Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଦୁର୍ବଳ ହେଲା ବାତ୍ୟା ରେମାଲ, ପଶ୍ଚିମବଙ୍ଗରେ ରଚିଲା ତାଣ୍ଡବ

ନୂଆଦିଲ୍ଲୀ: ଭୀଷଣ ରୂପ ଧରି ବାଂଲାଦେଶ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି କରିବା ପରେ ଏବେ ଦୁର୍ବଳ ହେବାରେ ଲାଗିଛି ବାତ୍ୟା ‘ରେମାଲ’ । ଲ୍ୟାଣ୍ଡଫଲ ପରେ ଧିରେ ଧିରେ ଦୁର୍ବଳ ହେଉଛି ‘ରେମାଲ’ । ପଶ୍ଚିମବଙ୍ଗର ଅନେକ ସହର ଏଥିରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ।…

ନିମାପଡ଼ାରେ ରାଜନୈତିକ ହିଂସା: ବିଧାୟକ ରୁଦ୍ର ମହାରଥୀଙ୍କୁ ଆକ୍ରମଣ, ଥାନା ଆଗରେ ବିଜେପିର ଧାରଣା

ପୁରୀ: ନିମାପଡ଼ାରେ ରାଜନୈତିକ ହିଂସା । ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଛି। ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖିଛି ନିମାପଡ଼ା ପୋଲିସ । ଆସନ୍ତା ଜୁନ ୧ରେ ନିମାପଡ଼ା ଓ କାକଟପୁର…

ଆରମ୍ଭ ହେଲା ବାତ୍ୟା ରେମାଲର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା

କୋଲକାତା: ବାଂଲାଦେଶ ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ ଭୟଙ୍କର ସାମୁଦ୍ରିକ ଝଡ଼ ରେମାଲ ତୀବ୍ର ରୂପ ନେବା ସହ ଏହାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ଆସନ୍ତା ୩ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ରବିବାର ମଧ୍ୟରାତ୍ରି ସୁଦ୍ଧା…

ଓଡ଼ିଶାରେ ୭୫ଟି ବିଧାନସଭା ଆସନ, ୧୭ ଲୋକସଭା ଆସନରେ ବିଜୟୀ ହେବୁ: ଅମିତ ଶାହ

ଭୁବନେଶ୍ବର: ଓଡ଼ିଶାର ୧୪୭ ବିଧାନସଭା ଆସନରୁ ବିଜେପି ୭୫ଟି ଓ ୨୧ଟି ଲୋକସଭା ଆସନରୁ ୧୬ରୁ ୧୭ଟି ଆସନରେ ବିଜୟୀ ହେବ ବିଜେପି। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ ଶାହ ପିଟିଆଇକୁ ସାକ୍ଷାତକାର ଦେଇ ଏପରି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ 28 ତାରିଖରେ ଶାହ…

ତୃତୀୟ ପର୍ଯ୍ୟାୟରେ ୭୪%ରୁ ଅଧିକ ମତଦାନ, ସମ୍ବଲପୁରରେ ସର୍ବାଧିକ ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଓଡ଼ିଶାରେ ୭୪ ପ୍ରତିଶତରୁ ଅଧିକ ମତଦାନ ହୋଇଛି। ରବିବାର ସନ୍ଧ୍ୟାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚୂଡ଼ାନ୍ତ ମତଦାନ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଷ୍ଟାଲ ବାଲଟ୍ କୁ ବାଦ୍ ଦେଲେ ଏହି ଭୋଟ୍ ପ୍ରତିଶତ ସାର୍ବଜନୀନ…

କେଜ୍ରିଓ୍ବାଲ ଜେଲ୍ ଫେରିବା ପୂର୍ବରୁ ଇଣ୍ଡିଆ ମେଣ୍ଟ ଡାକିଲା ବୈଠକ

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ଦିନ ଏକାଠି ହୋଇ ବୈଠକ କରିବେ ଇଣ୍ଡିଆ ମେଣ୍ଟର ସଦସ୍ୟ। ଏଥିପାଇଁ ସର୍ବଦଳୀୟ ବୈଠକ ଡକାଯାଇଛି। ନିର୍ବାଚନ ଫଳାଫଳ ଘୋଷଣା ହେବାର ୪ ଦିନ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ଏହି ବୈଠକ ବସିବାକୁ ଯାଉଛି।…

ତୃତୀୟ ଥର ପାଇଁ କୋଲକାତା ଜିତିଲା ଆଇପିଏଲ

ଚେନ୍ନାଇ: ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଛି । ଏହା ପୂର୍ବରୁ ୨୦୧୨ ଓ ୨୦୧୪ରେ କେକେଆର ଟାଇଟଲ ହାସଲ କରିଥିଲା । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୧୧୪ ରନର…

ମୋଦୀ ପୁଣିଥରେ ମୁଖ୍ୟମନ୍ତ୍ରୀ ହୁଅନ୍ତୁ…କହୁ କହୁ କହିଦେଲେ ନା ମନର କଥା କହିଲେ ନୀତିଶ?

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ମଧ୍ୟରେ ଦୋସ୍ତି ଏବଂ ଶତ୍ରୁତା ବାବଦରେ କାହାକୁ ଅଛପା ନୁହେଁ। ପାଣିପାଗ ବଦଳିଲା ଭଳି ଏମାନଙ୍କର ଦୋସ୍ତି ଏବଂ ଶତ୍ରୁତା । ଏବେ ଯଦିଓ ନୀତିଶ ଏନଡିଏରେ ଅଛନ୍ତି କିନ୍ତୁ ନୀତିଶ ଏକ ନିର୍ବାଚନୀ ସଭାରେ…

ଷ୍ଟ୍ରଙ୍ଗ ରୁମରେ ଇଭିଏମ୍, କେମିତି ଗ୍ରହଣ କରଯାଇଛି ସୁରକ୍ଷା ବ୍ୟବସ୍ଥା?

ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ହେବାକୁ ଥିବା ଭୋଟ୍ ଗଣତିକୁ ଦୃଷ୍ଟିରେ ରଖି ପୁଲିସ କମିସନର ସଞ୍ଜୀବ ପଣ୍ଡା କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଘୋଷଣା କରିଛନ୍ତି। ଏହି ସମୟରେ ନିରାପତ୍ତା ଓ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ସହର ଭିତରେ ଥିବା ବିଭିନ୍ନ ସ୍ଥାନରେ ଯାନବାହନ…

ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପୂର୍ବରୁ କିଏ ହାତେଇଲାଣି କେତେ ଆସନ?

ଭୁବନେଶ୍ୱର: ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ବାକି ଅଛି। ଚତୁର୍ଥ ପର୍ଯ୍ୟାୟ ମତଦାନ ପୂର୍ବରୁ ଶେଷ ହୋଇଥିବା ତିନୋଟି ପର୍ଯ୍ଯାୟରେ କିଏ କେତେ ଆସନ ହାତେଇଲାଣି ତାକୁ ନେଇ ଆରମ୍ଭ ହୋଇଛି ଜୋରଦାର ବୟାନବାଜି। ବିଜେଡି ଓ ବିଜେପି ସରକାର ଗଢିବେ ବୋଲି ଦାବି କରୁଛନ୍ତି। ଏହାରି…