Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

୧୦ ବର୍ଷ ପରେ ମିଳିଲା ନ୍ୟାୟ: ନବରଙ୍ଗପୁର ବାଉଁଶବେଡ଼ା ଟ୍ରିପଲ ମର୍ଡର ମାମଲାରେ ୧୯ ଜଣଙ୍କୁ ଆଜୀବନ ଜେଲ

ନବରଙ୍ଗପୁର: ନ୍ୟାୟ ବିଳମ୍ବ ହୋଇପାରେ, କିନ୍ତୁ ଅନ୍ଧ ନୁହେଁ। ପାଖାପାଖି ଦଶନ୍ଧି ଧରି ନ୍ୟାୟ ଅପେକ୍ଷାରେ ଥିବା ପୀଡ଼ିତ ପରିବାରକୁ ଶେଷରେ ମିଳିଛି ନ୍ୟାୟ। ନବରଙ୍ଗପୁର ଜିଲ୍ଲାର ବହୁଚର୍ଚ୍ଚିତ ବାଉଁଶବେଡ଼ା ଟ୍ରିପଲ ମର୍ଡର ଏବଂ ପୋଡ଼ାଜଳା ମାମଲାରେ ଉମରକୋଟ କୋର୍ଟ ଆଜି ଏକ ଐତିହାସିକ ରାୟ…

କଟକରେ ଦୁଇ ଭାଇଙ୍କ ବିରୋଧରେ ଲାଗିଲା NSA

କଟକ: କଟକରେ ଦୁଇ ଭାଇଙ୍କ ବିରୋଧରେ ଲାଗିଲା ଜାତୀୟ ସୁରକ୍ଷା ଆଇନ। ଆଇନ ଶୃଙ୍ଖଳାକୁ ନେଇ ଚିନ୍ତା ବଢ଼ିବା ପରେ ଜିଲ୍ଲା ପ୍ରଶାସନ ଏହି କଡ଼ା ପଦକ୍ଷେପ ନେଇଛି। ଏସପିଙ୍କ ସୁପାରିଶ ଆଧାରରେ କଟକ ଜିଲ୍ଲାପାଳ ଏହି ଆଦେଶ ଜାରି କରିଛନ୍ତି। NSA ଲାଗୁ ହୋଇଥିବା ଦୁଇ ଭାଇ ହେଲେ…

କଳାହାଣ୍ଡିବାସୀଙ୍କ ପାଇଁ ଖୁସିର ଖବର, ଉତ୍କେଲାରୁ ଭୁବନେଶ୍ୱରରୁ ପ୍ରତିଦିନ ଉଡ଼ିବ ବିମାନ..

କଳାହାଣ୍ଡି: କଳାହାଣ୍ଡିବାସୀଙ୍କ ପାଇଁ ଖୁସିର ଖବର । ଜିଲ୍ଲାର ଗୋଟିଏ ମାତ୍ର ବିମାନ ବନ୍ଦରରୁ ଏଣିକି ରାଜଧାନୀ ଭୁବନେଶ୍ୱରକୁ ପ୍ରତିଦିନ ଉଡ଼ିବ ବିମାନ । ମେ’ ୨୫ ତାରିଖରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ଦିନକୁ ଦୁଇ ଥର ବିମାନ ସେବା ଯୋଗାଇ ଦିଆଯିବ ବୋଲି ବିମାନ କମ୍ପାନୀ ‘ଇଣ୍ଡିଆ…

ଇବୋଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି, ଭୟଭୀତ ନହୋଇ ସଚେତନ ରହିବାକୁ ଅନୁରୋଧ

ଭୁବନେଶ୍ୱର: ରାଜ୍ୟ ସଚିବାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଇବୋଲା ଭାଇରସ୍‌ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ରାଜ୍ୟରେ ସତର୍କତାମୂଳକ ପଦକ୍ଷେପ,…

ଶିକ୍ଷକ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗେଷ୍ଟ ଲେକଚରର ନିଯୁକ୍ତିକୁ ଅନୁମତି

ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଉଚ୍ଚଶିକ୍ଷା ସଂସ୍ଥାରେ ଶିକ୍ଷକ ଅଭାବ ଦୂର କରିବା ପାଇଁ ରାଜ୍ୟ ସରକାର ଗେଷ୍ଟ ଲେକଚରର ନିଯୁକ୍ତିକୁ ଅନୁମତି ଦେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏନେଇ ସମ୍ବନ୍ଧିତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। …

ଆଠଗଡ଼ ବିଧାୟକଙ୍କ ଉପରେ ଆକ୍ରମଣ ଘଟଣା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଘଟଣାକୁ ନେଇ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ତୁରନ୍ତ ହସ୍ତକ୍ଷେପ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ…

ଥାଇଲ୍ୟାଣ୍ଡର ବଡ଼ ନିଷ୍ପତ୍ତି: ଭାରତୀୟଙ୍କ ପାଇଁ ଫ୍ରି-ଭିସା ଏଣ୍ଟ୍ରୀ ବନ୍ଦ, ଏବେ ଏହିପରି କରିପାରିବେ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଝଟକା । ଥାଇଲ୍ୟାଣ୍ଡ ଭାରତକୁ ଏହାର ଭିସା-ଫ୍ରି ଏଣ୍ଟ୍ରୀ ତାଲିକାରୁ ହଟାଇ ଦେଇଛି । ୨୦୨୪ ପର୍ଯ୍ୟନ୍ତ ଏହି ସୁବିଧା ଉପଭୋଗ କରୁଥିବା ଭାରତୀୟ ପର୍ଯ୍ୟଟକମାନେ ଆଉ ଏଥିପାଇଁ ଯୋଗ୍ୟ ହେବେ ନାହିଁ । ମେ ୧୯ରେ ଥାଇ…

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ ଉପରେ ଚଢ଼ାଉ; ୮ ଗିରଫ, ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ରାଉରକେଲା: 'ନିଶା ମୁକ୍ତ ଓଡ଼ିଶା’ ପାଇଁ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ପୋଲିସର ବଡ ପଦକ୍ଷେପ । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ ଉପରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୬ ଜଣ ମହିଳା…

ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନେଲା OPTCL

ଭୁବନେଶ୍ବର: ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ (OPTCL) ତାର କର୍ମଚାରୀଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ବଢୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି OPTCL ତାର କର୍ମଚାରୀଙ୍କ ସବୁ…

ଏଣିକି ପ୍ରତି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଉ ଚାଲିବନି ଇନ୍ଧନ ଜାନ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ…