Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଗଭୀର ଅବପାତର ରୂପ ନେଲା ଅବପାତ, ଭୀଷଣ ବର୍ଷା ନେଇ ଆଜି ୫ ଜିଲ୍ଲାକୁ ରେଡ଼୍ ଆଲର୍ଟ

ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ଅବପାତ । ବଙ୍ଗୋପସାଗରରେ ଗଭୀର ଅବପାତ। ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଅବପାତ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ପୁରୀଠାରୁ ୧୧୦ କିମି ଦୂରରେ ରହିଛି ଗଭୀର ଅବପାତ । ଗୋପାଳପୁରରୁ ୧୫୦ ଓ…

ଲଗାଣ ବର୍ଷାରେ ବୁଡ଼ିଲା ମାଲକାନଗିରି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି: ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରବଳ ବର୍ଷାରେ ମାଲକାନଗିରି ସ୍ଥିତି ସଙ୍ଗୀନ। ବର୍ଷା ପାଣିରେ ବୁଡିଲା ପୋଲ। କାଙ୍ଗୁରୁକୁଣ୍ଡା ପୋଲ, ଏମ୍ ଭି ୯୦ନଂ ପୋଲ ଓ କନ୍ୟା ଆଶ୍ରମ ପୋଲ ଉପରେ ୨ଫୁଟର ପାଣି ଚାଲିବାରୁ ଯାତାୟତ ଠପ୍‌ ହୋଇଛି । ସେହିପରି…

ମମତାଙ୍କ ପ୍ରତି ବୈରାଗ୍ୟ, ରାଜ୍ୟସଭାରୁ ଟିଏମସି ନେତାଙ୍କ ଇସ୍ତଫା

କୋଲକାତା: ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ମମତା ବାନାର୍ଜୀ ସରକାର ବିରୋଧରେ ଜନଆକ୍ରୋଶ ଜାରି ରହିଥିବା ବେଳେ ଟିଏମସିରେ କୁହୁଳୁଥିବା ଅସନ୍ତୋଷ ପଦାରେ ପଡିଲାଣି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଲାଗିଛି ଏକ ଶକ୍ତ ଝଟକା । ଆରଜି କର ହସପିଟାଲ ଘଟଣାରେ ମମତା ବାନାର୍ଜୀ…

ସିଏମ କିଷାନ ଓ ସୁଭଦ୍ରା ଯୋଜନା ବିଷୟରେ ଏପରି କହିଲେ ଉପମୁଖ୍ୟମନ୍ତ୍ରୀ

ପୁରୀ: ଆଜି ନୂଆଁଖାଇ ଅବସରରେ ଓଡିଶାର ଚାଷୀ ମାନଙ୍କୁ ବଡ ଭେଟି ଦେଇଛନ୍ତି ରାଜ୍ୟ ସରକାର । ଏହି ଅବସରରେ ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଜନାର ଲୋକାର୍ପଣ କରିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସରେ ଯୋଡି ହୋଇଥିଲେ । ପୁରୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ…

ଭୋଗ ଖାଇ ୫୦ରୁ ଉର୍ଦ୍ଧ୍ବ ଝାଡ଼ାବାନ୍ତିରେ ଆକ୍ରାନ୍ତ

ମୟୂରଭଞ୍ଜ: ଗଣେଶ ପୂଜା ଭୋଗ ଖାଇ ୫୦ରୁ ଅଧିକ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ବ୍ଲକ ଭୁଆସୁଣୀ ପଞ୍ଚାୟତରେ । ସମସ୍ତ ଆକ୍ରାନ୍ତଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ନୂଆ ଯୋଜନା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନା ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ ଆଉ ଏକ ନୂଆ ଯୋଜନାର ମଧ୍ୟ ଘୋଷଣା କରିଛନ୍ତି । ତାହା ହେଲା ସିଏମ କିଷାନ ଯୋଜନାର ହିତାଧକାରୀଙ୍କ ପିଲା ମାନଙ୍କ ଲାଗି କୃଷି ବିଦ୍ୟାନିଧି ଯୋଜନା ।…

ଦୁର୍ଗା ପୂଜା ଭସାଣି; ଡିଜେ ପରେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ମନା

କଟକ: ଚଳିତ ଦୁର୍ଗା ପୂଜା ଭସାଣିକୁ ନେଇ କଟକଣା ଜାରି । ପୂର୍ବରୁ ଭସାଣି ସମୟରେ ଡିଜେ ନ ବଜାଇବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏବେ ଲେଜର୍ ଲାଇଟ୍ ଓ ଫାୟାର୍ ଗନ୍‌ ଉପରେ କଟକଣା ଲାଗିଛି । ପ୍ରଶାସନ ସହ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ହୋଇଥିବା ନିଷ୍ପତ୍ତି…

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବହୁ ପ୍ରତିକ୍ଷିତ ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇ ଅବସରରେ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଶୁଭାରମ୍ଭ କରାଯାଇଛି । ଆଜି ପ୍ରଥମ କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା…

ଶାନ୍ତି ପାଇଁ ମସ୍କୋ ଯିବେ ଭାରତର ‘ବଣ୍ଡ୍’

ନୂଆଦିଲ୍ଲୀ: ଋଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା କରିବ କି ଭାରତ? ପୁଟିନ ଓ ଜେଲେନସ୍କିଙ୍କୁ କଥାବାର୍ତ୍ତା ଟେବୁଲକୁ ଆଣିବା ପାଇଁ ସମର୍ଥ ହେବ କି ଭାରତ ? ପ୍ରକୃତରେ ପୁଟିନ ଓ ଜେଲେନସ୍କି ଶାନ୍ତି ଚାହୁଁଛନ୍ତି କି ? ଏସବୁ ଜଟିଳ ପ୍ରଶ୍ନର ଉତ୍ତର ମୁସ୍କିଲ ଲାଗୁଥିଲେ ମଧ୍ୟ ଶାନ୍ତି ପାଇଁ…

ୟୁଟ୍ୟୁବ ଦେଖି ସର୍ଜରୀ କରୁଥିଲେ, ଚାଲିଗଲା ନାବାଳକ ଜୀବନ

ପାଟନା: ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗଲ୍ ବ୍ଲାଡରରୁ ଷ୍ଟୋନ ବାହାର କରିବା ପାଇଁ ଅପରେସନ୍ କରିଥିଲେ ଡାକ୍ତର। ଯାହା ଫଳରେ ବିହାରର ସରନରେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଛି।…