Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୨ ରେ ପୁଣି ଲଘୁଚାପ, ବାତ୍ୟା ରୂପ ନେଇପାରେ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଏକ ଲଘୁଚାପ ଆସୁଛି। ବଙ୍ଗୋପସାଗରରେ ହେବାକୁ ଥିବା ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଏଭଳି ପୂର୍ବାନୁମାନ କରୁଛନ୍ତି। ତେବେ ଏହି ଲଘୁଚାପ ଘନୀଭୂତ ହୋଇ ଅବପାତ ଓ ପରେ ବାତ୍ୟାରେ ପରି‌ଣତ ହୋଇପାରେ ବୋଲି ଜିଏସଫଏସ ମଡେଲ…

“ଯେଉଁମାନେ ଯୁଦ୍ଧ ଏଡାଇଛନ୍ତି, ସେମାନେ ଯୁଦ୍ଧ ହାରିଛନ୍ତି” : ଅଖିଳେଶ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଉପ-ନିର୍ବାଚନ ତାରିଖ ଘୋଷଣା ପରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି।  ନିର୍ବାଚନ ଆୟୋଗ ଉତ୍ତରପ୍ରଦେଶର ୧୦ ଆସନ ମଧ୍ୟରୁ କେବଳ ମିଲ୍କିପୁର ଆସନରେ ହେବାକୁ ଥିବା ଉପ-ନିର୍ବାଚନ ତାରିଖ ଘୋଷଣା ନକରିବାରୁ ଏପରି ଘଟଣା ସାମନାକୁ…

ପୁଣି ଇଣ୍ଡିଗୋ ବିମାନକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ

ଜୟପୁର: ଲଗାତାର କିଛି ଦିନ ହେବ ପ୍ରାୟ ସମସ୍ତ ବିମାନକୁ ବୋମାରେ ଉଡାଇଦେବାକୁ ଧମକ ମିଳୁଛି । ସେହିଭଳି ପୁଣି ଏକ ଧମକ ମିଳିଛି ଇଣ୍ଡିଗୋ ବିମାନକୁ । ଆଜି ସାଉଦିଆରବର ଦମନରୁ ଲକ୍ଷ୍ନୌକୁ ଯାଉଥିବା ଏକ ଇଣ୍ଡୋଗୋକୁ ଏହି କାରଣରୁ ଜୟପୁର ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି ।…

ଅଯୋଧ୍ୟା ମିଲ୍କିପୁର ଆସନରେ ହେବନି କି ଉପ-ନିର୍ବାଚନ ?

ନୂଆଦିଲ୍ଲୀ: ଅଯୋଧ୍ୟା ମିଲ୍କିପୁର ଆସନରେ ଉପ-ନିର୍ବାଚନ ନେଇ ସୃଷ୍ଟି ହୋଇଛି  ଆଶଙ୍କା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ସହିତ ଉତ୍ତରପ୍ରଦେଶରେ ବିଧାନସଭା ଉପ-ନିର୍ବାଚନର ତାରିଖ  ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ।  କିନ୍ତୁ ଉତ୍ତରପ୍ରଦେଶର ୯ଟି ଆସନରେ ଉପ-ନିର୍ବାଚନର…

ଜାଣନ୍ତୁ କେବେ ଆରମ୍ଭ କରିବେ କାର୍ତ୍ତିକ ବ୍ରତ?

ପୁରୀ: ସବୁ ସମୟରେ ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନ ଠାରୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । ତେବେ ଚଳିତବର୍ଷ କୁମାରପର୍ବ ପାଳନ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । କାରଣ ଉଭୟ କ୍ୟାଲେଣ୍ଡର ଓ ପାଞ୍ଜିରେ ଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ତଥା ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି…

ୱାୟନାଡ ଆସନରୁ ପ୍ରାର୍ଥୀ ହେବେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ: ଆଗାମୀ ଉପନିର୍ବାଚନରେ ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳ ୱାୟନାଡ ଆସନରୁ ପ୍ରାର୍ଥୀ ହେବେ। ଏହି ଲୋକସଭା ଆସନକୁ ନେଇ ବଡ ଘୋଷଣା କରିଛି କଂଗ୍ରେସ ଦଳ। ଏନେଇ ମଙ୍ଗଳବାର ସନ୍ଧ୍ୟାରେ ଏଆଇସିସି ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ବିରୋଧୀ ଦଳ ନେତା ତଥା…

ହରିୟାଣା ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଅକ୍ଟୋବର ୧୬ ଅର୍ଥାତ୍ ଆସନ୍ତାକାଲି ରୁ ଦୁଇ ଦିନିଆ ହରିୟାଣା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୧୭ ତାରିଖରେ ଚଣ୍ଡିଗଡ ଠାରେ ହରିୟାଣାର ନବନିର୍ବାଚିତ ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏହା ସହିତ ସେହି ଦିନ ଚଣ୍ଡିଗଡ଼ ଠାରେ ଏନଡିଏ…

ଅକ୍ଟୋବର ୧୮ରୁ ଏହି ସ୍ଥାନରେ ହେବ ଅଗ୍ନିପଥ ନିଯୁକ୍ତି ରାଲି

ପୁରୀ: ଅକ୍ଟୋବର ୧୮ରୁ ୨୬ ପର୍ଯ୍ୟନ୍ତ ପୁରୀରେ ଭାରତୀୟ ସୈନ୍ୟବାହିନୀ ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତି ରାଲି କରାଯିବ। ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ରାଲି ତାଳବଣିଆର ଜିଲ୍ଲା କ୍ରୀଡା କମ୍ପ୍ଲେକ୍ସ ଏବଂ ସହରର ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ସାଧାରଣ ପ୍ରବେଶିକା…

ଆହୁରି ଶକ୍ତିଶାଳୀ ହେବ ବାୟୁସେନା, ଆମେରିକାଠୁ କିଣିବ ପ୍ରିଡେଟର ଡ୍ରୋନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଲ କାଏଦାକୁ ସଫା କରିବାରେ ପ୍ରିଡେଟର ଡ୍ରୋନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ହଜାରେ କିଲୋମିଟର ଦୂରରେ ବସି ଯେକୌଣସି ଲକ୍ଷ୍ୟ ଉପରେ ନଜର ରଖାଯାଇ ସଠିକ୍ ଟାର୍ଗେଟ କରାଯାଉଥିଲା। ଏବେ ଭାରତୀୟ ସେନା ମଧ୍ୟ ଏଭଳି କରିପାରିବ। ଚୀନ୍ ସୀମା ହେଉ କିମ୍ବା…

ଓପିଏସସି ପକ୍ଷରୁ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ବର: ଓଡିଶା ଲୋକସେବା ଆୟୋଗ (ଓପିଏସସି) ୨୦୨୩ ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି । ଅକ୍ଟୋବର ୨୭ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ । ପାଞ୍ଚଟି ଜୋନ୍ ଯଥା, ଭୁବନେଶ୍ୱର, କଟକ, ବାଲେଶ୍ୱର, ବ୍ରହ୍ମପୁର ଏବଂ ସମ୍ବଲପୁରରେ କରାଯିବ । ଓପିଏସସିର…