Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନର୍ସିଂ ଅଫିସରଙ୍କୁ ଆନ୍ଦୋଳନରୁ ଓହରିଯିବାକୁ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅନୁରୋଧ

ଯାଜପୁର: ରାଜ୍ୟରେ ନର୍ସିଂ ଅଫିସରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ । ଯାଜପୁର ଜିଲ୍ଲା ଧର୍ମଶାଳାରେ ଅଂଶୁମାନ ମେମୋରିଆ ଟ୍ରଷ୍ଟ ପକ୍ଷରୁ ମେଗା ସ୍ୱାସ୍ଥ୍ୟ ଶିବିରରେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡା. ମୁକେଶ…

ଇସ୍ରାଏଲ ଆକ୍ରମଣରେ ଗଲା ହିଜବୁଲ୍ଲା ମୁଖ୍ୟଙ୍କ ଜୀବନ!

ନୂଆଦିଲ୍ଲୀ: ଥମିବ କ’ଣ ଦିନକୁ ଦିନ ତେଜିବାରେ ଲାଗିଛି ହିଜବୁଲ୍ଲା ଓ ଇସ୍ରାଏଲ କନ୍ଦଳ । ଇସ୍ରାଏଲ ହିଜବୁଲ୍ଲା ଚିଫ୍ ହସନ ନସରଲ୍ଲାହଙ୍କୁ ନିହତ କରିଛି ବୋଲି ଦାବି କରିଛି ।  ଏନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହି ସୂଚନା ଦେଇଛି । ଶୁକ୍ରବାର  ବିଳମ୍ବିତ ରାତିରେ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାଁରେ ମାମଲା ରୁଜୁ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ରୁଜୁ ହେବ ମାମଲା । ଏନେଇ ନିର୍ଦ୍ଦେଶ ଦେଲେ ବେଙ୍ଗାଲୁରୁର ସ୍ବତନ୍ତ୍ର ପ୍ରତିନିଧୀ କୋର୍ଟ । ନିର୍ବାଚନ ବଣ୍ଡ ମାଧ୍ୟମରେ ଜବରଦସ୍ତି ଟଙ୍କା ଆଦାୟ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଅନ୍ୟମାନଙ୍କ ବିରୋଧରେ…

୨ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଜେପିର ପରିବର୍ତ୍ତନ ଯାତ୍ରାରେ ସାମିଲ ହେବା ପାଇଁ ସେପ୍ଟେମ୍ବର ୩୦ ଏବଂ ଅକ୍ଟୋବର ୧ରେ ୨ ଦିନିଆ ଝାଡଖଣ୍ଡ ଗସ୍ତର କରିବେ । ତେବେ ସେମାବାର ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ଗସ୍ତରେ ଯାଇ ପ୍ରଥମେ ପଶ୍ଚିମ ସିଂହଭୂମର…

ସିରିଞ୍ଜ ଛାଡିଲେ ନର୍ସିଂ କର୍ମଚାରୀ, ରୋଗୀ ସେବା ପ୍ରଭାବିତ

ଭୁବନେଶ୍ବର: ଗତ ୪ ଦିନ ଧରି ଆନ୍ଦୋଳନରେ ବସିଥିବା ନର୍ସିଂ କର୍ମଚାରୀ ଆଜି ସିରିଞ୍ଜ ଛାଡ କରିଛନ୍ତି । ସଂପୂର୍ଣ୍ଣ ସେବା ବନ୍ଦ କରି ୧୦ ଦଫା ଦାବିରେ ଅହୋରାତ୍ର ଆନ୍ଦୋଳନର ଡାକରା ଦେଇଛନ୍ତି ନର୍ସିଂ ଷ୍ଟାଫ୍ । ଫଳରେ ବହୁ ସ୍ଥାନରେ ରୋଗୀ ସେବା ବ୍ୟାହତ ହୋଇଛି  । ତେବେ ୪ ଦିନ…

ମାଓବାଦୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ଚେତାବନୀ: ଫେରିଆସ, ନହେଲେ….

ଭୁବନେଶ୍ବର: ଆଜି ଲୋକସେବା ଭବନରେ ସବୁ ଜିଲ୍ଲାର ଏସପିଙ୍କୁ ପୋଲିସ୍ ଓ ପ୍ରଶାସନ ଗୁରୁଦାୟିତ୍ବ ନେଇ ଗୁରୁମନ୍ତ୍ର ଦେବା ସହ ମାଓବାଦୀଙ୍କୁ କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛି ମାଓ ପୀଡିତଙ୍କୁ ଭେଟି ପୂର୍ବରୁ କେନ୍ଦ୍ର…

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇ ଆଲର୍ଟ

ମୁମ୍ବାଇ: ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ନେଇ ଆଲର୍ଟ ଜାରି। ଆତଙ୍କବାଦୀ ଆକ୍ରମଣ ନେଇ ଆଇବି ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସି ଦ୍ୱାରା ସଚେତନ କରିବା ପରେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ମୁମ୍ବାଇ ପୋଲିସ ସୁରକ୍ଷା ବଢାଇ ଦେଇଛି। ମୁମ୍ବାଇର ଅନେକ ଧାର୍ମିକ ସ୍ଥାନ ତଥା ଅନ୍ୟାନ୍ୟ ଜନଗହଳି…

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା: ପୋଲିସଙ୍କୁ ମିଳିବ ବାଇକ୍

ଭୁବନେଶ୍ବର: ଆଜି ଲୋକସେବା ଭବନରେ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସମ୍ମିଳନୀର ଦ୍ବିତୀୟ ଦିନରେ ପୋଲିସ ବିଭାଗ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ପ୍ରତି ପୋଲିସ ପାଖରେ ରହିବ ବାଇକ୍। ଏହାସହିତ ପୋଲିସ୍ ଷ୍ଟେସନ ପାଇଁ ଅଧିକ ଚାରି ଚକିଆ ଯାନର ବ୍ୟବସ୍ଥା କରାଯିବ।…

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ: ୫ ଶ୍ରମିକ ଗୁରୁତର

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ଆଜି ସକାଳେ ଏହି ଅଘଟଣ ଘଟିଥିବା ବେଳେ ଏଥିରେ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନା ଥିବା ସୂଚନା ମିଳିଛି । ତେବେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟର…

ତାଗିଦ୍ କଲେ ମୁଖ୍ୟମନ୍ତ୍ରୀ; ‘ଅପରାଧିଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତି’

ଭୁବନେଶ୍ବର: ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସମ୍ମିଳନୀର ଦ୍ବିତୀୟ ଦିନ । ଗତକାଲି ଲୋକସେବା ଭବନରେ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ଉଦ୍ବୋଧନ ଦେଇଥିବା ବେଳେ ଆଜି ସବୁ ଜିଲ୍ଲାର ଏସ୍‌ପିଙ୍କ ମିଳିତ ସମ୍ମିଳନୀରେ ଏସ୍ପିଙ୍କୁ କଡା ତାଗିଦ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । କିଭଳି…