Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଇନଷ୍ଟା-ଫେସବୁକରେ କରିପାରିବେନି ଲାଇଭ୍ ଆତ୍ମହତ୍ୟା, ଉଦ୍ୟମ ପଣ୍ଡ କରିବ ମେଟାର ନୂତନ ଟେକ୍ନୋଲୋଜି

ଆପଣ ଜାଣନ୍ତି କି ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ପରି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଲୋକଙ୍କ ଜୀବନ ରକ୍ଷା କରୁଛି? ସେମାନଙ୍କର ପ୍ୟାରେଣ୍ଟ୍ କମ୍ପାନୀ ମେଟା ଏକ ସ୍ୱତନ୍ତ୍ର ଟେକ୍ନୋଲୋଜି ଅଧୀନରେ କାମ କରେ, ଯାହା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଉପରେ ଆଧାରିତ। ଏହାର ସାହାଯ୍ୟରେ ମେଟା…

ଏଲିଜାବେଥଙ୍କ ପରେ ମୋଦି ପାଇବେ ନାଇଜରର ଜିକନ୍ ସମ୍ମାନ

ନୂଆଦିଲ୍ଲୀ: ତିନୋଟି ଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନାଇଜେରିଆରେ ପହଞ୍ଚିଛନ୍ତି । ନାଇଜେରିଆ ରାଜଧାନୀ ଆବୁଜାରେ ପହଞ୍ଚିବା ପରେ ନାଇଜେରିଆର ପାରମ୍ପରିକ ନୃତ୍ୟ ବାଦ୍ୟ ସହିତ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଦୀର୍ଘ ୧୭ ବର୍ଷ ପରେ…

କେବଳ ଭାରତରେ ନୁହେଁ ବରଂ ଏହି ସବୁ ଦେଶରେ ମଧ୍ୟ ଚାଲେ ଭାରତୀୟ ମୁଦ୍ରା…

ନୂଆଦିଲ୍ଲୀ: ସାଧାରଣ ଭାବେ ବିଦେଶକୁ ଗଲେ ଆମକୁ ସେହି ଦେଶର କରେନ୍ସି କୁ ନେଇ ଚଳିବାକୁ ପଡିଥାଏ। କିନ୍ତୁ ଆପଣ ଜାଣନ୍ତି କି ଭାରତୀୟ ମୁଦ୍ରା ରୁପି (Rupee) କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ଚାଲିଥାଏ। ଭାରତ ବ୍ୟତୀତ ଏମିତି କିଛି ଦେଶ ଅଛି ଯେଉଁଠାରେ ଟଙ୍କାର ପ୍ରଚଳନ ଏବେ ବି ଜାରି…

ନିର୍ବାଚନ ପୂର୍ବରୁ ଆପ ମୁଣ୍ଡରେ ଚଡକ: ଦଳ ଛାଡିଲେ କୈଳାସ ଗେହଲଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସରକାରୀ ଦଳ ‘ଆମ ଆଦମି ପାର୍ଟି’କୁ ଲାଗିଛି ବଡ ଝଟକା । ଦଳର ଛାଡିଲେ ଆପର ବରିଷ୍ଠ ନେତା ତଥା ଦିଲ୍ଲୀ ସଡକ ପରିବହନ ମନ୍ତ୍ରୀ କୈଳାଶ ଗେହଲଟ । ଆପ୍ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରିଥିବା ଏବଂ ବିଭିନ୍ନ ବିବାଦକୁ କାରଣ ଦର୍ଶାଇ…

ଜାଲିଆତି କରି ବିକି ଚାଲିଛନ୍ତି ମହାପ୍ରଭୁଙ୍କ ଜମି, ଆକ୍ସନ ମୋଡରେ ପ୍ରଶାସନ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଥିବା ଜମିକୁ ଜାଲିଆତି କରି ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ବେଆଇନ ଭାବେ ଜବରଦଖଲ କରି ଲୋକଙ୍କୁ ପ୍ଲଟିଂ କରି ବିକ୍ରି କରାଯାଉଥିବା ନେଇ ଗତକାଲି ବାସେଳିସାହି ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଅଭିଯୋଗ…

‘ବଞ୍ଚ କି ମର, କିଛି ଫରକ ପଡୁନି’.. ମୋବାଇଲ ନିଶା ପାଇଁ ପୁଅକୁ ପିଟିପିଟି ମାରିଦେଲା ବାପା

ବେଙ୍ଗାଲୁରୁ: କୁହାଯାଏ ଯେ ପିତାମାତାମାନଙ୍କ ପାଇଁ ସେମାନଙ୍କର ପିଲାମାନେ ଅନ୍ୟ ସବୁ ଜିନିଷ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ। ପିତାମାତା ନିଜ ସନ୍ତାନ ପାଇଁ କିଛି ବି କରନ୍ତି, ଯେତେ ଝଡ, ଜଞ୍ଜାଳ ଆସୁ ପିଲାଙ୍କୁ ରକ୍ଷା କରନ୍ତି। କିନ୍ତୁ ବେଙ୍ଗାଲୁରୁର ଜଣେ ବାପାର କ୍ରୋଧ ସବୁ ସୀମା…

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

ନୂଆଦିଲ୍ଲୀ: ଓଡିଶା ଫେରିବେ ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ । ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି । ତେବେ ବର୍ତ୍ତମାନ ମନୋଜ ଡେପୁଟି ନିର୍ବାଚନ କମିଶନର କାର୍ଯ୍ୟରତ ଅଛନ୍ତି । କେନ୍ଦ୍ର…

‘ହେରା ଫେରି’ର ସୁଟିଂକୁ ନେଇ ଅକ୍ଷୟ କୁମାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ଅକ୍ଷୟ କୁମାର ଅନେକ ମହାନ ଚଳଚ୍ଚିତ୍ର ଏବଂ ତାଙ୍କ କ୍ୟାରିୟରରେ ତାଙ୍କର ଅଭିନୟ ସହିତ ଦର୍ଶକଙ୍କୁ ମନୋରଞ୍ଜନ କରିଛନ୍ତି। ତାଙ୍କର ଏପରି ଏକ ଚିତ୍ତାକର୍ଷକ ଚଳଚ୍ଚିତ୍ର ହେଉଛି 'ହେରା ଫେରି'। ଏହାର ପରବର୍ତ୍ତୀ ଭାଗର ଚାହିଦା କ୍ରମାଗତ ଭାବରେ ବୃଦ୍ଧି ପାଇଛି। ସମ୍ପ୍ରତି ଅଭିନେତା ଏହି…

ଅଟକିଲା କଣ୍ଠଶିଳ୍ପୀଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ: ଅସୀମା ପଣ୍ଡାଙ୍କୁ ଷ୍ଟେଜରୁ ଓହ୍ଲାଇଦେଲା ପୋଲିସ

କଟକ: ଆରମ୍ଭ ହୋଇଯାଇଛି କଟକ ପ୍ରସିଦ୍ଧ ବାଲିଯାତ୍ରା। ଗତକାଲି ଅନୁଷ୍ଠିତ ହୋଇଯାଇଛି କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହ। ଏହାସାଙ୍ଗକୁ ଆରମ୍ଭ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ। କିନ୍ତୁ ଏହି ବାଲିଯାତ୍ରାରେ ଶନିବାର ରାତିରେ ଘଟିଛି ଅପ୍ରୀତିକର ପରିସ୍ଥିତି। ଓଲିଉଡ କଣ୍ଠଶିଳ୍ପୀ…

ବାଲିଯାତ୍ରାରେ ବିଧାୟକଙ୍କ ମୁହଁରୁ ଅନର୍ଗଳ ଇଂରାଜୀ ଭାଷଣ ଶୁଣି ଲୋକେ ତାଜୁବ, ଭିଡିଓ ଭାଇରାଲ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଭାଇରାଲ ହେଉଛି କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଇଂରାଜୀ ଭାଷଣ। ଗତକାଲି ଅନୁଷ୍ଠିତ କଟକ ବାଲିଯାତ୍ରା ମହୋତ୍ସବର ଉଦଘାଟନୀ ସମାରୋହରେ କଟକ ସଦର ବିଧାୟକ ଇଂରାଜୀରେ ଭାଷଣ ଦେଇଥିଲେ। ଯାହା ଆଜି ସୋସିଆଲ୍ ମିଡିଆରେ ପ୍ରବଳ ଭାଇରାଲ୍ ହେଉଛି। ଏହି…