Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସ୍କ୍ରବ ଟାଇଫସ: ‘ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’

ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇଫସ । ଚିକିତ୍ସାରେ ଟିକେ ଅବହେଳା କିମ୍ବା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ନଗରରେ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

କଳିଙ୍ଗନଗର: ଅଣସଂକ୍ରାମକ ରୋଗ (ଏନସିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ମାରାତ୍ମକ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଏହାର ମୁକାବିଲା କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ତନ…

ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ; ‘ଯିଏ ଦୋଷୀ ସିଏ ନିଶ୍ଚିତ ଦଣ୍ଡ ପାଇବ’

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । ଆଜି ବୁବନେଶ୍ବର ଏମ୍ସରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଉପମୁଖ୍ୟମନ୍ତ୍ରୀ ଚିକିତ୍ସାଧୀନ ପୀଡିତାଙ୍କୁ ଭେଟି ସମସ୍ତ ଘଟଣା ବିଷୟରେ ଶୁଣିଥିଲେ । ଏହାପରେ ସେ ଡିସିପିଙ୍କ ସହ…

ନୋଏଡା ଜଗନ୍ନାଥ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଫେବୃଆରୀ ୨ ତାରିଖ ୨୦୨୫ରେ ନୋଏଡ଼ା ସ୍ଥିତ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ନୋଏଡାର ସେକ୍ଟର ୧୨୧ ସ୍ଥିତ ମନ୍ଦିର ପରିସରରେ ଅନୁଷ୍ଠିତ ହେବାକୁ…

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡମାରିବା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ଶୁକ୍ରବାର କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଆଜି ସେ ଶୋସିଆଲ ମିଡିଆ 'ଏକ୍ସ' ରେ ପୋଷ୍ଟ କରି ଓଡିଶା ପୋଲିସ ଓ ସରକାରଙ୍କ ଉପରେ ବର୍ଷିଛନ୍ତି । ପ୍ରିୟଙ୍କା…

ଭିଏସଏସ ନଗର ଠାରେ ୩ ଘଣ୍ଟା ମଧ୍ୟରେ ରୋଡ ଓଭର ବ୍ରିଜ୍ ଉପରେ ସ୍ଥାପନ ହେଲା ଗାର୍ଡ

ଭୁବନେଶ୍ୱର: ପ୍ରମୁଖ ମାଇଲଖୁଣ୍ଟ ହାସଲ କଲା ପୂର୍ବତଟ ରେଳପଥ । ଏକ ଉଲ୍ଲେଖନୀୟ ଇଞ୍ଜିନିୟରିଂ କାର୍ଯ୍ୟରେ, ପୂର୍ବତଟ ରେଳପଥ ଆଜି ମାତ୍ର ତିନି ଘଣ୍ଟା ମଧ୍ୟରେ ପ୍ରତ୍ୟକ ୩୬ ମିଟର ଲମ୍ବ ପାଞ୍ଚଗୋଟି ଷ୍ଟିଲ୍ ଗାର୍ଡ଼ର (ଯାହାର ଓଜନ ପ୍ରତ୍ୟକ ୩୫ ଟନ୍) କୁ ସଫଳତାର ସହ ସ୍ଥାପନ କରାଯାଇଛି ।…

‘ଫରେଷ୍ଟର ଆତ୍ମହତ୍ୟାର ନ୍ୟାୟିକ ତଦନ୍ତ ହେବ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ’

ରାୟଗଡ: ଜାରିଂ ହାଇିଟେକ୍ ନର୍ସିରୀ କାର୍ଯ୍ୟରତ ଫରେଷ୍ଟର ସଂଜୟ ନାୟକ (୩୪)ଙ୍କ ଆତ୍ମହତ୍ୟା ଘଟଣା । ଏହାର ନ୍ୟାୟିକ ତଦନ୍ତ ହେବ ଏବଂ ଦୋଷୀଙ୍କୁ ନିଶ୍ଚିତ ଦଣ୍ଡ ମିଳିବ ବୋଲି ଆଜି କହିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଟିଂଆ । ମୋହନ ସରକାର ଘଟଣାକୁ…

ଶିମିଳିପାଳରେ ପୁଣି ଏକ ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ

ବାଙ୍ଗିରିପୋଷି: ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ବ୍ୟବଧାନରେ ଶିମିଳିପାଳରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଅଧୀନ ବାଲିଆଢିପା ନିକଟରେ ଆଜି ଏକ ମାଈ ହାତୀର ମୃତଦେହ ଠାବ କରିଛି ବନ ବିଭାଗ । ତେବେ ମାଈ ହାତୀ ଟିର…

ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ନେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାକୁ ନେଇ ସରକାର ସଚେତନ ଅଛନ୍ତି, ଖୁବ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘଟଣାକୁ…

ଭରତପୁର ଥାନା ଘଟଣା: ହାଇକୋର୍ଟଙ୍କ ହସ୍ତକ୍ଷେପ ଲୋଡିଲେ ସେନା କମାଣ୍ଡର

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ମହଶ ମାରିବା ଘଟଣା ଏବେ ତେଜିବାରେ ଲାଗିଛି । ପୋଲିସର କାର୍ଯ୍ୟ ନେଇ ଏବେ ଉଠିଛି ବଡ ପ୍ରଶ୍ନ । ସୁରକ୍ଷା ଦେଉଥିବା ଲୋକ ଯଦି ଏପରି କରିବ ତାହାଲେ ଲୋକେ ସୁରକ୍ଷା ମାଗିବା କାହାକୁ । ତା ଉପରେ ପୁଣି ବାନ୍ଧବୀଙ୍କ…