Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନମାଜ ପାଠ ବେଳେ ଇସ୍ରାଏଲର ରକେଟ ମାଡ, ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡିଲା ୧୦୦ ମୃତଦେହ

ଗାଜା: ଗାଜାର ଦାରାଜ ସହରରେ ଶନିବାର ଇସ୍ରାଏଲ ସେନା ଏକ ସ୍କୁଲ ଉପରେ ସାଙ୍ଘାତିକ ଆକ୍ରମଣ କରିଛି। ଏଥିରେ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଏଥିରେ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ମହିଳା, ପିଲା ଏବଂ ବରିଷ୍ଠ ନାଗରିକ ଅଛନ୍ତି। ପାଲେଷ୍ଟାଇନ ନ୍ୟୁଜ ଏଜେନ୍ସି ସୂଚନା…

ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା ଏସଓପି

ଭୁବନେଶ୍ୱର: ଅଗଷ୍ଟ ୧୫ ତାରିଖରେ ବହୁ ଚର୍ଚ୍ଚିତ ‘ସୁଭଦ୍ରା ଯୋଜନା’ ପାଇଁ ଓଡିଶା ସରକାର ଜାରି କରିବ ଏସଓପି। ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଗଣମାଧ୍ୟମକୁ…

ଆସନ୍ତାକାଲିଠାରୁ କମିବ ବର୍ଷାର ପରିମାଣ, ପୁଣି ୧୪ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଶନିବାର ଓଡିଶାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ସୁନ୍ଦରଗଡ, ଝାରସୁଗୁଡା, କୋରାପୁଟ, ମାଲକାନଗିରି ଏବଂ କେନ୍ଦୁଝର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ସତର୍କତା…

ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆରଏସଏସ୍ ମୁଖ୍ୟ, ଏହି ସବୁ ଦିଗ ଉପରେ କଲେ ଆଲୋଚନା

ପୁରୀ: ପୁରୀ ଗୋବର୍ଦ୍ଧନ ପୀଠରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି ଆରଏସଏସ୍ ମୁଖ୍ୟ ମୋହନ ଭାଗବତ । ଏହି ଅବସରରେ ଦେଶର ସାମ୍ପ୍ରତିକ ପରିସ୍ଥିତି ଏବଂ ଆରଏସଏସ ର କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ…

କେମିତି ୧୦ଘଣ୍ଟାରେ ୪.୬କେଜି ଓଜନ କମାଇଲେ ଅମନ ସେହରାଓ୍ବତ?

ପ୍ୟାରିସ: ଅଚାନକ ବଢିଲା ରେସଲର ଅମନ ସେହରାଓ୍ବତଙ୍କ ଓଜନ । ସାରା ରାତି ଅନିଦ୍ରା ରହି ୧୦ଘଣ୍ଟାରେ କମାଇଲେ ୪.୬ କେଜି ଓଜନ । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଷ ୫୭ କେଜି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି ଅମନ ସେହରାଓ୍ବତ । ତେବେ ଅଲିମ୍ପିକ୍ସ ପଦକ ଯାଏଁ ଅମନଙ୍କ ଯାତ୍ରା ଏତେ ସହଜ ନଥିଲା ।…

ଆସିଲା ଆଳୁ, ୩ କିଲୋକୁ ୧୦୦ ଟଙ୍କା

ଭୁବନେଶ୍ବର: ଏବେ ରାଜ୍ୟରେ ଆଳୁ ଦର ତଳମୁହାଁ ହେଉନଥିବାରୁ ଏହାକୁ ନେଇ ସମସ୍ତ ପ୍ରଚେଷ୍ଟା ଜାରି ରଖିଛନ୍ତି ସରକାର । ଏଥିପାଇଁ ନାଫେଡ୍ ଜରିଆରେ ଆଳୁ ଆଣି କେଜି ପିଛା ୩୦ ଟଙ୍କା ଦରରେ ରାଜ୍ୟବାସୀଙ୍କୁ ଯୋଗାଇବା ପାଇଁ କହିଥିଲେ ଯୋଗାଣ ମନ୍ତ୍ରୀ । ଏହା ପରେ ଆଜି ନାଫେଡ୍ ଜରିଆରେ ଆଳୁ ଆସି…

‘ନିଜର ଖଣ୍ଡା ଉଠାଇ ସେଗୁଡିକୁ ତୀକ୍ଷ୍ଣ ରଖ ଯୁଦ୍ଧାଭ୍ୟାସ କର, ଶାନ୍ତି ସହଜରେ ମିଳିନଥାଏ’

ନୂଆଦିଲ୍ଲୀ: ବାଂଲାଦେଶ ଏବେ ହିଂସା ଓ ରାଜନୈତିକ ସଂକଟ ଦେଇ ଗତି କରୁଛି । ଏହା ମଧ୍ୟରେ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟ ମାଧ୍ୟମରେ କଙ୍ଗନା ଦେଶର ଲୋକଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଛନ୍ତି । ସେ ଲେଖିଛନ୍ତି ନିଜ ଲୋକ ତଥା ନିଜ ଦେଶ…

କୋଲକାତା ହରର…ବଢିଲା ତାତି

କୋଲକାତା: ପଶ୍ଚିମବଙ୍ଗ ସରକାରୀ ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା। ସାମନାକୁ ଆସିଛି ଭୟଙ୍କର ଅପରାଧର ଛାତିଥରା କାହାଣୀ । ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜ ହଷ୍ଟେଲରେ ଘଟଣା ଘଟିଛି । ଗତ ଗୁରୁବାର ରାତ୍ରୀଭୋଜନ ପରେ ପିଜି ଦ୍ବିତୀୟ ବର୍ଷର ମେଡିକାଲ…

ମହାପ୍ରଭୁଙ୍କ ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ: ଶ୍ରୀମନ୍ଦିର ପ୍ରତିହାରୀ ସେବକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ । ଆଜି ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ବାର ଫିଟା ନୀତି ବେଳେ ୩୫ ମିନିଟ୍ ବିଳମ୍ବରେ ପ୍ରତିହାରୀ ସେବକ ପହଞ୍ଚିବାରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ତେବେ…

ଛାତିରେ ଯନ୍ତ୍ରଣା କାରଣରୁ ଏମ୍ସରେ ଭର୍ତ୍ତି ହେଲେ ଆଶାରାମ ବାପୁ

ଯୋଧପୁର: ଅସୁସ୍ଥ କାରଣରୁ ମେଡିକାଲରେ ଭର୍ତ୍ତି ହେଲେ ଆଶାରାମ ବାପୁ । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଆଶାରାମଙ୍କୁ ଯୋଧପୁର ଏମ୍ସରେ ଭର୍ତ୍ତି କରାଯାଇଛି । ଯୌନ ଉତ୍ପୀଡ଼ନ ମାମଲାରେ ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଯୋଧପୁର ସେଣ୍ଟ୍ରାଲ ଜେଲରେ ସଜା କାଟୁଛନ୍ତି ଆଶାରମ । ଖବର…