Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୨୨ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ଆସନ୍ତା ୨୨ ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ୨୪…

ବାଲେଶ୍ୱର ବନ୍ୟାସ୍ଥିତି ଗମ୍ଭୀର, ନଦୀକୂଳରେ ରାତି କାଟିଲେ ବିପନ୍ନ

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣବର୍ଷା ପ୍ରଭାବରେ ରାଜ୍ୟର ୪ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ କ୍ଷତି ହୋଇଛି। ପାଣି ଘେରରେ ଭୋଗରାଇ ବ୍ଲକର ୪୦ ଗାଁ। କୁସୁଡା-ଗବଗା ରାସ୍ତାରେ ଚାଲିଲା ୪ ଫୁଟ୍‌ର ବନ୍ୟା ପାଣି। ଏବେ ୧୦.୮୦ ମିଟରରେ ପ୍ରବାହିତ…

ୱାଟକୋର ଏମଡି ହେଲେ ଗୁରୁ ଚରଣ ଦାସ

ଭୁବନେଶ୍ୱର: ବରିଷ୍ଠ ଟେକ୍ନୋକ୍ରାଟ ଗୁରୁ ଚରଣ ଦାସଙ୍କୁ ଓଡ଼ିଶା ସରକାର ବୁଧବାର ଦିନ ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ)ର ପରିଚାଳନା ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ବାରା ଜାରି ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ସେ ଅତିରିକ୍ତ ମୁଖ୍ୟ…

ଲେବାନନରେ ପେଜର ପରେ ଏବେ ୱାକି ଟକିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଲେବାନନରେ ସେପ୍ଟମ୍ବର ୧୭ରେ ପେଜରର ସିରିୟଲ ବିସ୍ଫୋରଣ ଦେଶକୁ ଥରହର କରି ଦେଇଥିଲା । ଏହା ପଛରେ ଇସ୍ରାଏଲର ହାତ ଥିବା ଲେବାନନ ସନ୍ଦେହ କରୁଛି । ପେଜର ବିସ୍ଫୋରଣ ଘଟଣା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି । ଇତି ମଧ୍ୟରେ ଅଲ ଜଜୀରାରେ ପ୍ରକାଶିତ ଖବର ଅନୁସାରେ ଏବେ ୱାକି…

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପାଇଁ ପୁଣି ତତ୍ପରତା

ନୂଆଦିଲ୍ଲୀ: ଦେଶରେ ଏଣିକି ଏକକାଳୀନ ନିର୍ବାଚନ ହେବ କି ? ଏ ପ୍ରସଙ୍ଗରେ ସବୁ ଦଳ ମଧ୍ୟରେ ସହମତି ସୃଷ୍ଟି ପାଇଁ ସଫଳ ହେବେ କି ମୋଦି ସରକାର ?  ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ଚର୍ଚ୍ଚା ମଧ୍ୟରେ କେନ୍ଦ୍ର କ୍ୟାବିନେଟ ଏ ସଂପର୍କିତ ରାମନାଥ କୋବିନ୍ଦ କମିଟି ରିପୋର୍ଟକୁ ଅମୁମୋଦନ କରିଛନ୍ତି ।…

ପୁଅକୁ ଧରି ପୁରନ୍ତା ନଦୀକୁ ଡେଇଁଲା ମା’

ପିପିଲି: ଜଣେ ମହିଳା ନିଜ ଶିଶୁ ପୁତ୍ରକୁ ଧରି ନଦୀକୁ ଡେଇଁ ପଡ଼ିଥିବାବେଳେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପିପିଲି-ନିମାପଡ଼ା ରାସ୍ତାର ହରିପୁରରେ । ସେଠାରେ ଥିବା ଭାର୍ଗବୀ ନଦୀ ବ୍ରିଜ୍ ଉପରୁ ମହିଳା ଜଣଙ୍କ ନଦୀକୁ ଡେଇଁ ପଡିଛନ୍ତି । ଏହା…

ଓଡିଶାର ବିଭିନ୍ନ ନଦୀ ଅବବାହିକାରେ ବନ୍ୟାସ୍ଥିତିର ସମୀକ୍ଷା କଲେ ଉନ୍ନୟନ କମିଶନର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲାର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଆଜି ସେଚ ସଦନ ସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷରେ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଓ ସଂପୃକ୍ତ ମୁଖ୍ୟଯନ୍ତ୍ରୀଙ୍କ ଉପସ୍ଥିତିରେ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି । ବୈଠକରେ…

ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ବିତୀୟ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। କେରଳର ମାଲାପୁରାମରେ ଚିକିତ୍ସିତ ହେଉଥିବା ଜଣେ ୩୮ବର୍ଷ ବୟସ୍କ ବ୍ୟକ୍ତି ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୂଚନା ଅନୁଯାୟୀ, ଏହି ରୋଗର ଲକ୍ଷଣ ଦେଖାଯିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ନମୁନା ଟେଷ୍ଟ…

ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ

ଭୁବନେଶ୍ଵର: ବଢିଲା ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ । ୨୦୨୬ ପର୍ଯ୍ୟନ୍ତ ପୋଲିସ ଡିଜି ୱାଇବି ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ାଇଲେ ରାଜ୍ୟ ସରକାର । ଆସନ୍ତା ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟରେ ରହିବେ ଡିଜି ୱାଇବି ଖୁରାନିଆ । ୧୯୯୦ ବ୍ୟାଚ୍ ଆଇପିଏସ୍ ଯୋଗେଶ ବାହାଦୂର…

ଖାଦ୍ୟ ସଙ୍କଟରେ ଜିମ୍ବାୱେ; ୨୦୦ ହାତୀଙ୍କ ମାଂସ ଜନତାଙ୍କୁ ଦିଆଯିବ

ଜିମ୍ବାୱେ: ଜିମ୍ବାୱେରେ ସବୁଠାରୁ ଭୟଙ୍କର ମରୁଡ଼ି ଦେଖାଦେଇଛି। ସ୍ଥିତି ଏଭଳି ଯେ ଲୋକଙ୍କ ପାଖରେ ଖାଇବାକୁ ଖାଦ୍ୟ ନାହିଁ। ଫଳରେ ୨୦୦ ହାତୀକୁ ହତ୍ୟା କରାଯିବ ଏବଂ ସେମାନଙ୍କର ମାଂସ ମଣିଷମାନଙ୍କୁ ଖାଇବାକୁ ଦିଆଯିବ ବୋଲି ବନ୍ୟଜନ୍ତୁ ଅଧିକାରୀ ପ୍ରକାଶ କରିଛନ୍ତି। ଏଲ ନିନୋ କାରଣରୁ…