Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତେଜୁଛି ଭରତପୁର ଥାନାର ବିବାଦ: ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ବିଜେଡି

ଭୁବନେଶ୍ବର: ଭରତପୁର ଥାନା ଯେଉଁଭଳି ଭାବେ ବର୍ବରତାର ସୀମା ଟପିଛି ତାହାକୁ ନେଇ ଏବେ ବଢିବାରେ ଚାଲିଛି ବିରୋଧ ଓ ଆକ୍ରୋଶ । ସାଧାରଣରେ ପୋଲିସର ଏଭଳି କାର୍ଯ୍ୟ ନେଇ ଅସନ୍ତୋଷ ବଢିଥିବା ବେଳେ ଏବେ ରାଜଧାନୀରେ ବିରୋଧୀଙ୍କ ଦୃଢ ପ୍ରତିବାଦ ଦେଖିବାକୁ ମିଳିଛି । ପ୍ରଥମେ ବିଜେଡି ଆଉ ପରେ…

ଭରତପୁର ଥାନା ମାମଲା: ମୂଳ ଘଟଣାର ସିନ୍ ରିକ୍ରିଏସନ କଲା ପୋଲିସ୍

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ମୂଳ ଘଟଣାର ସିନ୍ ରିକ୍ରିଲସନ କଲା ଚନ୍ଦକା ପୋଲିସ । ଯେଉଁ ଘଟଣାର ମାମଲା ରୁଜ୍ଜୁ ପାଇଁ ଆଜି ଏତେ ସବୁ ଅଘଟଣ ଘଟିଲା ସେଥିରେ ଚନ୍ଦକା ପୋଲିସ୍ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରା ଉଚରା କରିଥିବା…

କେନ୍ଦୁଝରରେ ହେବ ଜାତୀୟସ୍ତରର ଷ୍ଟାଡ଼ିୟମ

କେନ୍ଦୁଝର: ଶୁକ୍ରବାର ୩ ଦିନିଆ କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆଜି ତାଙ୍କ ଗସ୍ତର ଦ୍ବିତୀୟ ଦିନ । ଏହି ଗସ୍ତରେ କେନ୍ଦୁଝରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହାରି ଭିତରେ ଆଜି ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀ ମର୍ଣିଂ ଓ୍ବାକ…

ଫୁଲୁଛି ହୀରାକୁଦ ଡ୍ୟାମ୍: ଖୋଲିବ ଗେଟ୍!

ସମ୍ବଲପୁର: ଜଳପୂର୍ଣ୍ଣ ହୋଇଛି ହୀରାକୁଦ ଡ୍ୟାମ୍ । ସକାଳ ୯ଟାରେ ହୀରାକୁଦ ଡ୍ୟାମ୍ ପାଣି ତାର ସର୍ବୋଚ୍ଚ କ୍ଷମତା ଛୁଇଁଛି । ହୀରାକୁଦ ଡ୍ୟାମ୍‌ର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବା ବେଳେ ଏବେ ଜଳସ୍ତର ୬୧୨.୨୫ ଫୁଟରେ ପହଞ୍ଚିଛି । ଏଥିସହିତ ଜଳଭଣ୍ଡାରକୁ ପ୍ରତି ସେକେଣ୍ଡକୁ ୫୬,…

ଭରତପୁର ଥାନା ମାମଲା: ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ

ଭୁବନେଶ୍ଵର: ଭରତପୁର ଥାନା ମାମଲାରେ ବିରୋଧିକୁ ସୌମ୍ୟଙ୍କ ଟାର୍ଗେଟ । କହିଲେ ଗୋଟିଏ ଘଟଣାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହିହେବନି । ୨୫ ବର୍ଷର ସରକାରକୁ ୧୦୦ ଦିନର ସରକାର ସହ ତୁଳନା ଠିକ ନୁହେଁ ବୋଲି କହିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁସବୁ…

ଏଲ୍ଏଲସି: ମଣିପାଲ ଟାଇଗର୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କଲା କୋଣାର୍କ ସୂର୍ଯ୍ୟ ଓଡ଼ିଶା

