Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

West Asia tension:ଉଚ୍ଚସ୍ତରୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ ମୋଦୀ; ଗ୍ୟାସ-ତେଲ ସଙ୍କଟର ମୁକାବିଲା ପାଇଁ…

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦୀ ଆଜି (ରବିବାର)ସନ୍ଧ୍ୟାରେ ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିବେ। କାରଣ ହେଉଛି ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଏବଂ ଭାରତ ଉପରେ ଏହାର ପ୍ରଭାବ। ବୈଠକରେ ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ: ପେଟ୍ରୋଲିୟମ୍, ଅଶୋଧିତ ତୈଳ,…

ଓଡିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଗୀତକୁ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍ ପୋଷ୍ଟରେ ଓଡ଼ିଆ ଝିଅ । ଚୈତ୍ର ନବରାତ୍ରୀ ଉପଲକ୍ଷେ ‘ଦୁର୍ଗତି ନାଶିନୀ ମା’ର ୟୁଟ୍ୟୁବ୍ ଲିଙ୍କ୍ ସେୟାର କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ଗାଇଛନ୍ତି ଓଡିଆ କଣ୍ଠ ଶିଳ୍ପୀ ଦୀପ୍ତିରେଖା ପାଢ଼ୀ । ମୋଦି ନିଜ ସୋସିଆଲ୍ ମିଡିଆ ପେଜ୍‌ରେ…

ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ

ଭୁବନେଶ୍ୱର: ଏଣିକି ବଡ଼ଦାଣ୍ଡରେ ଖୋଲି ପାରିବେନି ମଦ ଦୋକାନ। ପୁରୀ ଶ୍ରୀମନ୍ଦିର ୧ କି.ମି. ପରିଧି ବଡ଼ଦାଣ୍ଡରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏହି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବାକୁ କୌଣସି ସ୍ବତନ୍ତ୍ର ନିୟମ ନାହିଁ। ଏହାକୁ ଅବକାରୀ ବିଭାଗ କଡ଼ାକଡ଼ି ଭାବେ ପାଳନ…

ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର: ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ୨ ବର୍ଷିଆ ବି.ଏଡ଼, ଏମ.ଏଡ଼, ବି.ଏଚ.ଏଡ଼ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଉକ୍ତ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀମାନେ ୨୩ ମାର୍ଚ୍ଚ, ୨୦୨୬ ଠାରୁ ୬…

ସୁବାସିନୀଙ୍କ ନିଲମ୍ବନକୁ ବିରୋଧ: BJD ଛାଡ଼ିଲେ ଆଉ ୨ ନେତା

ବାଲେଶ୍ୱର: ବାଲିଆପାଳ ବ୍ଲକ ବିଜେଡି ଯୁବ ଓ ଛାତ୍ର ସଭାପତି ମଧ୍ୟ ଇସ୍ତଫା ଦେଇଛନ୍ତି। ବ୍ଲକ ଯୁବ ସଭାପତି ସଂଗ୍ରାମ ପରିଡ଼ା, ଛାତ୍ର ସଭାପତି ସୁଶାନ୍ତ ବେହେରା ଦେଇଛନ୍ତି ଇସ୍ତଫା। ଉଭୟ ସଭାପତି ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ବିଧାୟିକା ସୁବାସିନୀ ଜେନାଙ୍କ…

ଭାରତରେ ପହଞ୍ଚିଲା ବିଶାଳ ଏଲ୍‌ପିଜି ବୋଝେଇ ଜାହାଜ, ସଫଳ ହେଲା ସରକାରଙ୍କ କୂଟନୀତି

ମେଙ୍ଗାଲୁରୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲ୍‌ପିଜି ସଙ୍କଟ ଅନୁଭବ କରୁଛି। ଏହାରି ମଧ୍ୟରେ କିଛି ଆଶ୍ୱସ୍ତି ଖବର ଆସିଛି। ପିକ୍ସିସ୍ ପାୟୋନିଅର ନାମକ ଏକ ଜାହାଜ ରବିବାର ଏଲ୍‌ପିଜି ନେଇ…

ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଇରାନକୁ ଧମକ: ଟ୍ରମ୍ପ ଦେଲେ ୪୮ ଘଣ୍ଟା ମହଲତ

ନୂଆଦିଲ୍ଲୀ: ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ଧମକ। ହର୍ମୁଜ ପ୍ରଣାଳୀ ସଂପୂର୍ଣ୍ଣ ଖୋଲିବାକୁ ଦେଲେ ଧମକ। ୪୮ ଘଣ୍ଟାର ଡେଡ୍‌ଲାଇନ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ନ ଖୋଲିଲେ ଇରାନର ବିଭିନ୍ନ ପାୱାର ପ୍ଲାଣ୍ଟକୁ ଧ୍ବଂସ କରିଦେବୁ ଖୋଲା ଚେତାବନୀ ଦେଲେ…

ଇସ୍ରାଏଲ ଉପରେ ଇରାନର ବଡ଼ କ୍ଷେପଣାସ୍ତ୍ର ମାଡ଼: ୧୦୦ରୁ ଅଧିକ ଲୋକ ଆହତ

ତେଲ ଅଭିଭ: ଇରାନ ଶନିବାର ଇସ୍ରାଏଲର ଡିମୋନା ଏବଂ ଆରାଦ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଥମ ଆକ୍ରମଣରେ ଇସ୍ରାଏଲର ପରମାଣୁ କେନ୍ଦ୍ର ଥିବା ଡିମୋନାକୁ ଟାର୍ଗେଟ କରାଯାଇଥିଲା। ପରେ ଆରାଦ ଉପରେ ଆକ୍ରମଣ କରାଯାଇଥିଲା। ଅଧିକାରୀମାନେ…

ରାଜ୍ୟରେ କାଳବୈଶାଖୀ ବର୍ଷା, ୧୨ ଜିଲ୍ଲାକୁ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର: ଆଜିଠୁ ବଦଳିବ ପାଗର ମିଜାଜ। ଆସନ୍ତା ୫ ଦିନରୁ ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢିବା ନେଇ ସମ୍ଭାବନା। ସେପଟେ ଝଡବର୍ଷା ନେଇ ୨ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ।…