Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ବଲ୍ ନୁହେଁ ବିଶ୍ୱକପ୍ ଉଡ଼ିଯାଉଥିଲା ତେଣୁ ଧରିନେଲି କହିଲେ ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ପ୍ରେସ ବକ୍ସର ଠିକ୍ ତଳେ ବଲଟି ପଡ଼ିବାକୁ ଯାଉଥିଲା। ଯାହାକି ପ୍ରଥମେ ଦେଖାଯାଉନଥିଲା । ଯଦିଓ ଟିଭିରେ ଦର୍ଶକ ଦେଖୁଥିଲେ ସୂର୍ଯ୍ୟକୁମାର ଯାଦବଙ୍କ ଅବିଶ୍ୱସନୀୟ କ୍ୟାଚ୍ । ତେଣୁ ବୋଧହୁଏ ନିଶ୍ଚିତ ଥିଲେ ଯେ ଡେଭିଡ୍ ମିଲର ଆଉଟ୍ ହୋଇଛନ୍ତି, କିନ୍ତୁ ଯେଉଁଠି କ୍ୟାଚ ଧରାଯାଇଥିଲା…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ: ରାହୁଲ ଗାନ୍ଧୀଙ୍କୁ ‘ସଂସ୍କୃତି’ କଥା କହି ବାଚସ୍ପତି…

ନୂଆଦିଲ୍ଲୀ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୋମବାର ଲୋକସଭା ଅଭିଭାଷଣରେ ବାଚସ୍ପତି ଓମ୍ ବିର୍ଲାଙ୍କୁ ଟାର୍ଗେଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗରେ ମୁଣ୍ଡ ନୁଆଁଇଥିବା ଅଭିଯୋଗ କରିଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ଯେତେବେଳେ ଆପଣ ସାମ୍ବିଧାନିକ ପଦବୀରେ ରହିବେ,…

ରଥଯାତ୍ରା ଦିନ ମନ୍ଦିର ଭିତରକୁ ଭିଆଇପିଙ୍କୁ ପ୍ରବେଶ ମନା, କାଲି ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ପୁରୀ: ଆସନ୍ତାକାଲି ପୁରୀରେ ରଥଯାତ୍ରାର ଚୂଡ଼ାନ୍ତ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆସନ୍ତା ୬ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୂ। ଏଥିସହ ସେ ୭ ତାରିଖରେ ଆୟୋଜିତ ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ। ତେଣୁ…

ପୁଣି କୋର୍ଟର ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଗିରଫକୁ ଚାଲେଞ୍ଚ କରି ଦିଲ୍ଲୀ ହାଇକୋର୍ଟର ଦ୍ବାରସ୍ଥ ହେଲେ କେଜ୍ରିଓ୍ବାଲ । ମଦ ଦୁର୍ନୀତି ସହ ଜଡିତ ଟଙ୍କା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିନି ଦିନିଆ ରିମାଣ୍ଡରେ ନେଇଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ…

ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ ଲିକ୍: ୮ ଜଣ ଗୁରୁତର

ରାଉଲକେଲା: ରାଉଲକେଲା ଷ୍ଟିଲ୍ ପ୍ଲାଣ୍ଟରେ ଘଟିଛି ବଡ ଅଘଟଣ । ପ୍ଲାଣ୍ଟରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ କାରଣରୁ ୮ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟରେ ୫ନଂ ବ୍ଲାଷ୍ଟ ଫର୍ଣ୍ଣେସରେ  ଶ୍ରମିକମାନେ କାମ କରୁଥିବା ସମୟରେ ଷ୍ଟିଲ୍‌ ପ୍ଲାଣ୍ଟର ୫ନଂ…

ପ୍ରକାଶ ପାଇଲା ନିଟ୍ ୟୁଜି ସଂଶୋଧିତ ମେଧା ତାଲିକା

ନୂଆଦିଲ୍ଲୀ: ଦେଶରେ ନିଟ୍ ଓ ନେଟ୍ କୁ ନେଇ ବିରୋଧ ଜାରି ରହିଥିବା ବେଳେ ଏହାରି ଭିତରେ ପ୍ରକାଶ ପାଇଛି ନିଟ୍ ୟୁଜି ୨୦୨୪ର ସଂଶୋଧିତ ମେଧା ତାଲିକା । ଜୁନ ୨୩ରେ ପୁନଃ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ରେଜଲ୍ଟ ଆଜି ପ୍ରକାଶିତ ହୋଇଛି। ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା…

ଭାରତୀୟ ନ୍ୟାୟ ସଂହିତାରେ ଭୁବନେଶ୍ବରରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ଭୁବନେଶ୍ବର: ଆଜି ଦେଶରେ ଲାଗୁ ହୋଇଛି ତିନି ନୂଆ ଆଇନ ଭାରତୀୟ ନ୍ୟାୟ ସଂହିତା(ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା(ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ(ବିଏସଏ) ଲାଗୁ ହୋଇଯାଇଛି । ଲାଗୁ ହେଉ ହେଉ ଦିଲ୍ଲୀରେ ଏନେଇ ପ୍ରଥମ ମାମଲା ରୁଜ୍ଜୁ ହୋଇଥିବା ବେଳେ ଭୁବନେଶ୍ବରରେ…

ଆଜି ପ୍ରଥମ ଦରବାର, ଜନତାଙ୍କ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ଶୁଣାଣି । ସେମାବାର ପ୍ରଥମ ଦରବାରରେ ନାହିଁ ନଥିବା ଭିଡ । ଅଭିଯୋଗ ପ୍ରକୋଷ୍ଠରେ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଥିପାଇଁ ସୋମବାର ସକାଳୁ ସକାଳୁ ଖୋଲିଯାଇଛି ଯୁନିଟ୍ ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ…

ଦେଶରେ ନୂଆ ଆଇନ, ଭାରତୀୟ ନ୍ୟାୟ ସଂହିତାରେ ରୁଜ୍ଜୁ ହେଲା ପ୍ରଥମ ମାମଲା

ନୂଆଦିଲ୍ଲୀ: ହଟିଲା ୧୮୬୦ରୁ ଚାଲିଆସୁଥିବା ବ୍ରିଟିଶ ଆଇନ । ଆଜିଠୁ ସାରା ଦେଶରେ ଲାଗୁ ହେଲା ତିନୋଟି ନୂଆ ଅପରାଧିକ ଆଇନ । ତିନି ଫୌଜଦାରୀ ଆଇନ ଆଇପିସି, ସିଆରପିସି ଓ ଏଭିଡେଣ୍ଟ ଆକ୍ଟ ହଟାଇ ଲାଗୁ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ…