Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ୮ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ରାୟପୁର: ଛତିଶଗଡ ବିଜାପୁରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ ସଫଳତା । ଯବାନଙ୍କ ଗୁଳିରେ ୮ ଜଣ ନକ୍ସଲ ନିହତ ହୋଇଥିବାବେଳେ, ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି । ଖବର ମୁତାବକ, ଛତିଶଗଡର ପିଡ଼ିଆ…

ମହିଳା ରେସଲର ଯୌନ ଉତ୍ପୀଡନ ମାମଲା: ବ୍ରିଜଭୂଷଣଙ୍କ ବିରୋଧରେ ଚାର୍ଜଫ୍ରେମ ଦାଖଲ

ନୂଆଦିଲ୍ଲୀ: ଭାରତୀୟ ରେସଲିଂ ଫେଡେରେଶନର ପୂର୍ବତନ ଅଧ୍ୟକ୍ଷ ଓ ବିଜେପି ଏମପି ବ୍ରିଜଭୂଷଣ ସିଂଙ୍କ ଅଡୁଆ ବଢ଼ିଛି । ରାଉଜ ରେଭିନ୍ୟୁ କୋର୍ଟ ଶୁକ୍ରବାର ମହିଳା ରେସଲରଙ୍କ ଦ୍ୱାରା ତାଙ୍କ ବିରୋଧରେ ଲଗା ଯାଇଥିବା ଯୌନ ଉତ୍ପୀଡନ ମାମଲାରେ ଚାର୍ଜ ଫ୍ରେମ ଦାଖଲ କରିଛନ୍ତି । ଏ ପର୍ଯ୍ୟନ୍ତ ୫ ଜଣ…

ଓଡିଶାରେ ପ୍ରଥମ; ୩ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧ ଲକ୍ଷ ଟଙ୍କା ଜୋରିମାନା

ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ୩ ଜଣ ବ୍ରାଉନ୍ ସୁଗର ବେପାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଅତିରିକ୍ତ ଜିଲ୍ଲା ଜଜ୍ ତଥା ସ୍ୱତନ୍ତ୍ର ଜଜ୍‌ଙ୍କ କୋର୍ଟ । ଏନ୍‌ଡିପିଏସ୍ ଆକ୍ଟ ୧୯୮୫ ଅନୁଯାୟୀ ସେମାନଙ୍କୁ ବେଆଇନ ବ୍ରାଉନ୍ ସୁଗାର କାରବାରରେ ଜଡିତ ନେଇ…

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ଭରିଲେ ହେବିୱେଟ୍

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ନାମାଙ୍କନ ପତ୍ର ଦାଖଲ କଲେ ହେବିୱେଟ୍ ଓ ସିନେ ତାରକା । ତେବେ ହଜାର ହଜାର ସମର୍ଥକଙ୍କ ସହ ବିରାଟ ବାଇକ୍ ଶୋଭାଯାତ୍ରାରେ ଆସି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡା । ସେହିପରି ନିଜର ସମର୍ଥକଙ୍କ…

‘ଷଷ୍ଠଥର ପାଇଁ ଯଦି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ନ ହେବେ, ତା’ହେଲେ ମୁଁ ରାଜନୀତିରୁ ସନ୍ୟାସ ନେବି’

ଭୁବନେଶ୍ୱର: ଆଜି ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଝାରସୁଗୁଡ଼ା ଓ ବ୍ରଜରାଜନଗରରେ ଧୂଆଁଧାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଭିକେ ପାଣ୍ଡିଆନ । ଏହି ଅବସରରେ ଲୋକସଭା ପ୍ରାର୍ଥୀ ପରିଣିତା ମିଶ୍ର ଏବଂ ଝାରସୁଗୁଡ଼ା ବିଧାନସଭା ପ୍ରାର୍ଥୀ ଦୀପାଳି ଦାସ ଓ…

ପୁଣି ନିରାଶ ହେଲେ ହେମନ୍ତ ସୋରେନ, ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ

ନୂଆଦିଲ୍ଲୀ: ପୁଣି ନିରାଶ ହେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ନିର୍ବାଚନ ପ୍ରଚାର ପାଇଁ ଜେଲରୁ ବାହାରକୁ ଆସିବାକୁ ନେଇ ଜାମିନ ଆବେଦନ କରିଥିଲେ ହେମନ୍ତ । ହେଲେ ହେମନ୍ତ ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।…

ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମିଳିଲା ମଧ୍ୟବର୍ତ୍ତୀକାଳୀନ ଜାମିନ, ଜୁନ୍ ୨ ରେ ହାଜର ହେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଏକ ବଡ଼ ଆଶ୍ବସ୍ତି ମିଳିଛି । ସୁପ୍ରିମକୋର୍ଟ ଆଜି (ଶୁକ୍ରବାର) କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଲୋକସଭା ନିର୍ବାଚନ…

‘ଲେଖିକି ରଖନ୍ତୁ, ଆଉ ପ୍ରଧାନମନ୍ତ୍ରୀ ହେବେନି ନରେନ୍ଦ୍ର ମୋଦି’

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୟୁପିରେ 'ଇଣ୍ଡିଆ' ମେଣ୍ଟ ର ଝଡ଼ ଆସୁଛି । ଆପଣ ଲେଖିରଖନ୍ତୁ ଯେ, ଚଳିତ ନିର୍ବାଚନରେ ଉତ୍ତରପ୍ରଦେଶରେ ବିଜେପି ର ଏହା ସବୁଠୁ ବଡ ପରାଜୟ ହେବାକୁ ଯାଉଛି । ଉତ୍ତର ପ୍ରଦେଶର କନୌଜରେ ରାହୁଲ ଗାନ୍ଧୀ କହିଛନ୍ତି, “ନରେନ୍ଦ୍ର…

ଆଜି ଓଡିଶା ଆସିବେ ମୋଦି, ଭୁବନେଶ୍ଵରରେ କରିବେ ବିଶାଳ ରୋଡ ସୋ

ଭୁବନେଶ୍ଵର: ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ରାତି ୮ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି । ଭୁବନେଶ୍ୱରରେ ପହଞ୍ଚିବା ପରେ ଏକ ବିଶାଳ ରୋଡ୍ ସୋ କରିବେ ମୋଦି । ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଯାଏଁ କରିବେ ରୋଡ୍ ସୋ । ରାତି ସାଢ଼େ ୯ଟା ଯାଏଁ ଚାଲିବ…

ପଦ୍ମ ଫୁଟାଇବ ମୋଦି ଲହର!

ଭୁବନେଶ୍ଵର: ଓଡିଶାର ନିର୍ବାଚନୀ ପାଣିପାଗ ବଦଳାଇବ କି ମୋଦି ହାୱା ! ପ୍ରଥମ ପ୍ରଚାରରେ ଜୋଶ୍ ଭରିଲେ । ଶପଥ ତାରିଖ କହି ସିଧା ଟାର୍ଗେଟ୍ କଲେ । ମୋଦିଙ୍କ ପ୍ରଥମ କ୍ୟାମ୍ପେନିଂରେ ହିଁ ବିଜେଡି ନେତାଙ୍କ ନିଦ ହଜିଥିବା ବିଜେପି ନେତା କହୁଛନ୍ତି । ତେବେ ବିଜେପି ସରକାର ଗଢିବା ନେଇ ମୋଦିଙ୍କ…