Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମହାକାଶରେ ଦୁନିଆର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍‌

ନୂଆଦିଲ୍ଲୀ: ଅନ୍ତରୀକ୍ଷରେ ନୂଆ ଇତିହାସ । ମହାକାଶରେ ପ୍ରଥମ ଥର ପାଇଁ ହୋଇଛି ପ୍ରାଇଭେଟ କମର୍ସିଆଲ ସ୍ପେସୱାକ୍ । ପୃଥିବୀରୁ ପ୍ରାୟ ୭ ଶହ କିଲୋମିଟର ଉଚ୍ଚରେ ହୋଇଛି ବିଶ୍ୱର ପ୍ରଥମ ପ୍ରାଇଭେଟ୍ ସ୍ପେସୱାକ୍ । ୧୯୭୦ ମସିହା ପରେ ପ୍ରଥମ ଥର ପାଇଁ ମଣିଷ ଏତେ ଉଚ୍ଚତା ଯାଏଁ ପହଞ୍ଚିଛି । ପୋଲାରିସ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଦେୟମୁକ୍ତ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ବିନା ଦେୟରେ ଶୈକ୍ଷିକ ସହାୟକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ରଘୁରାମ ଆର ଆୟାରଙ୍କ ଉପସ୍ଥିତିରେ ଆଭାସୀ ଜରିଆରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।…

୭ ଦିନ ମଧ୍ୟରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ଆକାଶମାର୍ଗରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହାପରେ ଲଗାଣ ବର୍ଷା ଜନିତ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରି ସାତ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର…

‘‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ଯୋଡ଼ି ହେବେ ସମସ୍ତ ଆରଟିଓ’

ଭୁବନେଶ୍ୱର/କଟକ: ୧୭ ସେପ୍ଟେମ୍ବର ରୁ ଅକ୍ଟୋବର ୧ ଯାଏଁ ସ୍ୱଚ୍ଛତା ହିଁ ସେବା ଅଭିଯାନ ହେବ । ସ୍ୱଚ୍ଛତାକୁ ନେଇ ଏହି ଅଭିଯାନ ୧୫ ଦିନ ବ୍ୟାପୀ ଚାଲିବ । ଏହି ଅଭିଯାନରେ ସକ୍ରିୟତାର ସହ ଭାଗ ନେବ ରାଜ୍ୟ ପରିବହନ ପ୍ରାଧିକରଣ । ଚଳିତ ଥରର ଥିମ୍ ରହିଛି “ସ୍ୱଭାବ ସ୍ୱଚ୍ଛତା, ସଂସ୍କାର ସ୍ୱଚ୍ଛତା”…

କମଲା ହାରିସଙ୍କ କ୍ୟାମ୍ପେନିଂ ଟିମରେ ଓଡିଆ ପୁଅ

ଭୁବନେଶ୍ୱର: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ ଟ୍ରମ୍ପ ଏବଂ କମଲା ହାରିସ ଜୋରଦାର ପ୍ରଚାର ଆରମ୍ଭ କରିଛନ୍ତି। ଏହି ପ୍ରଚାର ବେଳେ ଚର୍ଚ୍ଚାକୁ ଆସିଛନ୍ତି ଓଡିଶାର ପୁଅ ସମୟ ସାହୁ। ସମୟ କେବଳ ଡେମୋକ୍ରାଟ୍ ପ୍ରାର୍ଥୀ ତଥା ଆମେରିକାର ଉପ-ରାଷ୍ଟ୍ରପତି ହ୍ୟାରିସଙ୍କ ପାଇଁ ପ୍ରଚାର…

ସ୍ୱଚ୍ଛତା ହିଁ ସେବା ଅଭିଯାନର ସଫଳ ରୂପାୟନ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର: ପରିଷ୍କାର ପରିଚ୍ଛନ୍ନତା ଏବଂ ଜନସାଧାରଣଙ୍କ ସ୍ୱଚ୍ଛତା ଦିଗରେ ଏକ ପ୍ରମୁଖ ଧାରାରେ, ସ୍ଵଚ୍ଛତା ହିଁ ସେବା ଅଭିଯାନର ପ୍ରସ୍ତୁତି ଉପରେ ଗୃହ ଓ ନଗର ଉନ୍ନୟନ ଏବଂ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ମିଳିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୃହ ଓ ନଗର ଉନ୍ନୟନ ବିଭାଗର…

ଛାତ୍ରନେତାରୁ ରାଜନେତା, ଜାଣନ୍ତୁ କିଭଳି ଥିଲା ସୀତାରାମ ୟେଚୁରୀଙ୍କ ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଗତ ୧୯ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି…

ନିଯୁକ୍ତି ମେଳା: ୭ଟି ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀ ନିଯୁକ୍ତ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ବିଭିନ୍ନ ବିଭାଗରେ ୪୭୬ ଜଣ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ନିଯୁକ୍ତି ମେଳା ମାଧ୍ୟମରେ ଏହି…

୧୮ରୁ ଯୁକ୍ତ ଦୁଇ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ ଆରମ୍ଭ

ଭୁବନେଶ୍ୱର: ଆସନ୍ତା ୧୮ରୁ ଯୁକ୍ତ ଦୁଇ ଫର୍ମ ଫିଲଅପ୍ ଆରମ୍ଭ ହେବ। ୨୦୨୫ ବାର୍ଷିକ ପରୀକ୍ଷା ପାଇଁ ହେବ ଏହି ଫର୍ମ ଫିଲଅପ୍।ଏନେଇ ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦ ପକ୍ଷରୁ ସୂଚନା ଦିଆଯାଇଛି। ଉଚ୍ଚ ମାଧ୍ଯମିକ ଶିକ୍ଷା ପିରଷଦର ସୂଚନା ଅନୁଯାୟୀ, ସେପ୍ଟେମ୍ବର ୧୮ ତାରିଖରୁ ଯୁକ୍ତ ଦୁଇ କଳା,…

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ଏଏସଆଇ

ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ) ପକ୍ଷରୁ ଆସନ୍ତା ୧୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି…