Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୨୦୨୪-୨୫ ଆର୍ଥିକ ବର୍ଷରେ କ୍ରୀଡା ବିକାଶ ପାଇଁ ୧,୩୧୫ କୋଟି ଟଙ୍କା ଆବଣ୍ଟନ କଲେ ସରକାର

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷ ରେ ଓଡିଶା ସରକାର ୧,୩୧୫ କୋଟି ଟଙ୍କା କ୍ରୀଡା ଏବଂ ଯୁବସେବା ପାଇଁ ବ୍ୟୟ କରିବାକୁ ନିର୍ଧାରିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷର କ୍ରୀଡା ବଜେଟ କୁ ବିଗତ ବର୍ଷ ଠାରୁ ୯୮ କୋଟି ଟଙ୍କା ଅଧିକ ବଢାଇଛନ୍ତି, ଯାହା ବିଗତ ବର୍ଷ ୧,୨୧୭ କୋଟି…

ରାହୁଲଙ୍କ ବୟାନବାଜିକୁ ଶାହଙ୍କ କଡା କାଉଣ୍ଟର

ନୂଆଦିଲ୍ଲୀ: ଆମେରିକା ଗସ୍ତରେ ରାହୁଲ ଗାନ୍ଧିଙ୍କ ବିଭିନ୍ନ ବୟାନକୁ ନେଇ ଚର୍ଚ୍ଚା। ଅନେକ ପ୍ରସଙ୍ଗରେ ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ବିଜେପି ଖଡ୍ଗହସ୍ତ। ଭାରତରେ ଶିଖ୍ ଅଧିକାର ସଂପର୍କିତ ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ ଘେରିଛି ବିଜେପି। ଏବେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ…

ବରଗଡରେ ସ୍କ୍ରବ ଟାଇଫସ, ଗଲାଣି ୩ ଜୀବନ

ବରଗଡ: ଚଳିତ ସପ୍ତାହରେ ବରଗଡର ଏକ ଘରୋଇ କ୍ଲିନିକରେ ସ୍କ୍ରବ୍ ଟାଇଫସରେ ତିନି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ନେଇ ବୁଧବାର ଦିନ ସୂଚନା ଦେଇଛନ୍ତି ସିଡିଏମଓ ନିରୁପମା ଷଡଙ୍ଗୀ। ସେ କହିଛନ୍ତି, ଏହି ମାସରେ ELISA ଟେଷ୍ଟ ଦେଇଥିବା ୨୦ଜଣଙ୍କ ମଧ୍ୟରେ ତିନୋଟି ମାମଲା ଚିହ୍ନଟ ହୋଇଛି।…

‘ବାଲିଯାତ୍ରାକୁ ନେଇ ଲାଗୁ ହେଉ ପୁରୁଣା ପ୍ରକ୍ରିୟା’

ଭୁବନେଶ୍ୱର: ଆଜି ବିଧାନସଭାରେ ବାଲିଯାତ୍ରା କଥା ଉଠାଇଛନ୍ତି କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ କହିଛନ୍ତି ବାଲିଯାତ୍ରାରେ ଦୋକାନ ନିଲାମ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରାଯାଉ । ପୂର୍ବ ରୁ ଯାହା ଚାଲିଥିଲା ସେହି ପ୍ରକ୍ରିୟାରେ ଦୋକାନ କରିବା ପାଇଁ ସୁଲଭ ମୂଲ୍ୟରେ ଦୋକାନ…

ରାସନ କାର୍ଡକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା

ଭୁବନେଶ୍ୱର: ରାସନକାର୍ଡକୁ ନେଇ ଆସିଲା ବଡ ଅପଡେଟ୍ । ବିଧାନସଭାରେ ବିଧାୟିକା ସୋଫିଆ ଫିରର୍ଦ୍ଦୋସଙ୍କ ପ୍ରଶ୍ନରେ ଉତ୍ତର ରଖି ଖାଦ୍ୟ ଯୋଗାଣ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ୨୦୧୬-୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାସନ କାର୍ଡରୁ ୧୬ ଲକ୍ଷ ୨୭ ହଜାର ୯୨୦ ଜଣଙ୍କ…

