Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବନ୍ଦ ସ୍କୁଲରୁ ଫିଟିବ ତାଲା! ୭ ହଜାର ସ୍କୁଲ ହୋଇଛି ମିଶ୍ରଣ

ଭୁବନେଶ୍ୱର: ବନ୍ଦ ହୋଇଯାଇଥିବା ସ୍କୁଲକୁ ପିଲା ଫେରିବେ। ମିଶ୍ରଣ ହୋଇଥିବା ସ୍କୁଲକୁ ଅଲଗା କରାଯିବ। ମିଶ୍ରଣ ଯୋଗୁଁ ସ୍କୁଲରେ ପଡିଥିଲା ତାଲା। ବର୍ତ୍ତମାନ ସବୁ ମିଶ୍ରଣ ସ୍କୁଲକୁ ଅଲଗା କରାଯିବ। ପୁଣି ପିଲା ଫେରିବେ, ପୁଣି ନାମ ଲେଖା ହେବ। ବନ୍ଦ ସ୍କୁଲ ତାର ସ୍ଥିତି ଫେରିପାଇବ। ନିଜର…

ହାଥରସ ଧାର୍ମିକ ସମାବେଶରେ ମୃତ୍ୟୁ ସଂଖ୍ୟା ଟପିଲା ୮୦, କିଏ ଏହି ଆତ୍ମଘୋଷିତ ବାବା?

ଲକ୍ଷ୍ନୈା: ଉତ୍ତରପ୍ରଦେଶର ହାଥରସ ଜିଲ୍ଲାରେ ଏକ ଧାର୍ମିକ ସମାବେଶରେ ଘଟିଥିବା ଦଳଚକଟା ଘଟଣାରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ସାକର ବିଶ୍ୱ ହରି ବା ଭୋଲେ ବାବା ନାମରେ ପରିଚିତ ନାରାୟଣ ସାକର ହରିଙ୍କ ଦ୍ୱାରା ପରିଚାଳିତ ସତ୍ସଙ୍ଗର ଶେଷରେ ଏହି ଘଟଣା…

ଜୁଲାଇ ୫ରୁ ରତ୍ନ ଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ!

ଭୁବନେଶ୍ୱର:  ରତ୍ନ ଭଣ୍ଡାରରେ ମୂଲ୍ୟବାନ ସାମଗ୍ରୀର ଯାଞ୍ଚ ପାଇଁ ଗଠିତ କମିଟିର ନେତୃତ୍ୱ ନେଉଥିବା ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସୁଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଜଷ୍ଟିସ୍ ଅରିଜିତ ପଶାୟତ ଜୁଲାଇ ୫ ତାରିଖରେ ପୁରୀରେ ରତ୍ନ ଭଣ୍ଡାର…

ବଲ୍ଲେ ବଲ୍ଲେ ଢାବା ପରେ କୁସୁମା ବଙ୍ଗଳା

ଯାଜପୁର: ଧର୍ମଶାଳାର ବଲ୍ଲେ ବଲ୍ଲେ ଢାବା ପରେ ଯାଜପୁର କୁସୁମା ବଙ୍ଗଳାକୁ ନେଇ ଉଠିଲାଣି ବିବାଦ । ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ପୋଖରୀରେ ତିଆରି ହୋଇଥିଲା ବିଳାସପୂର୍ଣ୍ଣ ବଙ୍ଗଳା। ବଲ୍ଲେ ବଲ୍ଲେ ଢାବା ଭଳି କୁସୁମା ବଙ୍ଗଳାକୁ ନେଇ ବି ସ୍ଥାନୀୟ ଲୋକେ ସାଂଘାତିକ ଅଭିଯୋଗ…

ବିକାଶର ଗ୍ୟାରେଂଟି ନୁହେଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା

ଭୁବନେଶ୍ଵର: ବିହାର ଓ ଓଡିଶା ଭଳି କିଛି ରାଜ୍ୟ କେନ୍ଦ୍ରଠାରେ ବହୁ ବର୍ଷ ଧରି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଭାବେ ମାନ୍ୟତା ପାଇଁ ଦାବି କରିଆସୁଛନ୍ତି । ଆର୍ଥିକ ଦୃଷ୍ଟିରୁ ପଛୁଆ ହୋଇଥିବାରୁ ବିହାର ଓ ଓଡିଶା କେନ୍ଦ୍ରଠାରେ ବାରମ୍ବାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସିଛନ୍ତି । ଏହି…

ରଣକ୍ଷେତ୍ର ପାଲଟିଲା ମାଷ୍ଟର କ୍ୟାଣ୍ଟିନ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରର ମାଷ୍ଟର କ୍ୟାଣ୍ଟିନ ଛକ ପାଲଟିଲା ରଣକ୍ଷେତ୍ର । ମାଷ୍ଟର କ୍ୟାଣ୍ଟିନରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ କର୍ମୀ । ରାହୁଲଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ହଙ୍ଗାମା ହୋଇଥିବା ସୂଚନା । ପୋଲିସ ଉପସ୍ଥିତିରେ ପରସ୍ପର ଉପରକୁ ଟେକାପଥର, ଗୋବର…

ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’

ନୂଆଦିଲ୍ଲୀ: ସୋମବାର ରାହୁଲଙ୍କ ବୟାନକୁ କାଉଣ୍ଟର କରି ଆଜି କିଛି ଏମିତି ଢଙ୍ଗରେ କହିଛନ୍ତି ମୋଦି, ଯେଉଁଥିରେ ସାପ ମରିଯାଇଛି ହେଲେ ବାଡି ଭାଙ୍ଗିନି । ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ସଂସଦରେ ନିଜର ଅଭିଭାଷଣରେ ଜୋର ଦାର କାଉଣ୍ଟର କରିଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀ…

‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ…

କାହିଁକି ସବୁଜରୁ ଗେରୁଆ ରଙ୍ଗ ହେଉଛି ଲକ୍ଷ୍ମୀ ବସ୍ ?

ଭୁବନେଶ୍ବର: ଶଙ୍ଖ ପୋଷ୍ଟର ହଟିଥିଲା, ଏବେ ବଦଳିଲା ରଙ୍ଗ । ସବୁଜରୁ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଢେଙ୍କାନାଳରେ ବସର ରଙ୍ଗ ବଦଳକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାହା ନିର୍ଦ୍ଦେଶରେ ବସର ରଙ୍ଗ ବଦଳା ଯାଉଛି, ସେନେଇ ଜଣାପଡିନି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ…

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି…