Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ…

ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ…

୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶକ୍ତି, ଓଡିଶା ଖଣି ନିଗମ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗରେ ୨୮୨ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏଥିରେ ଶକ୍ତି ବିଭାଗରେ ୭୯ ଜଣ ସହକାରୀ ନିର୍ବାହୀ ଯନ୍ତ୍ରୀ ନିଯୁକ୍ତି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗରେ ଭେଷଜ…

‘ଏକ୍ସ’ରେ ୨୦୦ ମିଲିୟନ ଫଲୋଅର୍ସ ଟପିଲେ ମସ୍କ, ଜାଣନ୍ତୁ ଟପ୍ ୫ରେ କିଏ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ'ରେ ଏଲନ ମସ୍କଙ୍କ ଫଲୋଅର୍ସ ସଂଖ୍ଯା ୨୦୦ ମିଲିୟନ ଟପିଛି। ନୂତନ ସଫଳତା ସହିତ ମସ୍କ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନ୍ୟତମ ପ୍ରଭାବଶାଳୀ ବ୍ୟକ୍ତି ହୋଇପାରିଛନ୍ତି। ୨୦୨୨ ମସିହାରେ ଏଲନ୍ ମସ୍କ ଟ୍ୱିଟରକୁ ୪୪ ବିଲିୟନ ଡ଼ଲାରରେ କିଣିଥିଲେ…

୪୫୬ଟି ଥାନାରେ ଅଚଳ, ୧୩ ଥାନାରେ ନାହିଁ ସିସିଟିଭି

ଭୁବନେଶ୍ବର: ଆଜି ହାଇକୋର୍ଟରେ ଭରତପୁର ଥାନା ମାମଲାର ଶୁଣାଣି ହୋଇଛି । ଶୁଣାଣି ବେଳେ ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଉତ୍ତର ରଖିଛନ୍ତି ଏଡିଜି ଦୟାଲ ଗଙ୍ଗଓ୍ବାର୍ । ସେ କହିଛନ୍ତି ରାଜ୍ୟର ୪୫୬ଟି ଥାନାରେ ସଠିକ ଭାବେ କାମ କରୁନି ସିସିଟିଭି । ସେହିପରି ୧୩ଟି ଥାନାରେ ସିସିଟିଭି…

୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ମିଥୁନ ଚକ୍ରବର୍ତ୍ତୀ ଓ ଋଷଭ ଶେଟ୍ଟୀଙ୍କୁ ବଡ଼ ସମ୍ମାନ

ନୂଆଦିଲ୍ଲୀ: ସିନେମା ଜଗତରେ ଉତ୍କୃଷ୍ଟ କାର୍ଯ୍ୟ କରିଥିବା କଳାକାର ଏବଂ ନିର୍ମାତାଙ୍କ ସମ୍ମାନାର୍ଥେ ଆଜି ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ କରାଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଦିଲ୍ଲୀରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହିତ କଳାକାରମାନଙ୍କୁ ସମ୍ମାନିତ କରିବାକୁ…

ହରିୟାଣାରେ ହ୍ୟାଟ୍ରିକ : ବିଜେପି ପାଇଁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି । ହରିୟାଣା ନିର୍ବାଚନରେ ଏଥର କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସବୁ ଏକଜିଟ ପୋଲ୍ ଆକଳନ…

ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର !

ନୂଆଦିଲ୍ଲୀ: ନା ଏକଜିଟ୍ ପୋଲ ସର୍ଭେ ସତ ହେଲା ନା ଠିକ୍ ହେଲା ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ । କୁହାଯାଉଛି, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ ବିଜେପି ମାରିଛି ବିଜୟର ହ୍ୟାଟ୍ରିକ୍ । ଏକଜିଟ୍ ପୋଲର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର…

ପଦାର୍ଥ ବିଜ୍ଞାନରେ ଦୁଇଜଣଙ୍କୁ ନୋବେଲ୍ ପୁରସ୍କାର

ନୂଆଦିଲ୍ଲୀ: ୨୦୨୪ ବର୍ଷ ପାଇଁ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ରୟାଲ୍ ସ୍ୱିଡେସି ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଜନ୍ ଜେ ହପଫିଲ୍ଡ ଏବଂ ଜେଫ୍ରି ଇ ହିଣ୍ଟନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ। କୃତ୍ରିମ ସ୍ନାୟୁ ନେଟୱାର୍କ ସହିତ ମେସିନ୍…

ସାଇବର ସୁରକ୍ଷା କମ୍ପାନୀ ସହ ହାତ ମିଳାଇଲା ଏୟାରଟେଲ୍: ଲଞ୍ଚ କଲା ନୂତନ ସେବା, ଜାଣନ୍ତୁ ଫାଇଦା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଇଣ୍ଟରନେଟ୍ ବ୍ୟବହାର କରନ୍ତି। କିନ୍ତୁ ଇଣ୍ଟରନେଟରେ ଅନେକ ବିପଦ ମଧ୍ୟ ଲୁଚି ରହିଛି। ହ୍ୟାକରମାନେ କମ୍ପାନୀର ଏହି ଇଣ୍ଟରନେଟ ମାଧ୍ୟମରେ ଆପଣଙ୍କ ସିଷ୍ଟମକୁ ଯାଇ ତଥ୍ୟ ଚୋରି କରିପାରିବେ କିମ୍ବା ଆପଣଙ୍କ କମ୍ପ୍ୟୁଟରକୁ ହ୍ୟାକ୍ କରିପାରିବେ। ତେଣୁ,…

ନବରାତ୍ରୀରେ ଯାଆନ୍ତୁ ଏହି ୩ ହଜାର ବର୍ଷ ପୁରୁଣା ମନ୍ଦିର, ଯେଉଁଠି ରହିଛି ଅନେକ ଚମତ୍କାରୀତା

କନ୍ୟାକୁମାରୀ: ଆମ ଦେଶରେ ୫୧ଟି ଶକ୍ତି ପୀଠ ରହିଛି । ଯେଉଁ ସ୍ଥାନଗୁଡ଼ିକରେ ମାତା ସତୀଙ୍କ ଶରୀରର ଅଙ୍ଗଗୁଡ଼ିକ ପଡିଥିଲା, ସେହି ସ୍ଥାନ ମାନଙ୍କୁ ଶକ୍ତି ପୀଠ ଭାବରେ ବିବେଚନା କରାଯାଏ । ତେବେ ତାମିଲନାଡୁର କନ୍ୟାକୁମାରୀ କେପ୍ ଠାରେ ଅବସ୍ଥିତ କନ୍ୟାକୁମାରୀ ଶକ୍ତିପୀଠ, ଦେବୀ…