ମାଗଣାରେ ମିଳିବନି ବିଦ୍ୟୁତ୍ ସେବା: ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମାଗଣାରେ ମିଳିବନି ବିଦ୍ୟୁତ୍ ସେବା। ରାଜ୍ୟ ସରକାରଙ୍କ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ବିତରଣ ଉପରେ ବୁଧବାର ଏଭଳି ପ୍ରତିକ୍ରିୟା ରଖିଛନ୍ତି ଓଡିଶା ଉପମୁଖ୍ୟମନ୍ତ୍ରୀ କେ.ଭି ସିଂ ଦେଓ । ସେ ଆହୁରି ମଧ୍ଯ କହିଛନ୍ତି ଯେ, ଖର୍ଚ୍ଚ ହୋଇଥିବା ବିଦ୍ୟୁତ୍ ପାଇଁ ଦେୟ ଦେବାକୁ ପଡିବ।…

କୁକୁରଙ୍କ ପାଇଁ ଶ୍ମଶାନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବିଧାନସଭାରେ ନଗର ଉନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, କୁକୁରଙ୍କ ପାଇଁ ଶ୍ମଶାନ କରାଯିବ । ଟ୍ବିନ ସିଟି ସମେତ ରାଜ୍ୟର କିଛି ପ୍ରମୁଖ ସହରରେ ଶ୍ମଶାନ କରାଯିବ । ଯଦିଓ ଏବେ ଯାଏ ବିଭାଗ ଏ କଥାକୁ ବିଚାର କରି ନାହିଁ । ଆଗକୁ ପରିବେଶ ଦିଗ ଏବଂ…

ବିଲ୍ଡିଂର ସେଣ୍ଟ୍ରିଂ ଚାଲିଥିବାବେଳେ ଛିଣ୍ଡି ପଡିଲା କ୍ରେନ୍

ଭୁବନେଶ୍ୱର: ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଖସିଲା କ୍ରେନ । ଏଥିରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଭୁବନେଶ୍ବର ୟୁନିଟ୍-୮ ଓଏମସି କଲୋନୀରେ ଚାଲିଥିଲା ନିର୍ମାଣ କାର୍ଯ୍ୟ । ଖବର ମୁତାବକ, ଆଜି ରାଜଧାନୀର ଓଏମସି କଲୋନୀରେ ୧୦ ତାଲା ବିଲ୍ଡିଂର…

‘ୱାର-୨’ ରେ ହ୍ରିତିକ ଓ କିଆରାଙ୍କ ଭରପୂର ରୋମାନ୍ସ

ମୁମ୍ବାଇ: ୨୦୨୫ରେ ବଡ଼ ପରଦାକୁ ଆସିବ 'ୱାର-୨'। ଏହି ବହୁଚର୍ଚ୍ଚିତ ଫିଲ୍ମରେ ମୁଖ୍ୟ ନାୟକ ଭୂମିକାରେ ଅଭିନୟ କରିଛନ୍ତି ହ୍ରିତିକ ରୋଶନ। ମୂଳ ଫିଲ୍ମ ଭଳି ଏଥିରେ ମଧ୍ୟ ସେ ଏଜେଣ୍ଟ କବୀର ଚରିତ୍ରରେ ନିଜର ଆସିବେ। ତେବେ ତାଙ୍କ ସହ ଲିଡ୍ ଲେଡି ଭାବେ ନଜର ଆସିବେ କିଆରା ଆଡଭାନି। ଉଭୟ ଖୁବଶୀଘ୍ର…

ମଙ୍ଗଳବାର ଆସିବେ ମୋଦି, ମହିଳାଙ୍କ ଖାତାକୁ ଯିବ ସୁଭଦ୍ରାର ପ୍ରଥମ କିସ୍ତି

ଭୁବନେଶ୍ବର: ଆସନ୍ତା ମଙ୍ଗଳବାର ସେପ୍ଟେମ୍ବର ୧୭ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାକୁ ଓଡିଶାରେ ଶୁଭାରମ୍ଭ କରିବେ । ଏନେଇ ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତର ସଂପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି ହୋଇଛି । ତେବେ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୧ଟା ୩୫…