Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୮ ଆଇଏଏସ୍ ଅଧିକାରୀଙ୍କୁ ବଦଳି କଲେ ରାଜ୍ୟ ସରକାର

ଭୁବନେଶ୍ବର: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ୧୮ ଜଣ ବରିଷ୍ଠ ଅଧିକାରୀଙ୍କୁ ଅଦଳ ବଦଳ କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ, ସତ୍ୟବ୍ରତ ସାହୁଙ୍କୁ ମିଳିଲା ଗୃହ ବିଭାଗର…

‘ଜୋରିମାନା ଦାଖଲ କରୁନଥିବା ଲିଜଧାରୀଙ୍କ ବିରୋଧରେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ପୁରୀ: ଖୋର୍ଦ୍ଧା ଜିଲ୍ଲାର ୧୯ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ପ୍ରସଙ୍ଗ । ସେମାନଙ୍କ ମଧ୍ୟରୁ ଆଜି ଯାଏଁ ଖଣି ଲିଜଧାରୀମାନେ ସମୁଦାୟ ୫ କୋଟି ୨୧ ଲକ୍ଷ ଟଙ୍କା ଜୋରିମାନା ବାବଦକୁ ଶ୍ରୀମନ୍ଦିର ପ୍ରଶାସନରେ ଦାଖଲ ଦେଇଛନ୍ତି । ତେବେ ବାରମ୍ବାର ନୋଟିସ୍ ପରେ ମଧ୍ୟ ଜୋରିମାନା…

ଚିକିଟି ମଦ ଘଟଣା; ‘ସଂପୃକ୍ତଙ୍କ ବିରୋଧରେ ହେବ କଠୋର କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଚିକିଟି ଠାରେ ହୋଇଥିବା ମଦ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ କାରବାର ମାମଲାରେ ସଂପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଖୋଜି ବାହାର କରାଯିବା ସହିତ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ କରାଯିବ । ଏହାସହ ବେଆଇନ ତଥା…

ସନ୍ଦେହରେ ସନ୍ଦୀପ, ସିବିଆଇ କରିପାରେ ପଲିଗ୍ରାଫ ଟେଷ୍ଟ

କୋଲକାତା: କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଅପେକ୍ଷା ଅଧିକ ଚର୍ଚ୍ଚିତ ହୋଇଛନ୍ତି ଆର.ଜି କର ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । ସନ୍ଦେହ ଘେରକୁ ଆସିଛି ସନ୍ଦୀପ ଘୋଷଙ୍କ ଭୂମିକା । ସିବିଆଇ ତାଙ୍କୁ ଲଗାତର ଜେରା କରୁଛି । ଲଗାତର…

ଚର୍ଚ୍ଚାରେ ମୋଦିଙ୍କ ୟୁକ୍ରେନ ଗସ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଲାଣ୍ଡ ଓ ୟୁକ୍ରେନ ଗସ୍ତ । ପୋଲାଣ୍ଡ ଅପେକ୍ଷା ୟୁକ୍ରେନକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଉପରେ ରହିଛି ସମସ୍ତଙ୍କର ନଜର । ଗତ ମାସ ଋଷିଆ ଗସ୍ତରେ ଯାଇଥିଲେ ପ୍ରଧାନମନ୍ତ୍ରୀ । ମସ୍କୋରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଥିଲେ…

ସାର୍‌, ବଡ ବ୍ଲଣ୍ଡର ହୋଇଗଲା !

ପାଟଣା: ଭାରତ ବନ୍ଦ ବେଳେ ବିହାର ରାଜଧାନୀ ପାଟଣାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଆନ୍ଦୋଳନକାରୀଙ୍କୁ ନିୟନ୍ତ୍ରଣ କରୁଥିବା ଜଣେ ଏସଡିଏମ ଖାଇଛନ୍ତି ପୋଲିସ ଲାଠି । ଗୋଟିଏ ପରେ ଗୋଟିଏ ଲାଠି ପାହାର ଖାଇବା ପରେ ଜଣା ପଡିଥିଲା ଯେ, ଲାଠି ମାଡ ଖାଇଥିବା ବ୍ୟକ୍ତି ହେଉଛନ୍ତି ଜଣେ…

ଓଡ଼ିଶାରେ ୬ ଗୋଟି ନୂଆ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ନେଇ ରାଷ୍ଟ୍ରପତିଙ୍କୁ ସୂଚନା ଦେଲେ ରେଳମନ୍ତ୍ରୀ

ଭୁବନେଶ୍ୱର: ଓଡିଶାର ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସାକ୍ଷାତ କରି ରାଜ୍ୟରେ ୬ ଗୋଟି ନୂତନ ରେଳ ଲାଇନ ପ୍ରକଳ୍ପର ମଞ୍ଜୁରୀ ସମ୍ପର୍କରେ ଅବଗତ କରାଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଅର୍ଥନୈତିକ…

ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସଓଡିଏଲ୍

ବ୍ରହ୍ମପୁର: ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ । ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି…

ରାଜ୍ୟସଭା ରେସରେ ‘ଜଗନ୍ନାଥ’ ଟୁଇଷ୍ଟ

ଭୁବନେଶ୍ବର: ବିଜେପିର ରାଜ୍ୟସଭା କନଫ୍ୟୁଜନ ! ରାଜ୍ୟସଭା ପାଇଁ କାହାକୁ ସମର୍ଥନ କରିବେ ବିଜେପି ବିଧାୟକ? ଦଳ ପକ୍ଷରୁ ପୂର୍ବତନ ରାଜ୍ୟସଭା ସାଂସଦ ମମତା ମହନ୍ତ ନାମାଙ୍କନ ଭରିଛନ୍ତି ତ ବିଜେପି ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମମତାଙ୍କ ନାଁ ମଙ୍ଗଳବାର ଘୋଷଣା…

ଚିକିଟି ମଦ ମୃତ୍ୟୁ ମାମଲା: ବିଷାକ୍ତ ମଦ ନେଇଗଲା ଆଉ ଜଣଙ୍କର ଜୀବନ

ଭୁବନେଶ୍ବର: ଚିକିଟି ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ଘଟଣାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି ।  ବ୍ରହ୍ମପୁର ଏମକେସିଜିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ଜଣଙ୍କ ହେଲେ ଲୋକନାଥ ବେହେରା । ତାଙ୍କର ମୃତ୍ୟୁ ସହିତ ମଦ…