Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନିର୍ବାଚନ ଆୟୋଗଙ୍କ ବଡ ଆକ୍ସନ, ପଦରୁ ହଟିଲେ ୬ ରାଜ୍ୟର ଗୃହ ସଚିବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନରଙ୍କ ବଡ ଆକ୍ସନ । ଗୁଜୁରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶର ଗୃହ ସଚିବଙ୍କୁ ହଟାଇଛନ୍ତି ନିର୍ବାଚନ ଆୟୋଗ । କେବଳ ଏତିକି ନୁହେଁ ପଶ୍ଚିମବଙ୍ଗର ଡିଜିପିଙ୍କୁ ମଧ୍ୟ ହଟାଇଛନ୍ତି ନିର୍ବାଚନ…

ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା: ଚାରି ମୃତ, ଉଦ୍ଧାର କାର୍ଯ୍ୟ ଜାରି

କୋଲକାତା: ପଶ୍ଚିମବଙ୍ଗ କଲକାତାରେ ବଡ଼ ଧରଣର ଅଘଟ। ଭୁଶୁଡ଼ିଲା ନିର୍ମାଣଧୀନ ପାଞ୍ଚ ମହଲା କୋଠା। ଏହି ଅଘଟଣରେ ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଫସି ରହିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୧୪ ଜଣଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିବା ବେଳେ ଫସି…

ଭାରତୀୟ ବ୍ୟାଙ୍କକୁ ସାଇବର ଭୟ, ଆଲର୍ଟ ଜାରି କଲା ଆରବିଆଇ

ନୂଆଦିଲ୍ଲୀ: ଭାରତରେ ବଢୁଥିବା ସାଇବର ଆକ୍ରମଣକୁ ନଜରରେ ରଖି ଭାରତୀୟ ବ୍ୟାଙ୍କ ଗୁଡିକପାଇଁ ଆଲର୍ଟ ଜାରି କରିଛି ରିଜର୍ଭ ବ୍ୟାଙ୍କ । ଆଗାମୀ ଦିନରେ କେତେକ ଭାରତୀୟ ବ୍ୟାଙ୍କ ଉପରେ ସାଇବର ଆକ୍ରମଣ ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରୁଛି କେନ୍ଦ୍ରୀୟ ବ୍ୟାଙ୍କ । ଏହି ଆଲର୍ଟ ସହିତ ସାଇବର…

ନିର୍ବାଚନ ପ୍ରସ୍ତୁତି; ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଆଗାମୀ ନିର୍ବାଚନ ପାଇଁ ଡିଜି କ୍ୟାମ୍ପ୍ ଅଫିସରେ ଓଡିଶା ପୋଲିସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ପୋଲିସ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ଏଡିଜି ହେଡକ୍ବାଟର ଆରକେ ଶର୍ମା, ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର…

ଗୁଣୁପୁରରୁ ୨୧ ଲକ୍ଷ ଟଙ୍କା ମୂଲ୍ୟର ୨୧୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ରାୟଗଡା: ଗୁଣୁପୁର ପୋଲିସର ବଡ଼ ସଫଳତା । ରାୟଗଡା ଜିଲ୍ଲା ବିକ୍ରମପୁର ରାସ୍ତାରୁ ଏକ କାର ଭିତରୁ ୨୧୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାବେଳେ, ଜଣଙ୍କୁ ଗିରଫ କରିଛି ପୋଲିସ । ଘଟଣାରେ ଅନ୍ୟଜଣେ ଫେରାର ରହିଛି । ଗିରଫ ଅଭିଯୁକ୍ତ ଜଣକ ରେବୀନ ରେଜି ବୋଲି ଜଣାପଡିଛି । ସୂଚନାମୁତାବକ,…

ଇସ୍ତଫା ଦେଲେ ତେଲେଙ୍ଗାନା ରାଜ୍ୟପାଳ, ଲଢିପାରନ୍ତି ନିର୍ବାଚନ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ନିଜ ପଦରୁ ଦେଲେ ଇସ୍ତଫା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ସୌନ୍ଦରାଜନ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାର ସମ୍ଭାବନା ରହିଛି। ଏକ ବିବୃତ୍ତିରେ…

ବିଜେପିରେ ସାମିଲ ହେଲେ ରାଜଗାଙ୍ଗପୁର ମ୍ୟୁନିସିପାଲଟି ପୂର୍ବତନ ଚେୟାରମ୍ୟାନ ପୂର୍ଣ୍ଣଚନ୍ଦ୍ର ରାଉତ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦେଶପ୍ରତି ଉତ୍ସର୍ଗୀକୃତ ଏବଂ ଭାରତୀୟ ଜନତା ପାର୍ଟିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସାଂସଦ ଜୁଏଲ ଓରାମ ଓ ପୂର୍ବତନ ରାଜ୍ୟ ସଭାପତି କେଭି ସିଂହଦେଓଙ୍କ ଉପସ୍ଥିତିରେ ବିଜେଡି ନେତା ତଥା…

ଟି୨୦ ବିଶ୍ୱକପ ନେଇ ଆଜାଦଙ୍କ କ୍ରିକେଟ ବୋମା: କୋହଲିଙ୍କୁ ନେବା ପାଇଁ ରୋହିତଙ୍କ ହଁ, ଜୟ ଶାହଙ୍କ ନାଁ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ ନେଇ ଏବେ ରାଜନୀତିର ବାସ୍ନା ଆସିବାରେ ଲାଗିଛି । ୨ ଜୁନରୁ ୨୯ ପର୍ଯ୍ୟନ୍ତ ଆମେରିକା ଓ ୱେଷ୍ଟଇଣ୍ଡିଜରେ ଏହା ଖେଳାଯିବ । ରୋହିତ ଭାରତୀୟ ଟିମର ଅଧିନାୟକ ହେବା ନିଶ୍ଚିତ ହୋଇଥିବା ବେଳେ ବିରାଟ କୋହଲିଙ୍କ ଖେଳିବା ନେଇ ଦ୍ୱନ୍ଦ୍ୱ ଲାଗି ରହିଛି…

ରାହୁଲଙ୍କୁ ମୋଦିଙ୍କ ଟାର୍ଗେଟ: ‘ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିର ରୂପ, ଆଉ ମୁଁ ତାଙ୍କ ପୂଜାରୀ’

ନୂଆଦିଲ୍ଲୀ: ବାଜିସାରିଛି ନିର୍ବାଚନ ବିଗୁଲ। ଦେଶରେ ୨୦୨୪ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହୋଇଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ତେଲଙ୍ଗାନାର ଜଗତିଆଲରେ ଏକ ଜନ ସମାବେଶକୁ ସମ୍ବୋଧିତ କରିଛନ୍ତି। ତେବେ ପୂର୍ବତନ କଂଗ୍ରେସ ସଭାପତି ତଥା କେରଳର ୱାୟନାଡ଼ ସାଂସଦ…

ଏସବିଆଇ ଉପରେ ପୁଣି ବର୍ଷିଲେ ସୁପ୍ରିମକୋର୍ଟ, ଗୁରୁବାର ସୁଦ୍ଧା ଇସିକୁ ସବୁ ତଥ୍ୟ ଦେବାକୁ କଲେ ତାଗିଦ

ନୂଆଦିଲ୍ଲୀ: ଏସବିଆଇକୁ ଲାଗିଲା ପୁଣି ଏକ ଝଟକା । ନିର୍ବାଚନୀ ବଣ୍ଡ ମାମଲାରେ ପୁଣି ଏସବିଆଇ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ନିର୍ବାଚନୀ ବଣ୍ଡର ସମସ୍ତ ୟୁନିକ୍ ନମ୍ବର ନିର୍ବାଚନ କମିଶନଙ୍କୁ ଦେବା ପାଇଁ ଏସବିଆଇକୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି ଯେ,…