Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡିଶାର ୨୫ ବର୍ଷ ସରକାରରେ ବାଜିବ ଫୁଲଷ୍ଟପ୍, ଏହା ମୋଦି ଗ୍ୟାରେଣ୍ଟି

ମୟୂରଭଞ୍ଜ: ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନରେ ଦଳର ହେଭିଓ୍ବେଟ । ଏଥିପାଇଁ ଆଜି ଓଡିଶା ଗସ୍ତରେ ଆସି ବାରିପଦାବାସୀଙ୍କୁ ପ୍ରଥମେ ଉଦ୍ବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ନିଜର ବକ୍ତବ୍ୟ ରେ ସେ କହିଛନ୍ତି, ଆଜି ଓଡ଼ିଶାରେ ମୋର ନିର୍ବାଚନ ପ୍ରଚାରର ଶେଷ ଦିନ ।…

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର…

‘ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ’

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ପାଣ୍ଡିଆନଙ୍କ ଭିଡିଓକୁ ଦୁର୍ଭାଗ୍ୟଜନକ କହିଲେ ସମୀର ମହାନ୍ତି । ଭିଡିଓରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼ରେ ଆଡ଼େଇ ଦେଉଛନ୍ତି ।ମୁଖ୍ୟମନ୍ତ୍ରୀ କୌଣସି ରବର ଷ୍ଟାମ୍ପ ନୁହନ୍ତି, ତାଙ୍କୁ ଅପମାନିତ କରନ୍ତୁ ନାହିଁ । ସେ ଗୁମାସ୍ତାକୁ ସତର୍କ କରାଇ ଦେଉଛୁ,…

ଶାସନରେ ରହି କ୍ଷମତାର ଅପବ୍ୟବହାର କରିଛନ୍ତି:ଭର୍ତ୍ତୃହରି

ଭୁବନେଶ୍ବର: ପାଣ୍ଡିଆନଙ୍କୁ କଡା ସମାଲୋଚନା କଲେ ବିଜେପି ନେତା ଭର୍ତ୍ତୃହରି ମହତାବ । ଇସିଆଇର କାର୍ଯ୍ୟାନୁଷ୍ଠାନକୁ ନେଇ ପାଣ୍ଡିଆନଙ୍କ ପ୍ରତିକ୍ରିୟାକୁ ସମାଲୋଚନା କରିଛନ୍ତି ଭର୍ତ୍ତୃହରି । କହିଲେ ଯିଏ ଯେଉଁ ପ୍ରକୃତିର ସିଏ ସେଇ ପ୍ରକୃତିର ଲୋକଙ୍କୁ ସମର୍ଥନ କରେ । ଇସିଆଇର…

 ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବଡ ଝଟକା, ଖାରଜ ହେଲା ଅନ୍ତରୀଣ ଜାମିନ ବୃଦ୍ଧି ଆବେଦନ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି, ଜୁନ୍ ୨ରେ ପୁଣି ଯିବେ ଜେଲ୍ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଜାମିନ ବୃଦ୍ଧି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହା ଉପରେ କୌଣସି ବି ଶୁଣାଣି କରିବାକୁ ସିଧା ସିଧା ମନା କରିଦେଇଛନ୍ତି ବିଚାରପତି ।…

ଏସସିବିରେ ଭର୍ତ୍ତି ହେଲେ ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା: ଏସସିବିରେ ଭର୍ତ୍ତି ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଖୋର୍ଦ୍ଧା ଜେଲରୁ ତାଙ୍କୁ ଅଣାଯାଇ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଅସୁସ୍ଥତା କାରଣ ଦର୍ଶାଇ ଓକିଲଙ୍କ ଆବେଦନ ଆଧାରରେ ଆଜି ଭୋର ୪ଟା ସମୟରେ ତାଙ୍କୁ ନମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ।…

ବୁମେରାଂ ହେଲା ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଫିସରଙ୍କ ପାଇଁ ସତର୍କ ଘଣ୍ଟି ?

ଭୁବନେଶ୍ୱର: ନିର୍ବାଚନ ବେଳ ଶେଷ ଥର ପାଇଁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶା ଆସୁଛନ୍ତି । ଶେଷ ପର୍ଯାୟରେ ସମସ୍ତ ବଳ ଲଗାଇ କିଭଳି ଅଧିକ ଆସନ ଓଡିଶାରେ ବିଜେପି ଜିତିବ ସେ ଲକ୍ଷ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାପୂର୍ବରୁ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀଙ୍କ…

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କିଲୋଗ୍ରାମରୁ ଅଧିକ ସୁନା

ପୁରୀ: ଶ୍ରୀମନ୍ଦିର ହୁଣ୍ଡିରୁ ବାହାରିଲା ୧ କିଲୋ ୮୦୦ ମିଲିଗ୍ରାମ ସୁନା । କେହି ଜଣେ ଭକ୍ତ ଏହି ସୁନା ଦାନ କରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିଚୟ ଜଣାପଡିନାହିଁ । ତେବେ ପ୍ରଥମଥର ପାଇଁ ଶ୍ରୀମନ୍ଦିର ହୁଣ୍ଡିରୁ ଏତେ ପରିମାଣର ସୁନା ବାହାରିଥିବା କୁହାଯାଉଛି ।…

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲା: ତ୍ବରିତ ତଦନ୍ତ ପାଇଁ ନିର୍ଦ୍ଦେଶ, ସିସିଟିଭି ଫୁଟେଜର ହେବ ଯାଞ୍ଚ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ନିକୁଞ୍ଜ ବିହାରୀ ଧଳ କାଉଁରୀପାଟଣା ବୁଥ୍ ସହ ଜଡ଼ିତ ସିସିଟିଭି ଫୁଟେଜ୍ ର ସତ୍ୟତା ଯାଞ୍ଚ କରିବାକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆରୁ ଭିଡିଓର ସମୀକ୍ଷା କରି ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ…

ରାସ୍ତା କଡକୁ ଓଲଟିଲା ଯାତ୍ରୀବାହୀ ବସ୍; ୩ ମୃତ, ୩୦ରୁ ଉର୍ଦ୍ଧ୍ବ ଆହତ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡକୁ ଓଲଟି ପଡିଲା ଯାତ୍ରୀବାହୀ ବସ୍‌ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତଙ୍କୁ ସ୍ଥାନୀୟ ମେଡ଼ିକାଲ୍‌ ରେ ଭର୍ତ୍ତି କରାଯାଇଛି । ଖବରମୁତାବକ, ‘ସାଲୁଙ୍କି’ ନାମକ ଏକ…