Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା

ଭୁବନେଶ୍ବର: ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା । ପିଜିଟି ନିଯୁକ୍ତି ନେଇ ଆଜି ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓପିଏସସି । ତେବେ ଆଜି ଓପିଏସସି ପରୀକ୍ଷାର ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ଲିଖିତ ପରୀକ୍ଷା ହେବାକୁ ଥିବା ବେଳେ ଏବେ…

ଅଡୁଆରେ ରିୟା: ୫୦୦ କୋଟି ଠକେଇ ମାମଲରେ ଅଭିନେତ୍ରୀଙ୍କୁ ନୋଟିସ୍‌

ନୂଆଦିଲ୍ଲୀ: ପୁଣି ଅଡୁଆରେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ୫୦୦ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀ ପୋଲିସ୍‌ ନୋଟିସ୍ ଜାରି କରିଛି। HIBOX ଆପ୍ ସହିତ ୫୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଜେରା ପାଇଁ ରିୟାଙ୍କୁ ନୋଟିସ୍ ପଠାଇଛି ଦିଲ୍ଲୀ ପୋଲିସ୍‌। ଏଠାରେ କହି ରଖୁଛୁ HIBOX…

ୱେଟର୍ ଚାକିରି ପାଇଁ ଲାଗିଛି ଲମ୍ବା ଲାଇନ୍, ଧାଡ଼ିରେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ: କାନାଡାରେ ବେକାରୀ ସମସ୍ୟା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଲୋକଙ୍କୁ ରହିବା ପାଇଁ ଘର ମଧ୍ଯ ମିଳୁନାହିଁ। ଏଭଳି ସ୍ଥଳେ ଏକ ଭାଇରାଲ ଭିଡିଓକୁ ନେଇ ଚିନ୍ତା ବଢିବାରେ ଲାଗିଛି। କାନାଡାର ବ୍ରମ୍ପଟନରେ ୱେଟର ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଥିଲା। ୱେଟର ହେବାକୁ ହଜାର ହଜାର…

ଅଧା ରାସ୍ତାରେ ହାତ ଛାଡିଲେ ପତ୍ନୀ, ସ୍ତ୍ରୀଙ୍କ ସ୍ମୃତିରେ କିଛି ଏମିତି କଲେ ସ୍ବାମୀ….ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ…

ବ୍ରହ୍ମପୁର: ପତ୍ନୀଙ୍କ ବିୟୋଗରେ ଅନେକ ସ୍ବାମୀ ତାଙ୍କ ସ୍ମୃତିରେ ତାଙ୍କୁ ମନେରଖିବା ପାଇଁ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରନ୍ତି । ଯାହାର ନିଦର୍ଶନ ଆମେ ଅନେକ ଦେଖିଛେ । ସେଥିମଧ୍ୟରୁ ତାଜମହଲ ଅନ୍ୟତମ  । ହେଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ କିଛି ଏମିତି…

ମଧ୍ୟପ୍ରଦେଶରୁ ୧,୮୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ପରେ ମଧ୍ୟପ୍ରଦେଶରେ ହୋଇଛି ବଡ଼ ଧରଣର ଚଢାଉ। ମଧ୍ୟପ୍ରଦେଶର ଭୋପାଳ ନିକଟସ୍ଥ ଏକ କାରଖାନାରୁ ବିପୁଳ ପରିମାଣର ଡ୍ରଗ୍ସ ଏବଂ କଞ୍ଚାମାଲ ଜବତ କରାଯାଇଛି। ଏହାର ମୂଲ୍ୟ ପାଖାପାଖି ୧,୮୦୦  କୋଟି ଟଙ୍କା ହେବ। ଏହି କାରାଖାନାରେ ଏମଡି(ମେଫେଡ୍ରୋନ୍) ଡ୍ରଗ୍ସ ତିଆରି ଚାଲିଥିଲା।…

ଓଏସଏସସି ପରିଚାଳିତ ଷ୍ଟାଟିଷ୍ଟିକାଲ୍ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ

ବାଲେଶ୍ବର: OSSC ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷାରେ ତ୍ରୁଟି ଅଭିଯୋଗ। ବାଲେଶ୍ବରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଗୁରୁତର ଅଭିଯୋଗ କରିଛନ୍ତି କିଛି ପରୀକ୍ଷାର୍ଥୀ। ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପ୍ୟାକେଟ୍ ସିଲ୍…

ମହିଳାଙ୍କ ପେଟରୁ ବାହାରିଲା ଦୁଇ କେଜି ଓଜନର କେଶ ଗୁଚ୍ଛା

ବରେଲି: ଉତ୍ତରପ୍ରଦେଶର ବରେଲିରୁ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କ ପେଟରୁ ୨ କେଜି ଓଜନର କେଶ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଛନ୍ତି। ମହିଳା ଜଣଙ୍କ ଦୀର୍ଘ୧୫ ବର୍ଷ ଧରି ନିଜ ମୁଣ୍ଡର କେଶ ଛିଡାଇ ଖାଉଥିଲେ। ଫଳରେ ତାର ପାକସ୍ତଳୀରେ କେଶର ଏକ ଗୁଚ୍ଛା ଜମି…

‘କାମ ଦେଉନି ଡବଲ ଇଞ୍ଜିନ, ପୁଣି ବିଜେଡିକୁ ଫେରିବେ ଜନତା’

ଭୁବନେଶ୍ବର: ରାଜ୍ୟରେ ଡବଲ ଇଞ୍ଜିନ କାମ ଦେଉନାହିଁ । ଲୋକଙ୍କ ସମସ୍ୟାରେ ମୁହଁ ଫିଟାଉନାହାନ୍ତି ସରକାର । ତେଣୁ ଓଡିଶାର ଲୋକେ ବିଜେଡିକୁ ଭୋଟ ଦେବାକୁ ସ୍ଥିର କରିସାରିଲେଣି ବୋଲି ଦାବି କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି  । ଖାଲି ସେତିକି ନୁହେଁ, ପିଜେପି ଯାହା…

ହରିୟାଣା : କ’ଣ କଂଗ୍ରେସର ସମ୍ଭାବ୍ୟ ବିଜୟର କାରଣ, କେଉଁଠି ରହିଲା ବିଜେପିର ଭୁଲ୍?

ନୂଆଦିଲ୍ଲୀ: ବିଭିନ୍ନ ଗଣମାଧ୍ୟମ ଓ ଏଜେନସୀର ଏକଜିଟ୍ ପୋଲ୍ ଆକଳନ ଅନୁସାରେ ଏଥର ହରିୟାଣାରେ ଗଠନ ହେବ କଂଗ୍ରେସ ସରକାର । ଏକଜିଟ୍ ପୋଲ୍ ପୂର୍ବାନୁମାନ ଅନେକ ଥର ଭୁଲ ସାବ୍ୟସ୍ତ ହୋଇଛି । ହେଲେ ଏଥର ଗୋଟିଏ ବି ଏକଜିଟ୍ ପୋଲ୍ ହରିୟାଣାରେ ବିଜେପି ହ୍ୟାଟ୍ରିକ କରିବ ବୋଲି ପୂର୍ବାନୁମାନ…

ଥମୁନି ତିରୁପତି ପ୍ରସାଦ ବିବାଦ: ଏବେ ପୋକ ମିଲିଲାଣି…..

ତିରୁପତି: ତିରୁପତି ମନ୍ଦିର ପ୍ରସାଦରେ ପଶୁଚର୍ବି ମିଶିଥିବା ବିବାଦ ଥମିନଥିବା ବେଳେ ଏବେ ଏହାରି ଭିତରେ ଜଣେ ଭକ୍ତ ଦାବି କରିଛନ୍ତି ଯେ ଏବେ ଆନ୍ଧ୍ରପ୍ରଦେଶର ତିରୁମାଲା ଶ୍ରୀ ଭେଙ୍କେଟାଶ୍ବର ସ୍ବାମୀ ବାଲାଜୀ ମନ୍ଦିର ପ୍ରସାଦରେ ତାଙ୍କୁ ପୋକ ମିଳିଛି । ତେବେ ଖାଲି ସେତିକି ନୁହେଁ ଏନେଇ…