Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଫୋକସରେ ୬ ଲୋକସଭା, ୪୨ ବିଧାନସଭା: ଶେଷ ପର୍ଯ୍ୟାୟରେ ଶେଷ ସ୍ପର୍ଶ ଦେବାକୁ ନେତାଙ୍କ ପ୍ରୟାସ

ଭୁବନେଶ୍ୱର: ଜୁନ ୧ରେ ୬ଟି ଲୋକସଭା ଏବଂ ୪୨ ବିଧାନସଭା ଆସନରେ ମତଦାନ ହେବ। ୧୪୭ ଲୋକସଭା ଏବଂ ୨୧ ଲୋକସଭା ଆସନ ମଧ୍ୟରୁ ଶେଷ ପର୍ଯ୍ୟାୟରେ ନିର୍ବାଚନ ସରିଥିବା ସ୍ଥାନର ନେତାଙ୍କୁ ଆଣି ଜୋରଦାର ପ୍ରଚାର କରୁଛନ୍ତି ନେତା। ବାଂଲାଦେଶରେ ବାତ୍ୟା ପାଇଁ ଓଡ଼ିଶାରେ ଉପକୂଳରେ ପାଗ ଟିକିଏ ଖରାପ…

ଅଡ଼ୁଆରେ ବିଜେଡିର ଛେଣ୍ଡିପଦା ବିଧାୟକ, ଭୋଟରଙ୍କୁ ଆକ୍ରମଣ ଘଟଣାରେ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର: ଗୋଟିଏ ପଟେ ବିଜେପିର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଅଭିଯୋଗରେ ଜେଲ୍ ଯାଇଛନ୍ତି। ଅନ୍ୟପଟେ ବିଜେପି ନେତାଙ୍କ ଅଭିଯୋଗ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେଡିର ଛେଣ୍ଡିପଦା ବିଧାୟକ ତଥା ପ୍ରାର୍ଥୀଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ…

ଜଗଦ୍ଦେବଙ୍କୁ ନେଇ ଜୋରଦାର ରାଜନୀତି, ଏସପି କହିଲେ ହେବ ସିସିଟିଭି ଚେକିଂ

ଭୁବନେଶ୍ୱର: ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଇଭିଏମ୍ ଭାଙ୍ଗିବା ଘଟଣାରେ ଏବେ ଜେଲ ଯାଇଛନ୍ତି। ଏହାକୁ ନେଇ ବିଜେପି ଆକ୍ରମଣାତ୍ମକ ହୋଇଛି। ପୋଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଷଡଯନ୍ତ୍ର ବୋଲି ଦର୍ଶାଇ ସୋମବାର ବିଜେପି ବିରୋଧ କରିବାକୁ ନିଷ୍ପତ୍ତି ନେଇଥିବା…

ପ୍ରକାଶ ପାଇଲା ଯୁକ୍ତ-୨ ରେଜଲ୍ଟ, କଳା, ବିଜ୍ଞାନ, ବାଣିଜ୍ୟ ସବୁଥିରେ ଆଗୁଆ ଝିଅ

ଭୁବନେଶ୍ବର: ପ୍ରକାଶ ପାଇଲା ଚଳିତ ବର୍ଷ ସିଏଚସିଇ ଦ୍ବାଦଶ ରେଜଲ୍ଟ । www.orissaresult.nic.in ରେ ପ୍ରକାଶ ପାଇଲା ରେଜଲ୍ଟ । ଏନେଇ ଫଳ ପ୍ରକାଶ କଲା ଉଚ୍ଚ ମଧ୍ୟମିକ ଶିକ୍ଷା ପରିଷଦ । ତେବେ ଚଳିତ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ଗୋଟିଏ ଦିନରେ ହିଁ ପ୍ରକାଶ…

ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫ ମାମଲା; ଯାଞ୍ଚ ହେବ ସିସିଟିଭି

ଭୁବନେଶ୍ବର: ପ୍ରଶାନ୍ତ ଜଗଦ୍ଦେବଙ୍କ ଭୋଟିଂ ବେଳେ ଇଭିଏମ୍ ଭାଙ୍ଗିଥିବା ଘଟଣାରେ ଯାଞ୍ଚ ହେବ ସିସିଟିଭି । ଗିରଫ  ହେଲା ପରେ ନିଜର ସଫେଇ ଦେଇ ସିସିଟିଭି ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ ପ୍ରଶାନ୍ତ । ଯାହାକୁ ଦୃଷ୍ଟିରେ ରଖି ସିସିଟିଭି ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଏସପି ।…

ବାହାରିଲା ମାଟ୍ରିକ ଫଳାଫଳ; ସବୁଠୁ ଆଗରେ ଖୋର୍ଦ୍ଧା, ପଛରେ ପଡିଗଲା ନୂଆପଡା

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଖୋର୍ଦ୍ଧା ଛାତ୍ରଛାତ୍ରୀ । ୯୭. ୯୮ ପ୍ରତିଶତ ରେକର୍ଡ କରି ସବୁଠୁ ଆଗରେ ରହିଛି ଖୋର୍ଦ୍ଧା । ପଛରେ ପଡିଯାଇଛି ନୂଆପଡା । ୯୩.୯୧ ପ୍ରତିଶତ ପାସ୍ ହାର ସହିତ ନୂଆପଡା ସର୍ବନିମ୍ନରେ ରହିଛି…

ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’

ଭୁବନେଶ୍ବର:ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ'। ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା 'ରେମାଲ' । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା 'ରେମାଲ' । ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ବାତ୍ୟା ରେମାଲ୍…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ, ଗତବର୍ଷ ଠାରୁ କମିଲା ପାସ୍ ହାର

ଭୁବନେଶ୍ଵର: ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ମୋଟ୍ ପାସ୍ ହାର ୯୬.୦୭% ଥିବା ବେଳେ ଛାତ୍ରଙ୍କ ତୁଳନାରେ ଭଲ କରିଛନ୍ତି ଛାତ୍ରୀ। ଗତ ବର୍ଷ ପରି ଏଥର ମଧ୍ୟ ବାଜି ମାରିଛନ୍ତି କଟକ, ଜଗତସିଂହପୁରର ଛାତ୍ରଛାତ୍ରୀ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୯୭.୯୮% ପାସ୍ ହାର ଥିବା ବେଳେ ନୂଆପଡାରେ…

ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ

ମୁବନେଶ୍ବର: ଆଜି ଅପରାହ୍ନରେ ପ୍ରକାଶ ପାଇବ ଦ୍ବାଦଶ ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦ୍ବାଦଶ ପରୀକ୍ଷା ଫଳ ଆଜି ଅପରାହ୍ନ ୩ ଟାରେ ପ୍ରକାଶ ପାଇବ । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାର ରେଜଲ୍ଟ ଆସିବ । ଛାତ୍ରଛାତ୍ରୀମାନେ…

ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳେ ପ୍ରଥମେ ୯ଟାରେ ପରୀକ୍ଷା ପରିଚାଳନା କମିଟିର ବୈଠକ ବସି ଫଳ ଉପସ୍ଥାପନ କରାଯିବ।ଏହାପରେ ଆନୁଷ୍ଠାନିକ ଭାବେ ଦିନ ସାଢ଼େ ୧୦ଟାରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ । ୧୧ଟା ୩୦ରେ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ ରେଜଲ୍ଟ…