Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛି ମଣିଷ: ପିଟି ପିଟି ମାରି ଦେଲେ ୧୫ ଫୁଟର ଅଜଗର

ମୟୁରଭଞ୍ଜ: ଜୀବଜନ୍ତୁଙ୍କ ଠାରୁ ଅଧିକ ହିଂସ୍ର ହେଉଛନ୍ତି ମଣିଷ । ପ୍ରାୟ ୧୫ ଫୁଟର ଗୋଟିଏ ଅଜଗର ସାପକୁ  ପିଟି ପିଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ସ୍ଥିତ ହଳଦିଆବନ୍ଧ ରାସ୍ତାରେ । ତେବେ…

ଜୀବନ ନେଲା ଆଶ୍ରା: ଜନ୍ମଦାତ୍ରୀକୁ ଗଳା କାଟି ହତ୍ୟା

କଟକ: ମାଆର ଜୀବନ ନେଇଗଲେ ନରହନ୍ତା ପୁଅ । ଗଳାକାଟି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଫେରାର ପୁଅ । ଆଜି ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ମହାନଦୀ ବିହାରରେ । ମହାନଦୀ ବିହାର ସ୍ଥିତ ଏକ ଘରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛି ମହିଳାଙ୍କ ମୃତ ଦେହ । ମହିଳାଙ୍କ ଦୁଇ ନୃଶଂସ…

ଜୁନିଅର ଡାକ୍ତରଙ୍କ ଆନ୍ଦୋଳନ; ମାମଲାରେ ହସ୍ତକ୍ଷେପ ପାଇଁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନି ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ସାରା ଦେଶରେ ମେଡିକାଲ କର୍ମଚାରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଆନ୍ଦୋଳନକାରୀ ଡାକ୍ତରମାନେ ଶୁକ୍ରବାର ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ…

ବଢୁଛି ଜଳସ୍ତର; ଆସନ୍ତାକାଲି ଖୋଲିବ କୋଲାବର ଗେଟ୍

କୋରାପୁଟ: ଜିଲ୍ଲାରେ ଶନିବାର ଦିନ ଅଧିକ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)। ଯାହା ଫଳରେ କୋଲାବ ଡ୍ୟାମରେ ଜଳସ୍ତର ବୃଦ୍ଧି ପାଇବ। ସେଥିପାଇଁ କର୍ତ୍ତୃପକ୍ଷ ସ୍ଲୁଇସ୍ ଗେଟ୍ ଖୋଲିବାକୁ ସ୍ଥିର କରିଛନ୍ତି। ସୂଚନାନୁସାରେ, ଜଳଭଣ୍ଡାରର ଜଳସ୍ତର ଶୁକ୍ରବାର…

ମମତାଙ୍କ ‘ଇସ୍ତଫା ପ୍ରସ୍ତାବ’ ଇମୋସନାଲ ଚାପ ନୁହେଁ ତ?

କୋଲକାତା: ଆରଜି କର ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୁର୍ବଳ ହୋଇପଡିଛନ୍ତି କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ସତରେ ସେ କ’ଣ ଅସହାୟ ହୋଇପଡିଛନ୍ତି ? ସବୁବେଳେ ସବୁ ପ୍ରସଙ୍ଗରେ ଲଢୁଆ ଆଭିମୁଖ୍ୟ ଗ୍ରହଣ କରୁଥିବା ମମତା ବାନାର୍ଜୀ ଏବେ ନରମ ପଡିଥିବା ଲାଗୁଛି । ଟ୍ରେନି ଡାକ୍ତର…

ରାଜଧାନୀରେ ଚାଞ୍ଚଲ୍ୟ: ବନ୍ଦ ଘରୁ ମିଳିଲା ଯୁବତୀଙ୍କ ମୃତ ଦେହ, ପରିବାର କହିଲେ ହତ୍ୟା

ଭୁବନେଶ୍ବର: ପୁଣି ରାଜଧାନୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଖଣ୍ଡଗିରି ଥାନା ଅଧିନରେ ଥିବା ଏକ ଘର ଭିତରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି । ତେବେ ଯୁବତୀ ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସେହି ଘରେ ଲିଭ ଇନ୍ ରେ ରହୁଥିବା ସୂଚନା ମିଳିଥିବା ବେଳେ ପରିବାର ଲୋକ…

ଭୁବନେଶ୍ୱରରେ ଖୁବଶୀଘ୍ର ସ୍ଥାପନ ହେବ ଓମଫେଡ ଭେଣ୍ଡିଂ ମେସିନ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ କୋଅପରେଟିଭ୍ ମିଲ୍କ ଉତ୍ପାଦକ ଫେଡେରେସନ୍ (ଓମଫେଡ) ଖୁବଶୀଘ୍ର ଭୁବନେଶ୍ୱରରେ ଭେଣ୍ଡିଂ ମେସିନ୍ ସ୍ଥାପନ କରିବ। ପ୍ରଥମ ମେସିନ୍ ଜନପଥରେ ସ୍ଥାପନ କରାଯିବ। ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୨୦ଟି ମେସିନ ସ୍ଥାପନ କରାଯିବ। ଯାହାଦ୍ବାରା ଡିଜିଟାଲ୍ ପେମେଣ୍ଟ…

କାହିଁକି ବଦଳିବା ଦରକାର ରେଭେନ୍ସା ନାଁ?

ଭୁବନେଶ୍ବର: ଥମୁନି ରେଭେନ୍ସା ନାମ ପରିବର୍ତ୍ତନ ବିବାଦ। ବିଜେଡି ନାଁ ବଦଳ ବିରୋଧରେ ସ୍ବର ଉଠାଉଛି ତ ବିଜେପି ସପକ୍ଷରେ କହୁଛି । ଭୁବନେଶ୍ବରରେ ଏକ ଆଲୋଚନାଚକ୍ରରେ ରେଭେନ୍ସା ନାଁ ପରିବର୍ତ୍ତନକୁ ଜୋର ଦେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରେଭେନ୍ସା ନାମ ପରିବର୍ତ୍ତନ ଆବଶ୍ୟକ ବୋଲି…

ବଢିଲା ବିରୋଧ…ସରକାରଙ୍କ ୟୁଟର୍ଣ୍ଣ

ଭୁବନେଶ୍ବର: ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୁଆଁଇଲେ ବିଜେପି ସରକାର । ପୁରୀ ବେଳାଭୂମିରେ ବିଚ୍ ସାକ୍ସ ବା ମଦ କୁଟୀର ଖୋଲିବ ନାହିଁ। ଅବକାରୀ ନୀତିରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ନୀତିରେ ପରିବର୍ତ୍ତନ ଅଣାଯାଇଥିବା କୁହାଯାଇଛି ।…

ରାସ୍ତାକଡ ଜଳଖିଆ ଦୋକାନ ପାଇଁ ବିଏମସିର ଗାଇଡଲାଇନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଶୁକ୍ରବାର ଦିନ ଭୁବନେଶ୍ୱରରେ ଷ୍ଟ୍ରିଟ୍ ଫୁଡ୍ ବିକ୍ରେତାଙ୍କ ପାଇଁ ଏକ ନୂଆ ଗାଇଡଲାଇନ ଜାରି କରିଛି। ପରିମଳ, ସ୍ୱାସ୍ଥ୍ୟ ଏବଂ ପରିଷ୍କାର ପରିଚ୍ଛନ୍ନତା ପାଇଁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ବୋଲି ବିଏମସି ପକ୍ଷରୁ ସୂଚନା…