ଯୋଧପୁର: କୋଣାର୍କ ସୂର୍ଯ୍ୟସ୍ ଓଡ଼ିଶା, ଲିଜେଣ୍ଡସ ଲିଗ୍ କ୍ରିକେଟରେ ପ୍ରଥମ ବିଜୟ ହାସଲ କରିବା ସହ ଡିଫେଣ୍ଡିଂ ଚାମ୍ପିୟନ ମଣିପାଲ ଟାଇଗର୍ସକୁ ମାତ୍ର ୨ ରନ୍ ରେ ପରାସ୍ତ କରିଛି। ଯଦିଓ ଏହା କମ୍ ସ୍କୋରିଂ ମ୍ୟାଚ୍ ଥିଲା, ତଥାପି ଉଭୟ ଦଳ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ। ଶେଷରେ କୋଣାର୍କ…

ବଢୁଛି ଲଡୁ ବିବାଦ

ଅମରାବତୀ: ତିରୁପତି ମନ୍ଦିର ପ୍ରସାଦ ଲଡୁରେ ଘିଅ ବଦଳରେ ଫିସ ଅଏଲ ଓ ପଶୁ ଚର୍ବି ବ୍ୟବହାର ହେଉଥିବା ନେଇ ଅଭିଯୋଗ ପରେ ବଢିବାରେ ଲାଗିଛି ବିବାଦ । ଅଭିଯୋଗ ପରେ ବିବାଦ ଘନେଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡିଙ୍କ ଜାଣତରେ ଏସବୁ ହେଉଥିବ ବୋଲି ଅଭିଯୋଗ କରିଛି ଟିଡିପି । ଜଗନ…

ହିଜବୋଲ୍ଲାର ନିଦ ହଜାଇଦେଲାଣି ଇସ୍ରାଏଲ

ନୂଆଦିଲ୍ଲୀ: ପେଜର ଓ ୱାକିଟକି ବିସ୍ଫୋରଣ ପରେ ଲେବାନନରେ ଭୟ ଓ ଆକ୍ରୋଶର ବାତାବରଣ । ଇସ୍ରାଏଲ ବିରୋଧୀ ମିଲିସିଆ ହିଜବୋଲ୍ଲା ପ୍ରତିଶୋଧ ପାଇଁ ଯୋଜନା କରୁଥିବା ବେଳେ ଇସ୍ରାଏଲ କରିଛି ଅତର୍କିତ ବୋମା ମାଡ । ଶତ୍ରୁ ପକ୍ଷକୁ କୌଣସି ସୁଯୋଗ ନ ଦେଇ ୧ ହଜାରରୁ ଅଧିକ ରକେଟ ମାଡ କରିଛି ଇସ୍ରାଏଲ ।…

ସ୍କ୍ରବ ଟାଇଫସ: ‘ଲକ୍ଷଣ ଦେଖାଗଲେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ପରାମର୍ଶ ନିଅନ୍ତୁ’

ଭୁବନେଶ୍ୱର: ଡରାଇଲାଣି ସ୍କ୍ରବ ଟାଇଫସ । ଚିକିତ୍ସାରେ ଟିକେ ଅବହେଳା କିମ୍ବା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ନୀଳକଣ୍ଠ ମିଶ୍ର ଓ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ଼. ବିଜୟ କୁମାର ମହାପାତ୍ରଙ୍କ ଯୁଗ୍ମ…

ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ କଳିଙ୍ଗ ନଗରରେ ଅଣ ସଂକ୍ରାମକ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ

କଳିଙ୍ଗନଗର: ଅଣସଂକ୍ରାମକ ରୋଗ (ଏନସିଡି) ନିୟନ୍ତ୍ରଣ କାର୍ଯ୍ୟକ୍ରମ ଯାଜପୁର ଜିଲ୍ଲାର ଦାନଗଦୀ ଓ ସୁକିନ୍ଦା ବ୍ଲକର ବିଭିନ୍ନ ମାରାତ୍ମକ ଅଣସଂକ୍ରାମକ ରୋଗ ଚିହ୍ନଟ ଓ ଏହାର ମୁକାବିଲା କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଆସନ୍ତା ୪ ବର୍ଷ ମଧ୍ୟରେ ଉଚ୍ଚ ରକ୍ତଚାପ, ମଧୁମେହ, ସ୍ତନ…