍ତ ଯଦି ଅଦାଲତଙ୍କ ବାରମ୍ବାର ନୋଟିସ୍ ସତ୍ତ୍ୱେ ହାଜର ହେଉନାହାନ୍ତି ତାହେଲେ ତାଙ୍କୁ ନୋଟିସ୍ କରାଯାଇ ପାରିବ କିମ୍ବା ତାଙ୍କ ବିରୋଧରେ ଜାମିନ ଯୁକ୍ତ ପରୱାନା ଜାରି କରାଯାଇ ପାରିବ ବୋଲି…

ଆକ୍ରମଣ ବନ୍ଦ ହେବା ଉଚିତ: ୩ଟି ବାଣିଜ୍ୟିକ ଜାହାଜ ଉପରେ ଆମେରିକାର ଆକ୍ରମଣ ପରେ ଭାରତର କଡ଼ା ବାର୍ତ୍ତା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷରେ ଭାରତୀୟମାନେ ମଧ୍ୟ ବହୁ ମାତ୍ରାରେ ଟାର୍ଗେଟ ହେଉଛନ୍ତି। ଭାରତ ଗୁରୁବାର ଦିନ ନିରାଶା ପ୍ରକାଶ କରିଛି ଯେ ଗତ ଚାରି ଦିନ ମଧ୍ୟରେ ଓମାନ ଉପକୂଳରେ ଆମେରିକା ନୌସେନା ଭାରତୀୟ କ୍ରୁ ସହିତ ତିନୋଟି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରିଥିଲା,…

ଟିଏମସି ବିଧାୟକଙ୍କ ଦସ୍ତଖତ ଜାଲିଆତି ମାମଲା: ଅଭିଷେକ ବାନାର୍ଜୀଙ୍କୁ ସିଆଇଡିର ଜେରା, ବଢ଼ିଲା ରାଜନୈତିକ ହଲଚଲ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଉଷ୍ଣତା ବୃଦ୍ଧି ପାଇଛି। ତୃଣମୂଳ କଂଗ୍ରେସ (ଟିଏମସି) ର ଜାତୀୟ ସାଧାରଣ ସମ୍ପାଦକ ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଆସିଥିବା ଦସ୍ତଖତ ଜାଲିଆତି ଅଭିଯୋଗର ତଦନ୍ତକୁ କୋଲକାତା ସିଆଇଡି ଅଧିକ ଜୋରଦାର କରିଛି। ବିଧାନସଭା ସଚିବାଳୟକୁ…

ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର କରିବାକୁ ଜାହ୍ନବୀ ଦାବି କରିଥିଲେ ୮ କୋଟି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ପାଇଁ ଏବେ ସମୟ ବହୁତ ଭଲ ଚାଲିଛି। ସାଉଥ୍ ସିନେମା ଜଗତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍ ଫିଲ୍ମ ଦେଇ ସେ ଏବେ ସେଠାକାର ପ୍ରଥମ ପସନ୍ଦ ପାଲଟିଛନ୍ତି। ନିକଟରେ ମୁକ୍ତିଲାଭ କରିଥିବା ବୁଚି ବାବୁଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପେଦ୍ଦି'ରେ…