Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଦୋହରାଇଲେ ଏଥର ଓଡ଼ିଶାରେ ବିଜେପି ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ…

ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ

ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ…

‘ଇଣ୍ଡିଆ ମେଣ୍ଟରେ ସାମିଲ ହେବେନି, କିନ୍ତୁ ମୋ ହୃଦୟ ସେଠି ରହିବ’

କୋଲକତା: ଆସନ୍ତା ୧ ତାରିଖରେ ବିରୋଧୀ ମେଣ୍ଟ ଇଣ୍ଡିଆର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ହେଲେ ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗଦେବେନି । ବାତ୍ୟା ରେମାଲ ଓ ସେହି ଦିନ ରାଜ୍ୟରେ ହେବାକୁ ଥିବା ଭୋଟ୍ ପାଇଁ ସେ ବୈଠକରେ ଯୋଗଦେବେନି ବୋଲି…

ମନ୍ତ୍ରୀ ଯାଇଥିଲେ ଭୋଟ୍ ପାଇଁ ପ୍ରଚାର କରି, ପିଇବା ପାଣି କଥା ଉଠାଇ ଘେରିଗଲେ ଗାଁ ଲୋକେ

ପୁରୀ: ନିର୍ବାଚନ ବେଳେ କୁହାଯାଏ ଜନତା ହେଉଛନ୍ତି ସବୁକିଛି। ବିଭିନ୍ନ ସମୟରେ ସମସ୍ୟା ଉପସ୍ଥାପନ କରିବା ଏବଂ ଭୋଟ୍ ବେଳେ ସମସ୍ୟା ଉଠାଇବାରେ ରହିଛି ତଫାତ। ଯାହାର ଫାଇଦା ନେଇ ଜନତା ଏବେ ତାଙ୍କ ନେତାଙ୍କୁ ମଧ୍ୟ ସମସ୍ଯାର ସମାଧାନ କାହିଁକି ହୋଇନି ବୋଲି ଅଭିଯୋଗ କରି ଜବାବ ଲୋଡୁଛନ୍ତି।…

କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା, ମିଳିଲାନି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାରଙ୍କୁ ଝଟକା । ଆପ୍‌ ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଦିଲ୍ଲୀର ତିସ ହଜାରି କୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଆଜି ଜାମିନ ଆବେଦନ ଶୁଣାଣି ବେଳେ ସ୍ବାତୀ କୋର୍ଟରେ…

ଜଗଦ୍ଦେବଙ୍କଠୁ ନେଇ ସୁଶାନ୍ତ ବେହେରା.. କାଠଗଡ଼ାରେ ପୋଲିସ ଏବଂ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ନିର୍ବାଚନ ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଏବଂ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଭିମୁଖ୍ୟ ନିରପେକ୍ଷ ବୋଲି କହୁଯାଇପାରିବ ନାହିଁ ବୋଲି ବିରୋଧୀ ଦଳ ବିଜେପିର ନେତାମାନେ କହିଛନ୍ତି। ବେଗୁନିଆ ଏବଂ ଛେଣ୍ଡିପଦା ଘଟଣାକୁ ସାମ୍ନାକୁ ଆଣି ବିରୋଧୀ ବିଜେପି ବର୍ଷିଛି।…

ହିଞ୍ଜଳିରେ ହାରିଯାଇପାରନ୍ତି ନବୀନ ପଟ୍ଟନାୟକ: ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳି ଆସନ ହାରିଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏହା କହିଛନ୍ତି। ଯିଏକି ପୂର୍ବରୁ ବିଜେଡି ସରକାରର ମନ୍ତ୍ରୀ ଥିଲେ। ଏବେ କିନ୍ତୁ ସେ ବିଜେପିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ହୋଇ ନିର୍ବାଚନ…

‘ଓଡିଶାରେ କେବଳ ଗୋଟିଏ ଟିମ୍‌ ପାଣ୍ଡିଆନ ଓ ତାଙ୍କ ପତ୍ନୀଙ୍କ ଟିମ୍‌’

କେନ୍ଦ୍ରାପଡା: କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ରର ପାଟକୁରାରୁ ନବୀନ ସରକାରଙ୍କ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ବିଶ୍ବଶର୍ମା କହିଛନ୍ତି ଯେ, ଓଡ଼ିଶାର ହାଲତ ଏବେ କ'ଣ ଅଛି ତାହା ସମସ୍ତେ ଦେଖିପାରୁଥିବେ । ଓଡିଶା କୁ ଯଦି ଭଲ ସରକାର ମିଳେ, ତେବେ ରାଜ୍ୟ ୧ ନମ୍ବର…

ବିଜେପି ନେତାଙ୍କ ହାତକୁ ପଥରରେ ଛେଚି ଦେଲେ ବିଜେଡି କର୍ମୀ, ଏଠି ବି ସବୁ ଦେଖୁଥିଲା ପୋଲିସ?

ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହେବାକୁ ହାତରେ ଆଉ ତିନ ଦିନ ରହିଛି। ଏହାପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ହିଂସା ଦେଖିବାକୁ ମିଳିଛି। ବିଜେଡି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ଲହୁ ଲହୁଣା…

‘ରତ୍ନ ଭଣ୍ଡାର ଚାବି କେବେ ଫେରାଇବେ, ନା ଗୋଡାଇ ଗୋଡାଇ ତାମିଲନାଡୁରୁ ଆଣିବୁ?’

କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଟାକ୍ଷର କଡା ଜବାବ ଦେଇଛନ୍ତି ବୈଜୟନ୍ତ ପଣ୍ଡା । ପାଟକୁରା ସଭାରେ ସମ୍ବୋଧିତ କଲାବେଳେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଆଜି ମୋ ନାଁ ନନେଇ ମୁଖ୍ୟମନ୍ତ୍ରୀ ଯାହା ସବୁ କହିଲେ ତାହା…