Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ମିଠା ପ୍ୟାକେଟ୍ ରେ ଲାଞ୍ଚ ଦେଇ ବନ୍ଧା ହେଲେ ସିମେଣ୍ଟ ଅଧିକାରୀ

ବରଗଡ: ବରଗଡ଼ ଜିଲ୍ଲାପାଳଙ୍କୁ ଲାଞ୍ଚ ଦେଉଥିବା ବେଳେ ଭିଜେଲାନ୍ସ ହାତରେ ଧରା ପଡିଲେ ସିମେଣ୍ଟ ଉତ୍ପାଦକ କେନ୍ଦ୍ରର ଜଣେ ଅଧିକାରୀ । ବୁଧବାର ସନ୍ଧ୍ୟା ୫ଟା ସମୟରେ ଛତିଶଗଡ଼ ଅମ୍ବୁଜା ସିମେଣ୍ଟର ମୁଖ୍ୟ ଉତ୍ପାଦନ ଅଧିକାରୀ ରାମଭବ ଗଟ୍ଟୁ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲାପାଳ…

ପ୍ରେସଭୁ ଆଇ ଡ୍ରପର ଲାଇସେନ୍ସ ବାତିଲ

ମୁମ୍ବାଇ: ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିସିଜିଆଇ) ବୁଧବାର ଦିନ ପ୍ରେସଭୁ ନାମକ ଏକ ଆଇ ଡ୍ରପର ଉତ୍ପାଦନ ଏବଂ ମାର୍କେଟିଂ ଲାଇସେନ୍ସକୁ ବାତିଲ କରିଦେଇଛି। ଏହି ଆଖି ଡ୍ରପ୍ ମୁମ୍ବାଇ ସ୍ଥିତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଏଣ୍ଟୋଡ୍ ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ପ୍ରସ୍ତୁତ…

ଆରପାରିରେ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଆଉ ନାହାନ୍ତି ବରିଷ୍ଠ ସିପିଆଇଏମ୍ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀ । ଗୁରୁବାର ଦିଲ୍ଲୀ ଏମ୍ସରେ ସେ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ…

୫୨ତମ ଅନ୍ତର୍ଜାତୀୟ ‘ଏମି ଆୱାର୍ଡ ଶୋ ୨୦୨୪’: ପ୍ରଥମ ଭାରତୀୟ ଭାବେ ଶୋ’ ହୋଷ୍ଟ କରିବେ ବୀର ଦାସ

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବେ ଏମି ଆୱାର୍ଡ ଶୋ ହୋଷ୍ଟ କରିବାକୁ ଯାଉଛନ୍ତି ବୀର ଦାସ। ଖୁବଶୀଘ୍ର ହେବାକୁ ଯାଉଛି ୫୨ତମ ଅନ୍ତର୍ଜାତୀୟ 'ଏମି ଆୱାର୍ଡ ଶୋ ୨୦୨୪'। ନଭେମ୍ୱର ୨୫ରେ ଏହି ଶୋ' ନ୍ୟୁର୍କ ସିଟିରେ ଆୟୋଜିତ ହେବାକୁ ଯାଉଛି । ଏହି ଶୋ'ରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ତଥା…

ସୁଭଦ୍ରା ଯୋଜନା: ପୁରୀରେ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ହୋଇଛି ରେଜିଷ୍ଟ୍ରେସନ୍

ପୁରୀ: ଆସନ୍ତା ୧୭ ତାରିଖରେ ମହିଳାଙ୍କୁ ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ବଣ୍ଟନ କରିବେ ପ୍ରଧାନ ମନ୍ତ୍ରୀ ମୋଦି । ବର୍ତ୍ତମାନ ସୁଦ୍ଧା ୩୦ ଲକ୍ଷ ମହିଳାଙ୍କ ସୁଭଦ୍ରା ଯୋଜନାରେ ରେଜିଷ୍ଟର ସରିଛି । ପୁରୀରେ ପ୍ରାୟ ୧ ଲକ୍ଷ ୧୭ ହଜାରରୁ ଉର୍ଦ୍ଧ୍ଵ ରେଜିଷ୍ଟ୍ରେସନ୍ ହୋଇଛି । ଭେରି ଫାଏଡ ଆକାଉଣ୍ଟ…

୪ କୁଖ୍ୟାତ ବାଘ ଶିକାରୀ ଗିରଫ

ମୟୂରଭଞ୍ଜ:୪ କୁଖ୍ୟାତ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ । ଗତ କିଛି ବର୍ଷ ଧରି ଏହି ଶିକାରୀ ମାନେ ଜଙ୍ଗଲରେ ମହାବଳ ବାଘ ଶିକାର କରୁଥିଲେ । ଗିରଫ ଶିକାରୀମାନେ ହେଲେ ଥୁପୁଲ ହେମ୍ବ୍ରମ, ନିତାଇ ମୁର୍ମୁ, ମହାତୋ କିସ୍କୁ ଓ ସାରୁ ମୁର୍ମୁ । ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ଘଟିଛି ।…

ଉପରମୁହାଁ ଡେଙ୍ଗୁ, ଡରାଇଲାଣି ସ୍କ୍ରବ୍ ଟାଇଫସ୍‌, ମଙ୍କିପକ୍ସ

ଭୁବନେଶ୍ବର: ରାଜ୍ୟରେ ଥମିବାର ନାଁ ନେଉନି ଡେଙ୍ଗୁ । ଏଯାବତ ୫ ହଜାର ଟପିଲାଣି । ସେପଟେ ମୁଣ୍ଡ ଟେକିଲାଣି ମଙ୍କିପକ୍ସ ଆଉ ସ୍କ୍ରବ ଟାଇଫସ୍ । ଯାହା ଏବେ ଚିନ୍ତାର କାରଣ ହୋଇଥିବା ବେଳେ ମଙ୍କିପକ୍ସ ଓ ବାର୍ଡଫ୍ଲୁ ନେଇ ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ମିଳିଥିବା ସୂଚନା…

ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର

ଭୁବନେଶ୍ବର: ଆଦାନୀ ହାତକୁ ଗଲା ଗୋପାଳପୁର ବନ୍ଦର । ବନ୍ଦରର ୯୫% ଅଂଶଧନ ହାସଲ କଲା ଆଦାନୀ ଗ୍ରୁପ । ଆଉ ବାକି ୫% ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ରହିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ୯୫%:୫% ଅଂଶଧନ ଚୁକ୍ତିନାମାକୁ ମଞ୍ଜୁରୀ ମିଳିଛି । ତେବେ ଗୋପାଳପୁର  ପୋର୍ଟସ ଲିମିଟେଡ…

ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା ମୋହର

ଭୁବନେଶ୍ବର: ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ବାଜିଲା କ୍ୟାବିନେଟ ମୋହର । ଅଗ୍ନିବୀରଙ୍କ ପାଇଁ ରାଜ୍ୟ ୟୁନିଫର୍ମ ସର୍ଭିସରେ ୧୦% ସ୍ଥାନ ସଂରକ୍ଷଣକୁ  କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ନିବୀରଙ୍କ ସଂରକ୍ଷଣ ନେଇ ଘୋଷଣା…