Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ୟୁଟ୍ୟୁବ ଦେଖି ସର୍ଜରୀ କରୁଥିଲେ, ଚାଲିଗଲା ନାବାଳକ ଜୀବନ

ପାଟନା: ୟୁଟ୍ୟୁବ୍ ଭିଡିଓ ଦେଖି ସର୍ଜରୀ କରୁଥିଲେ ଜଣେ ନକଲି ଡାକ୍ତର। ଯେଉଁ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ, ଗଲ୍ ବ୍ଲାଡରରୁ ଷ୍ଟୋନ ବାହାର କରିବା ପାଇଁ ଅପରେସନ୍ କରିଥିଲେ ଡାକ୍ତର। ଯାହା ଫଳରେ ବିହାରର ସରନରେ ଜଣେ ୧୫ ବର୍ଷୀୟ ବାଳକଙ୍କର ମୃତ୍ୟୁ ଘଟିଛି।…

ଦୁଇ ଭାଗ ହେଲା ସୁପରଫାଷ୍ଟ ଏକ୍ସପ୍ରେସ୍

ପାଟନା: ଦିନକ ପରେ ପୁଣି ଆଉ ଏକ ରେଳ ଦୁର୍ଘଟଣା ସାମ୍ନାକୁ ଆସିଛି । ଗତକାଲି ମଧ୍ୟପ୍ରଦେଶର ଜବଲପୁର ପରେ ଆଜି ପୁଣି ବିହାରର ବକ୍ସର ଜିଲ୍ଲାରେ ଘଟିଛି ଏକ ଟ୍ରେନ୍ ଦୁର୍ଘଟଣା । ଦିଲ୍ଲୀରୁ ଆସୁଥିବା ମଗଧ ଏକ୍ସପ୍ରେସ ଟ୍ରେନ୍ ଟ୍ ଟୁନିଗଞ୍ଜ ରେଳ ଷ୍ଟେସନରେ ହଠାତ୍ ଦୁଇ ଭାଗ ହୋଇଯାଇଥିବା ସୂଚନା…

ଗଣପର୍ବ ନୂଆଁଖାଇ; ସମଲେଇଙ୍କ ଦର୍ଶନ କଲେ ନବାନ୍ନ ଖାଇଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ ସମ୍ବଲପୁର ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଁଖାଇର ପବିତ୍ର ଅବସରରେ ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇଙ୍କୁ ଦର୍ଶନ କରିବା ସହ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି। । ଏହା ପରେ…

ଜମ୍ମୁ କଶ୍ମୀର ନିର୍ବାଚନ: ଷଷ୍ଠ ତାଲିକା ଜାରି କଲା ବିଜେପି

ଶ୍ରୀନଗର: ଜମ୍ମୁ କଶ୍ମୀର ନିର୍ବାଚନ ପାଇଁ ଆଜି ଷଷ୍ଠ ତାଲିକା ଜାରି କଲା ବିଜେପି । ଏହି ତାଲିକାରେ ୧୦ ଜଣ ପ୍ରାର୍ଥୀଙ୍କ ନାମ ସାମିଲ ଅଛି । ବିଜେପି ଦ୍ୱାରା ପ୍ରକାଶିତ ଏହି ତାଲିକାରେ ପାଞ୍ଚଜଣ ମୁସଲମାନ ପ୍ରାର୍ଥୀ ଅଛନ୍ତି । ତେବେ ଜମ୍ମୁ କଶ୍ମୀରର ସବୁଠାରୁ ଚର୍ଚ୍ଚିତ ଆସନ କାଠୁଆରୁ…

ମମତାଙ୍କୁ ଶକ୍ତ ଝଟକା, ହାତ ଛାଡ଼ିଲେ ଜବାହାର ସରକାର

କୋଲକାତା: କୋଲକାତା ସରକାର ଏବେ ବଡ଼ ଅଡ଼ୁଆରେ ପଡିଛନ୍ତି। ଗୋଟ ପଟେ ଆରଜି କର ଘଟଣା ତାଙ୍କ ଗାଦି ଉପରେ ବଡ଼ ବିପଦ ହୋଇଥିବା ବେଳେ ଏବେ ପୁଣି ତାଙ୍କୁ ମିଳିଛି ଶକ୍ତ ଝଟକା। ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କୋଲକାତା ଆରଜି କର ମେଡିକାଲ କଲେଜ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ…

ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ

ଦଶପଲ୍ଲା: ବିଜେପି ନେତାଙ୍କୁ ମିଳିଲା ହତ୍ୟା ଧମକ। ବିଜେପି ନେତା ରାଘବ ମଲ୍ଲିକଙ୍କୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ରାଘବ ବନିଗୋଛା ଥାନାରେ ଅଭିଯୋଗ କରିଛନ୍ତି। ବିଜେଡିର ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ କରିଛନ୍ତି ରାଘବ ମଲ୍ଲିକ। ତାଙ୍କ…

ଅବପାତରେ ପରିଣତ ହେଲା ଲଘୁଚାପ: ୧୦ ଯାଏଁ ପ୍ରବଳ ବର୍ଷିବ 

ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେଲା ଲଘୁଚାପ। ଗତକାଲିର ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ଆଜି ସକାଳ ସମୟରେ ଘନୀଭୂତ ହୋଇ ଅବପାତ ପରିଣତ ହୋଇଛି।…

ଜମ୍ମୁ-କାଶ୍ମୀର ବିଧାନସଭା: ପ୍ରଥମ ଥର ପାଇଁ ଭୋଟ ଦାନ କରିବେ ବାଲ୍ମୀକି ସମ୍ପ୍ରଦାୟ 

ଶ୍ରୀନଗର: ଅନେକ ଦିନ ଅନ୍ତରାଳ ପରେ ଜମ୍ମୁ-କାଶ୍ମୀରରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଜମ୍ମୁ-କାଶ୍ମୀରରେ ନିର୍ବାଚନ କେବଳ ରାଜନୀତିକ ସ୍ତରରେ ନୁହେଁ ଏହା ସାମାଜିକ ସ୍ତରରେ ବି ଐତିହାସିକ ହେବାକୁ ଯାଉଛି। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବାଲ୍ମୀକି ସମ୍ପ୍ରଦାୟର ପାଖାପାଖି ୩୫୦…

କାରକୁ ପିଟିଦେଲା କାର୍: ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ

ରେଢ଼ାଖୋଲ: ତହସିଲଦାରଙ୍କ କାରକୁ ପିଟି ଦେଲା ଆଉ ଏକ କାର। ଅଳ୍ପକେ ବଞ୍ଚିଗଲା ତହସିଲଦାରଙ୍କ ଜୀବନ। ରେଢ଼ାଖୋଲ ନାକଟିଦେଉଳ ତହସିଲଦାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଯିବା ବାଟରେ ତାଙ୍କ କାର କୁ ଅନ୍ୟ ଏକ କାର ଦେହୁରୀ ସାହି ଛକ ନିକଟରେ ଧକ୍କା ଦେଇଥିବାରୁ ତାଙ୍କ…

ଚିକିଟି ପରେ ଦିଗପହଣ୍ଡି: ଗଡୁଛି ଗୋଟେ ପରେ ଗୋଟେ ମୁଣ୍ଡ

ଗଞ୍ଜାମ: ପ୍ରଥମେ ଚିକିଟି ଆଉ ଏବେ ଦିଗପହଣ୍ଡି। ମାଡିଛି ବିଷାକ୍ତ ମଦର ଚେର। ଗଞ୍ଜାମ ଜିଲ୍ଲାରେ ବିଷାକ୍ତ ମଦ ଚିକିଟି ଦୁଃଖ ଦେଇଥିବା ବେଳେ ଏବେ ଦିଗପହଣ୍ଡିରେ ଯାଇଛି ଗୋଟିଏ ଜୀବନ। ଦିଗପହଣ୍ଡି ଭୀଷ୍ମଗିରି ଗ୍ରାମ ପ୍ରେମନଗରର ଜଣେ ଯୁବକ କେ. କ୍ରିଷ୍ଣା ପାତ୍ର(୪୦) ବିଷାକ୍ତ ମଦ ପିଇ ମୃତ୍ୟୁ…