Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା…

ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରା ପାଇଁ ୨ ଦିନ ସରକାରୀ ଛୁଟି । ବିରଳ ତିଥି ଅନୁଯାୟୀ ଏଥର ରଥଯାତ୍ରା ଦୁଇଦିନ ପଡୁଥିବାରୁ ଉକ୍ତ ଦୁଇଦିନକୁ ଛୁଟି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମଙ୍ଗଳବାର ପୁରୀରେ ରଥଯାତ୍ରା ସମୀକ୍ଷା ବୈଠକରେ କିଛି ଏମିତି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ…

ରାଜ୍ୟରେ ଖୋଲିବ ବନ୍ଦ ହୋଇପଡିଥିବା ସ୍କୁଲ୍

ଭୁବନେଶ୍ବର: ରାଜ୍ୟରେ ଖୋଲିପାରେ ବନ୍ଦ ହୋଇପଡିଥିବ ସ୍କୁଲ୍ । ବିଜେଡି ସରକାର ବନ୍ଦ କରି ଦେଇଥିବା ଅନେକ ସ୍କୁଲ ଗୁଡିକ ଖୋଲି ପାରନ୍ତି ବିଜେପି ସରକାର । ଏମିତି କିଛି ଯୋଜନା ଚାଲିଛି ବୋଲି ମନ୍ତବ୍ୟ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏନେଇ ମନ୍ତ୍ରୀ…

ବଦଳା ଚାଲିଛି ଲକ୍ଷ୍ମୀ ବସ୍ ରଙ୍ଗ, ଲାଗିଛି ‘ମୁଖ୍ୟମନ୍ତ୍ରୀ ବସ୍ ସେବା’ ଟ୍ୟାଗ୍

ଢେଙ୍କାନାଳ: ବଦଳିଯାଇଛନ୍ତି ସରକାର । ଏବେ ବଦଳାଚାଲିଛି ପୂର୍ବତନ ସରକାର ଦେଇଆସୁଥିବା ସମସ୍ତ ଯୋଜନାର ରୂପରଙ୍ଗ । ସେଇ ପୁରୁଣା ସେବା ହେଲେ ନୂଆ ଢଙ୍ଗରେ ଜନତାଙ୍କୁ ଭେଟିଦେବେ ନୂଆ ସରକାର । ଏଥିପାଇଁ ବଦଳା ଚାଲିଛି ରଙ୍ଗ । ଯାହା ସବୁଜ ଥିଲା ତାହା ଏବେ ଗେରୁଆ କରାଯାଉଛି । ଏମିତି କିଛି…

ଭାଙ୍ଗିଲା ଜନତା ଏବଂ ସରକାର ମଧ୍ୟରେ ପାଚେରୀ, ଦୀର୍ଘ ବର୍ଷ ପରେ ଲୋକଙ୍କ ଦୁଃଖ ସିଧା ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଜନତା ଦରାବର। ଲୋକେ ଶୁଣାଇଲେ ସମସ୍ୟା, ଆଉ ମୁଖ୍ୟମନ୍ତ୍ରୀ ସଙ୍ଗେସଙ୍ଗେ ଦେଲେ ସମାଧାନର ନିର୍ଦ୍ଦେଶ। ଦୀର୍ଘ ବର୍ଷ ପରେ ଓଡ଼ିଶାରେ ଲୋକମାନେ ନିଜ ଦୁଃଖ ବା ସମସ୍ୟା ଶୁଣାଇଛନ୍ତି ନିଜ ମୁଖ୍ୟମନ୍ତ୍ରୀଙ୍କୁ। ମୁଖ୍ୟମନ୍ତ୍ରୀଙ୍କ…

ସପ୍ତଶଯ୍ୟାରେ ନିଖୋଜ ଯୁବକ ଘଟଣା: ଫେରିବା ବେଳେ ଗୁଗୁଲ୍ ମ୍ୟାପ କରିଥିଲା ବାଟବଣା

ଢେଙ୍କାନାଳ: ହାତରେ ସ୍ମାର୍ଟ ଫୋନ୍ ସହିତ ମୋବାଇଲ ଅଛି ମାନେ ଏବେ ଜଣେ ଯୁଆଡ଼େ ଚାହିଁବ ସିଆଡେ ଯାଇପାରିବ। ଏହପରି ଏକ ଧାରଣା କିନ୍ତୁ ଜଙ୍ଗଲ ଭିତରେ ବିପଦକୁ ଡାକିଆଣିଥିଲା। ଢେଙ୍କାନାଳ ସପ୍ତଶଯ୍ୟା ପାହାଡ ବୁଲିବାକୁ ଯାଇ ନିଖୋଜ ପରେ ଉଦ୍ଧାର ହୋଇଥିବା ଯୁବକ କିପରି ଗୁଗୁଲ ମ୍ୟାପ ବାଟବଣା…

ବାର୍ବାଡୋସରେ ପାଗରେ ସୁଧାର ଆସିଲେ ଟିମ୍ ଇଣ୍ଡିଆ ଚାର୍ଟର ବିମାନରେ ଭାରତ ଫେରିବ!

ନୂଆଦିଲ୍ଲୀ: ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତୀୟ କ୍ରିକେଟ୍ ଦଳ ସୋମବାର ସକାଳେ କ୍ୟାରିବିଆନ୍ ଦ୍ୱୀପପୁଞ୍ଜରେ କ୍ୟାଟେଗୋରୀ-୪ ବାତ୍ୟା ଆସିବା ପରେ ବାର୍ବାଡୋସରେ ଫସି ରହିଛି। ଶନିବାର ଟି-୨୦ ବିଶ୍ୱକପ୍ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିବା ଦଳ ଏବେ ଏକ ପଞ୍ଚତାରକା ହୋଟେଲରେ…

ବଲ୍ ନୁହେଁ ବିଶ୍ୱକପ୍ ଉଡ଼ିଯାଉଥିଲା ତେଣୁ ଧରିନେଲି କହିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ପ୍ରେସ ବକ୍ସର ଠିକ୍ ତଳେ ବଲଟି ପଡ଼ିବାକୁ ଯାଉଥିଲା। ଯାହାକି ପ୍ରଥମେ ଦେଖାଯାଉନଥିଲା । ଯଦିଓ ଟିଭିରେ ଦର୍ଶକ ଦେଖୁଥିଲେ ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ୱସନୀୟ କ୍ୟାଚ୍ । ତେଣୁ ବୋଧହୁଏ ନିଶ୍ଚିତ ଥିଲେ ଯେ ଡେଭିଡ୍ ମିଲର ଆଉଟ୍ ହୋଇଛନ୍ତି, କିନ୍ତୁ ଯେଉଁଠି କ୍ୟାଚ ଧରାଯାଇଥିଲା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ: ରାହୁଲ ଗାନ୍ଧୀଙ୍କୁ ‘ସଂସ୍କୃତି’ କଥା କହି ବାଚସ୍ପତି…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭା ଅଭିଭାଷଣରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯେତେବେଳେ ଆପଣ ସାମ୍ବିଧାନିକ ପଦବୀରେ ରହିବେ,…