Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ଼ରେ ନିର୍ବାଚନ ପ୍ରଚାର କରିବେ ମୋଦୀ: ରାଜଭବନରେ କରିଥିଲେ ରାତ୍ରୀଯାପନ

ଭୁବନେଶ୍ୱର: ଗତକାଲି ରାଜଧାନୀ ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରୋଡ ସୋ ଶେଷ ହୋଇଛି । ରୋଡ ସୋ ସାରି ମୋଦୀ ରାଜଭବନରେ ରାତ୍ରୀଯାପନ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ୩ଟି ସ୍ଥାନରେ ନିର୍ବାଚନ ପ୍ରଚାର କରିବେ। ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ ଜନ ସମାବେଶରେ ମୋଦି…

ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ: ମୋଦୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ୍ କରିବୁ। ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଭୁବନେଶ୍ବରରେ ରାଲି କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏବିପି ନ୍ୟୁଜ୍ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଏପରି କହିଛନ୍ତି।…

ନିର୍ବାଚନ ବେଳେ ବିଶ୍ବାସଘାତକ କଥା କହି ସମୀର ଦାଶଙ୍କୁ ଚେତାବନୀ ଦେଲେ ରାଜା ସ୍ବାଇଁ

ପୁରୀ: ବିଜେଡିର ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ଭିତରେ ଆନୁଗତ୍ୟର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ଦଳର ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଥିବା ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ଟାର୍ଗେଟ କରି ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅନେକ…

ଓଡ଼ିଶାରେ ବିଜେଡିର ଶାସନ ଶେଷ ହେବ, ବିଜେପିର ବିଜୟ ନେଇ ପୂର୍ବାନୁମାନ କଲେ ରାଜନାଥ ସିଂ

ଭୁବନେଶ୍ୱର:  ରଣପୁରରେ ଏକ ସାଧାରଣ ସଭାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶାରେ ବିଜେପି ଚଳିତଥର ଅଧିକ ଆସନରେ ଜିତିବ ବୋଲି କହିବା ସହ ପରିବର୍ତନର ମାହୋଲ ଅନୁଭବ ହେଉଛି ବୋଲି କହିଛନ୍ତି। ବିଜେପି କ୍ଷମତାକୁ ଆସିବା ପରେ ବିଜେଡିର ଦୀର୍ଘ ଦିନର ଶାସନ ଶେଷ ହେବାକୁ ଯାଉଛି କହି…

ବିଜେଡି କଳିରୁ ଫାଇଦା ନେବ ବିଜେପି !

ଭୁବନେଶ୍ଵର: ଖଣ୍ଡପଡା ବିଜେଡି ଖଣ୍ଡ ଖଣ୍ଡ ! ପ୍ରଥମେ ଗଲେ ଅନୁଭବ ପରେ ଗୟାଧର ବିଦା। ଫେରିଲେନି ସୌମ୍ୟ ପଟ୍ଟନାୟକ ! ଟିକେଟ୍ ଘୋଷଣା ପରଠୁ ଜଣକ ପରେ ଜଣେ ଆଶାୟୀ ବିଜେଡି ଛାଡିଛନ୍ତି । ମହିଳା କାର୍ଡ ଖେଳି ଖଣ୍ଡପଡା ଗଡ ରକ୍ଷା କରିବାକୁ ଯୋଜନା କରୁଥିବା ବିଜେଡି ପାଇଁ ଏବେ ବଢିଲାଣି…

ଚାଲିଛି ୨ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ’

ଭୁବନେଶ୍ଵର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟର ନିର୍ବାଚନ ପାଇଁ ସମସ୍ତ ସ୍ଥାନରେ ବେଶ ଜମିଲାଣି ପ୍ରଚାର । ସାଧାରଣ ଜନତାଙ୍କ ନିକଟତର ହେବା ପାଇଁ ନେତା ମାନେ କରିଲେଣି ମାରାଥନ ପ୍ରଚାର । ଏହାରି ଭିତରେ ଓଡିଶାର ଜନତା ଦେଖୁଛନ୍ତି ଦୁଇ ହେଭିୱେଟଙ୍କ ବିଶାଳ ମେଗା ରୋଡ ସୋ । ଏପଟେ ରାଜଧାନୀ…

ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀଙ୍କ ମେଗା ରୋଡ୍ ସୋ, ଭୁବନେଶ୍ୱରରେ ପହଞ୍ଚିଲେ ମୋଦି

ଭୁବନେଶ୍ଵର: ରାଜଧାନୀ ଦେଖିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେଗା ରୋଡ୍ ସୋ। ଲକ୍ଷ ଲକ୍ଷ ଜନତାଙ୍କ ଅପେକ୍ଷାର ଅନ୍ତ ଘଟାଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚି ସେଠାରୁ ସିଧାସଳଖ ବିଜେପି ପାର୍ଟୀ ଅଫିସକୁ ଯାଇଛନ୍ତି ମୋଦୀ…

ବାହାରିଲେ କେଜ୍ରିଓ୍ବାଲ, ବଦଳିବ ମାହୋଲ୍ !

ଭୁବନେଶ୍ବର : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ଜାମିନ୍। ବଦଳିବ କି ନିର୍ବାଚନ ମାହୋଲ୍ ? ଜୋଶରେ ଆପ୍ ନେତା, ଭରସା କରିବେ କି ଜନତା ? ନିର୍ବାଚନର ଠିକ୍ ୧୫ଦିନ ପୂର୍ବରୁ ଜେଲରୁ ବାହାରି କମାଲ୍ କରିବେ କି କେଜ୍ରିଓ୍ବାଲ୍ ? କେତେ ଲାଭ ପାଇବ ଆପ୍ ? ଇଣ୍ଡିଆ…

ଜେଲରୁ ବାହାରିଲେ କେଜ୍ରିୱାଲ, କହିଲେ କାଲି ହନୁମାନ ମନ୍ଦିରରେ ହେବ ଦେଖା

ନୂଆଦିଲ୍ଲୀ: ଜେଲରୁ ବାହାରିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସୁପ୍ରିମକୋର୍ଟ ଆଜି କେଜ୍ରିୱାଲଙ୍କୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି । ଦୀର୍ଘ ୫୧ ଦିନ ପରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ବାହାରିବା…

ନବରଙ୍ଗପୁରରେ ବଦଳୁଛି ହାୱା !

ଭୁବନେଶ୍ବର : ନବରଙ୍ଗପୁରରେ ଘଡିକେ ଘୋଡା ଛୁଟୁଛି । ପ୍ରଥମେ ନେତା ବଦଳାଇଲେ ଦଳ, ଏବେ ବଦଳୁଛି ମାହୋଲ ! ବଦଳିବ କି ଲୋକସଭା ବାଜି ? ଏଥର ନବରଙ୍ଗପୁରରେ ତିନି ପ୍ରମୁଖ ଦଳର ପ୍ରାର୍ଥୀ ପ୍ରଚାର ମଇଦାନରେ ଆକ୍ଟିଭ ରହିଛନ୍ତି । ତେବେ ସିଧାସଳଖ ମୁକାବିଲା ବିଜେଡି ଓ ବିଜେପି ମଧ୍ୟରେ ହେଇପାରେ ।…