Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମନି ଲଣ୍ଡରିଂ ମାମଲା; ଇଡି ନୋଟିସକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଶିଳ୍ପା ଶେଟ୍ଟୀ-ରାଜ କୁନ୍ଦ୍ରା

ମୁମ୍ଵାଇ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ତାଙ୍କ ସ୍ୱମୀ ରାଜ କୁନ୍ଦ୍ରା। ନିକଟରେ ତାଙ୍କ ବିରୋଧରେ ମୁଜାଫରପୁର ସିଜେଏମ୍ କୋର୍ଟରେ ଏକ ଅଭିଯୋଗ ଦାଖଲ କରାଯାଇଛି। ଚାରି ଜଣଙ୍କ ବିରୋଧରେ ଏହି ଅଭିଯୋଗ ହୋଇଛି। ଏହି ସମୟରେ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ସ୍ୱାମୀ ରାଜ…

‘ସ୍ପେସ୍ ଷ୍ଟେସନ୍’ରୁ ଲିକ୍ ହେଉଛି ବାୟୁ, ଟେନସନରେ ନାସା!

ପୃଥିବୀଠାରୁ ୪୦୦ କିଲୋମିଟର ଦୂରରେ ପୃଥିବୀ ଚାରିପଟେ ବୁଲୁଥିବା ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ଅନେକ ଚାଲେଞ୍ଜର ସମ୍ମୁଖୀନ ହୋଇଛି। ଖବର ଅନୁଯାୟୀ, ଆଇଏସ୍ଏସର ଋଷୀୟ ସେଗମେଣ୍ଚରୁ ଲଗାତାରା ବାୟୁ ଲିକ୍ ହେବାରେ ଲାଗିଛି। ଆମେରିକାର ସ୍ପେସ୍ ଏଜେନ୍ସି ନାସା ଏଥିପାଇଁ ଚିନ୍ତିତ…

ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟିତ

ଲଦାଖ: ଲଦାଖରେ ଏସିଆର ସର୍ବ ବୃହତ ଇମେଜିଙ୍ଗ ଟେଲିସ୍କୋପ ଉଦଘାଟନ କରାଯାଇଛି । ଏହା ବୈଜ୍ଞାନିକ ଅନୁସନ୍ଧାନକୁ ଆହୁରି ଆଗକୁ ନେବାରେ ସାହାର୍ଯ୍ୟ କରିବ । ଏହି ଟେଲିସ୍କୋପର ନାମ ହେଉଛି ମେଜର ଆଟମୋସଫେରିକ୍ ଚେରେନକୋଭ୍ ଏକ୍ସପେରିମେଣ୍ଟ (ଏମଏସିଇ) । ଏହାକୁ ଲଦାଖର ହାନଲେରେ ଡିଏଇ ଯଥା ପରମାଣୁ…

ଏହି ସହରରେ କାର ବ୍ୟାନ୍, ଗାଡି ବିନା ଚାଲେ ଜୀବନ

ଦୁନିଆରେ ଅନେକ ସହର ଅଛି ଯାହାକି ସେମାନଙ୍କର ଅନନ୍ୟ ନିୟମ ପାଇଁ ବେଶ ଜଣାଶୁଣା। କିନ୍ତୁ ଋଷର କଜାନ ସହରର ନିଜସ୍ୱ ପଦ୍ଧତିରେ ଏକ ସ୍ୱତନ୍ତ୍ର ପରିଚୟ ଅଛି। ବାସ୍ତବରେ, ବିଶ୍ୱର ସବୁ ସ୍ଥାନରେ କାର ଏକ ଅତ୍ୟାବଶ୍ୟକ ପରିବହନରେ ପରିଣତ ହୋଇଥିବାବେଳେ ଏହି ସହରରେ କାରକୁ ନିଷେଧ କରାଯାଇଛି। ଏଠାକାର…

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା' ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି…

ମହିଳାଙ୍କୁ ସରକାରଙ୍କ ଦଶହରା ଭେଟି, ଖାତାକୁ ଆସିଲା ସୁଭଦ୍ରା ଟଙ୍କା

ବାରିପଦା: ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ‘ସୁଭଦ୍ରା’ ଯୋଜନାର ପ୍ରଥମ ପର୍ଯ୍ୟାୟର ଦ୍ୱିତୀୟ କିସ୍ତି ଟଙ୍କା ଖାତାକୁ ଆସିଛି। ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା। ବାରିପଦା ଛଉ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନର ଶୁଭାରମ୍ଭ, ଫୋକସରେ ଛାତ୍ର ଓ ମହିଳା

ଭୁବନେଶ୍ୱର: ବିଜେଡିର ସଦସ୍ୟତା ଅଭିଯାନର ଶୁଭାରମ୍ଭ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ପ୍ରଥମ ସଭ୍ୟ ହେଲେ ନବୀନ ପଟ୍ଟନାୟକ । ତାଙ୍କ ସଦସ୍ୟତାର ନବୀକରଣ କରି ଏକାମ୍ରରୁ ରାଜ୍ୟର ପ୍ରଥମ ସଦସ୍ୟ ହେଲେ ନବୀନ ପଟ୍ଟନାୟକ। ଶଙ୍ଖ ଭବନରେ ଏହାର ଶୁଭାରମ୍ଭ ହୋଇଛି। ଏହା ସହ ଜିଲ୍ଲା ସଦର…

ଲଗାତାର ୧୦ମ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ, ବଢ଼ିବନି ହୋମ୍‌ ଲୋନ୍‌ ଇଏମଆଇ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ପୁଣିଥରେ ରେପୋ ରେଟ୍(ସୁଧ ହାର) ଅପରିବର୍ତ୍ତିତ ରଖିଛନ୍ତି। ରେପୋରେଟ୍‌ ୬.୫%ରେ ଅପରିବର୍ତ୍ତିତ ରଖିବାକୁ ଘୋଷଣା କରିଛି ଆରବିଆଇ। ମନିଟାରୀ ପଲିସି କମିଟି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ବଜେଟ୍ ୨୦୨୪ ଆସିବା ପରେ ଅନୁଷ୍ଠିତ ହୋଇଥିବା ମୁଦ୍ରା…

ଏମିତି ବି ଆସେ ମୃତ୍ୟୁ: ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି, ଗ୍ୟାରେଜ ମାଲିକ ମୃତ

ଖୋର୍ଦ୍ଧା: ମୃତ୍ୟୁ ଏମିତି ବି ଆସେ। ଗାଡ଼ିରେ ପମ୍ପ ଦେବାବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି। ଆଉ ଘଟଣାସ୍ଥଳରେ ଚାଲିଗଲା ଗ୍ୟାରେଜ ମାଲିକଙ୍କ ଜୀବନ। ଖୋର୍ଦ୍ଧା ସଦର ଥାନା ଦଳେଇପୁଟ ଛକ ନିକଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଦଧିମାଛ…

ପରଲୋକରେ ପୂର୍ବତନ ବିଧାୟକ ଧନେଶ୍ବର ମାଝୀ

କଳାହାଣ୍ଡି: ପୂର୍ବତନ ବିଧାୟକ ଧନେଶ୍ବର ମାଝୀଙ୍କ ପରଲୋକ l କେସିଙ୍ଗା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି l ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା l କେସିଙ୍ଗା ଓ ନର୍ଲାରୁ ୫ ଥର ବିଧାୟକ ହୋଇଥିଲେ ଧନେଶ୍ବର ମାଝୀ l ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ l…