Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

କାହାର ହେବ କୋରେଇ ?

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ବିଧାନସଭା ଆସନରେ ବଡ ଲଢେଇ । ବିଜେଡିରୁ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ତଥା ଟାଣୁଆ ନେତା ସ୍ୱର୍ଗତ ଅଶୋକ ଦାସଙ୍କ ପତ୍ନୀ ସଂଧ୍ୟାରାଣୀ ଦାସ ପ୍ରାର୍ଥୀ ହୋଇଛନ୍ତି । ସେପଟେ ବିଜେଡି ଛାଡି ବିଜେପିରେ ମିଶିବା ସହ ପ୍ରାର୍ଥୀ ହୋଇଛନ୍ତି…

ଧାମନଗରରେ ସୂରଜ ନା ସଞ୍ଜୟ !

ଭୁବନେଶ୍ବର: ଭଦ୍ରକ ଜିଲ୍ଲା ଧାମନଗର ବିଧାନସଭା ଆସନରେ କଡା ଟକ୍କର। କାଏମ ରହିବ ସୂର୍ଯ୍ୟବଂଶୀ ସୂରଜଙ୍କ କ୍ରେଜ୍ ନା ବାଜି ମାରିନେବେ ସଂଜୟ? ଧାମନଗର ଉପନିର୍ବାଚନରେ ଡେବ୍ୟୁ କରି ଚର୍ଚ୍ଚାକୁ ଆସିଥିବା ବିଜେପିର ଯୁବ ଚେହେରା ସୂର୍ଯ୍ୟବଂଶୀ ସୂରଜଙ୍କୁ ପୁଣି ଭରସା କରିଛି ଦଳ। ସେପଟେ ବିଜେଡି ଓ…

ଯାଜପୁରରେ ଭାଙ୍ଗିବ ବିଜେଡି ଗଡ଼ !

ଭୁବନେଶ୍ବର: ଦଳ ଗଠନ ପରଠୁ ଯାଜପୁର ବିଜେଡିର ଗଡ଼ ରହିଛି। ପ୍ରାର୍ଥୀ ବଦଳିଛନ୍ତି, ହେଲେ ବଦଳିନି ଫଳ। ଏଥର ବିଜେଡିର ଅଭେଦ୍ୟ ଦୁର୍ଗ ଦଖଲ କରିବାକୁ ରଣନୀତି କରିଛି ବିଜେପି। ଯାଜପୁର ବିଜେଡିର ଚେହେରା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏଥର ଯାଜପୁରରୁ ଦୂରେଇ ସମ୍ବଲପୁର ଲଢେଇ…

ଜଗଦ୍ଦେବଙ୍କୁ ଫସାଇବାକୁ ହୋଇଥିଲା ପ୍ଲାନ୍ !

ଭୁବନେଶ୍ବର: ଇଭିଏମ୍ ଭାଙ୍ଗିନଥିଲେ ପ୍ରଶାନ୍ତ ଜଗଦ୍ଦେବ । ସିସିଟିଭି ଫୁଟେଜରେ ହେଲା ସ୍ପଷ୍ଟ। ପ୍ରଶାନ୍ତଙ୍କୁ ଫସାଇବାକୁ ହୋଇଥିଲା କି ଷଡଯନ୍ତ୍ର ? ଯଦି ଷଡ଼ଯନ୍ତ୍ର ହୋଇଥିଲା, ଏହା ପଛରେ କିଏ ? କାହିଁକି ପ୍ରଶାନ୍ତଙ୍କୁ ଜେଲ୍ ପଠାଇବାକୁ ହୋଇଥିଲା ପ୍ଲାନ୍ ? ପ୍ରିଜାଇଡିଂ ଅଫିସରଙ୍କ ଭୂମିକା…

ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭାଙ୍ଗିବା ମାମଲା: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍

ଭୁବନେଶ୍ବର: ସାମ୍ନାକୁ ଆସିଲା ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ମାମଲାର ସିସିଟିଭି ଫୁଟେଜ୍ । ରଚାଯାଇଥିଲା ବଡ ଷଡଯନ୍ତ୍ର । ଏହାକୁ ନେଇ ନିଜ ସୋସିଆଲ ମିଡିଆରେ ଭିଡିଓ ଜାରି କଲେ ସାଂସଦ ଅପରାଜିତା । ଯେଉଁଥିରେ କି ପ୍ରଶାନ୍ତ ଇଭିଏମ୍ ଭାଙ୍ଗିଥିବାର କୌଣସି ସ୍ଫଷ୍ଟ ଚିତ୍ର ଦୃଶ୍ୟମାନ…

‘ବିଜେଡି ଆସିଲେ ନୂଆ-ଓ ଛାତ୍ରବୃତ୍ତି ରାଶି ବୃଦ୍ଧି କରାଯିବ, ପୁଅ ପାଇବେ ୧୨ ଓ ଝିଅ ପାଇବେ ୧୪ ହଜାର…

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେତନଟୀରେ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର । ଆୟୋଜିତ ଜନସଭାକୁ ସମ୍ବୋଧିତ କରିଛନ୍ତି ପାଣ୍ଡିଆନ । ସେଠାରୁ ସେ ସିଧା ସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିନରାତି କଠିନ…

‘ବିଜେପିକୁ ଭୋଟ୍ ଦିଅନ୍ତୁ, ଓଡ଼ିଆ ସନ୍ତାନକୁ ମୁଖ୍ୟମନ୍ତ୍ରୀ କରାଯିବ’

ଭଦ୍ରକ: ଭଦ୍ରକ ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସମୟରେ ଜନସଭାକୁ ସମ୍ବୋଧିତ କରି ନବୀନ ସରକାର ଉପରେ ଗର୍ଜିଛନ୍ତି ଶାହା । ସେ କହିଛନ୍ତି ଯେ, ନବୀନ ଜଣେ ତାମିଲ ଲୋକକୁ ଉତ୍ତରାଧିକାରୀ କରିବାକୁ ଯାଉଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ…

ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର: ଅଂଶୁଘାତ ନେଲାଣି ୪ ଜୀବନ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ଘଟିଛି । ଢେଙ୍କାନାଳ, ବାଲେଶ୍ବରରୁ ଜଣେ ଲେଖାଏଁ ପ୍ରାଣ ହରାଇଥିବା ବେଳେ, ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ…

ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି, ୯ ମହିଳା ପୋଲିସ ଆହତ

ଭୁବନେଶ୍ବର: ଭୁବନେଶ୍ବରରେ ଦୁର୍ଘଟଣା ଗ୍ରସ୍ତ ହେଲା ପୋଲିସ ଗାଡି । ନିର୍ବାଚନୀ ଡ୍ୟୁଟି ପାଇଁ କେନ୍ଦ୍ରାପଡା ଯାଉଥିବା ବେଳେ ପୋଲିସ ଗାଡି ସହ ପିଟି ହେଲା ବସ୍ । ଏଥିରେ ଥିବା ୯ ଜଣ ମହିଳା ପୋଲିସ୍ ଆହତ ହୋଇଛନ୍ତି । ଆହତ ମହିଳା ପୋଲିସଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

ଓଡ଼ିଶା ଗସ୍ତ ପୂର୍ବରୁ ମୋଦୀ ଦୋହରାଇଲେ ଏଥର ଓଡ଼ିଶାରେ ବିଜେପି ସରକାର

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ୩ଟି ଜନସଭାକୁ ସମ୍ବୋଧିତ କରିବେ ମୋଦୀ । ହେଲେ ଗସ୍ତ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏନଆଇ (ANI)କୁ ସ୍ବତନ୍ତ୍ର ସାକ୍ଷାତକାରରେ ମୋଦୀ ନିଜ ପୁରୁଣା କଥାକୁ…