Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ତୃତୀୟ ପର୍ଯ୍ୟାୟ ନିର୍ବାଚନ: ୨୬ ବର୍ଷ ପରେ ବିନା ହିଂସାରେ ନକ୍ସଲ ଅଞ୍ଚଳରେ ଭୋଟ ଗ୍ରହଣ

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ଏନେଇ ସମସ୍ତ ପ୍ରସ୍ତୁତି ଉପରେ ସୂଚନା ଦେଇଛନ୍ତି ଡିଜିପି ଅରୁଣ ଷଡଙ୍ଗୀ । ସେ କହିଛନ୍ତି, ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହୋଇଛନ୍ତି ମୋଟ ୩୫ ହଜାର ପୋଲିସ ।  ସେମାନଙ୍କ ଭିତରେ ୨ ହଜାର ୧୬୦ ଜଣ ଏସଆଇ ଓ ଏଏସଆଇ…

ଓଡିଶା ଆସୁଛନ୍ତି ସ୍ମ୍ରିତି ଇରାନୀ, ଦଳୀୟ ନେତାଙ୍କ ପାଇଁ କରିବେ ଭୋଟ ଅପିଲ୍

ଭୁବନେଶ୍ବର: ଓଡିଶା ଗସ୍ତରେ ସ୍ମ୍ରିତି ଇରାନୀ । ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମ୍ରିତି ଇରାନୀ । ରାଜ୍ୟର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଓଡିଶାରେ ଏଥର ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଘନଘନ ଓଡିଶା ଆସି ପ୍ରଚାର ମଇଦାନ ଜମାଉଛନ୍ତି…

୨୬ରେ ବାହାରିବ ମାଟ୍ରିକ ପରୀକ୍ଷା ଫଳ, ଜାଣନ୍ତୁ କେମିତି ପାଇବେ ରେଜଲ୍ଟ…

କଟକ: ଆସନ୍ତା ୨୬ରେ ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳାଫଳ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବା ବେଳେ ୧୧ଟା ୩୦ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜର ରେଜଲ୍ଟ www.bseodisha.ac.in ରେ ପାଇପାରିବେ । ତେବେ ଯଦି ଇଣ୍ଟରନେଟ୍‌ ସୁବିଧା ନଥାଏ ତାହାଲେ ଛାତ୍ରଛାତ୍ରୀମାନେ…

ପିପିଲି-ଆଠଗଡ଼ରେ ପୁଣି ନିର୍ବାଚନୀ ହିଂସା: ୯ରୁ ଅଧିକ ଆହତ, ୩ ଜଣ ଅଟକ

ପୁରୀ/କଟକ: ନିର୍ବାଚନ ପୂର୍ବରୁ କଟକ ଏବଂ ପୁରୀରେ ପ୍ରାକ ନିର୍ବାଚନୀ ହିଂସା। ପୁରୀ ଜିଲ୍ଲା ପିପିଲି ଏବଂ କଟକ ଆଠଗଡ଼ରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ପିପିଲି ସହଜପୁର ପଞ୍ଚାୟତ ସୁବଦ୍ଧିପଡ଼ାରେ ବିଜେଡି କର୍ମୀଙ୍କ ଆକ୍ରମଣରେ ମଙ୍ଗଳପୁର ପାଞ୍ଚୟତର ସମିତିସଭ୍ୟ ଗଦାଧର ପରିଡ଼ାଙ୍କ…

ନୟାଗଡ଼ରେ ନୂଆ ସମୀକରଣ

ଭୁବନେଶ୍ଵର: ନୟାଗଡ ଗତ ୨୪ବର୍ଷ ହେଲା ବିଜେଡିର ଗଡ଼ ରହିଛି । ବିଜେଡିର ଟାଣୁଆ ନେତା ଅରୁଣ ସାହୁ ନୟାଗଡରୁ ଗତ ଚାରିଥର ହେଲା ଜିତିଆସୁଛନ୍ତି । ହେଲେ ଏଥର ନୟାଗଡ଼ରେ ବଦଳିଛି ସମୀକରଣ । ୨୦୧୯ରେ ଅରୁଣଙ୍କ ବିପକ୍ଷରେ ଲଢିଥିବା ବିଜେପି ନେତ୍ରୀ ଇରାନୀ ରାୟ ଏବେ ବିଜେଡିରେ । ଅରୁଣଙ୍କୁ ଟକ୍କର…

କିଏ ହେବେ ପିପିଲିର ମହାରଥୀ?

ଭୁବନେଶ୍ଵର: ପୁରୀ ଜିଲ୍ଲାର ପିପିଲି ବିଧାନସଭା ଆସନ ବିଜେଡିର ଗଡ ରହିଛି । ୨୦୦୦ ମସିହାରୁ ପିପିଲିରେ ଶଙ୍ଖନାଦ ହୋଇଆସୁଛି । ପ୍ରଦୀପ ମହାରଥୀ ଲଗାତର ପିପିଲିରୁ ବିଜୟୀ ହୋଇଆସୁଥିଲେ । ତାଙ୍କ ପରଲୋକ ପରେ ୨୦୨୧ ଉପନିର୍ବାଚନରେ ପୁଅ ରୁଦ୍ର ପ୍ରତାପ ମହାରଥୀ ବି ବିଜେଡିର ବିଜୟ ଧାରାକୁ ଆଗକୁ…

ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ଫୋକସରେ ୪ ଆସନ

ଭୁବନେଶ୍ଵର: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ ପାଇଁ ୬୪ ପ୍ରାର୍ଥୀ ଲଢ଼ୁଥିବା ବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ନିର୍ବାଚନପାଇଁ ଫୋକସରେ ରହିଛି ୪ ଲୋକସଭା…

ଶ୍ରୀମନ୍ଦିର ପରିସରରେ ଥିବା କୂଅ ଭିତରେ ଖସି ପଡ଼ିଲେ ବୃଦ୍ଧ

ପୁରୀ: ଜଗନ୍ନାଥ ମନ୍ଦିର ଭିତରେ ଥିବା ଏକ ଖୋଲା କୂଅରେ ପଡ଼ିଯିବା ପରେ ଜଣେ ବୃଦ୍ଧ ଭକ୍ତଙ୍କୁ ଉଦ୍ଧାର କରାଯାଇଛି। ସୂଚନାନୁସାରେ, ୬୫ ବର୍ଷିୟ ଧୃବ ଚକ୍ରବର୍ତ୍ତୀ ଏବଂ ପଶ୍ଚିମବଙ୍ଗରୁ ତାଙ୍କ ପତ୍ନୀ ପୁରୀ ଆସିଥିଲେ। ସେମାନେ ମନ୍ଦିରକୁ ଯାଇ ସନ୍ଧ୍ୟାରେ ପୂଜା କରିଥିଲେ। ପରେ ପତି ପତ୍ନୀ…

ବାହାର ନେତା ମାନେ ଆସି ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନିତ କରୁଛନ୍ତି, ସେମାନଙ୍କୁ ଆପଣମାନେ ମୁହଁତୋଡ଼ ଜବାବ ଦିଅନ୍ତୁ

ନିମାପଡା: ଓଡ଼ିଶାବାସୀଙ୍କର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏତେ ଭଲପାଇବା ଦେଖି ବିରୋଧିଙ୍କ ମୁଣ୍ଡ କାମ କରୁନାହିଁ । ବାହାରୁ ବଡ଼ ବଡ଼ ନେତା ଆସି ମୁଖ୍ୟମନ୍ତ୍ରୀଙ୍କୁ ଅଭଦ୍ର ଭାଷାରେ ଗାଳି ଦେଉଛନ୍ତି । ସେମାନଙ୍କ ମଧ୍ୟରେ ଆସାମର ମୁଖ୍ୟମନ୍ତ୍ରୀ ମଧ୍ୟ ଅଛନ୍ତି । ମୁଁ ତାଙ୍କୁ କହିବାକୁ ଚାହେଁ…

ବାରବାଟୀ-କଟକ: କାଣ୍ଟେ କି ଟକ୍କର

ଭୁବନେଶ୍ବର: ମଇଦାନରେ ସବୁ ଦଳର ନୂଆ ପ୍ରାର୍ଥୀ। ବାରବାଟୀ-କଟକରେ ଏଥର ଜୋରଦାର ଟକ୍କର। କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସଙ୍କୁ ପ୍ରାର୍ଥୀ କରିଛି । ବିଜେଡିରୁ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଓ ବିଜେପିରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର…