Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏଣିକି ପ୍ରତି ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଉ ଚାଲିବନି ଇନ୍ଧନ ଜାନ

ଭୁବନେଶ୍ୱର: ପରିବେଶ ସୁରକ୍ଷା ଓ ସବୁଜିମାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ବନ୍ଦ ହୋଇଛି ଇନ୍ଧନ ଜାନ । ବାଇକ୍, କାର ଆଉ ଅଟୋ ଭଳି ଇନ୍ଧନ ଯାନକୁ ମୁଖ୍ୟ ଫାଟକରେ ଛଡ଼ା ଯାଉନି । ପ୍ରତି ଶନିବାର ଦିନ ଏହି ନିୟମକୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଲାଗୁ…

ଅସହ୍ୟ ତାତି ସାଙ୍ଗକୁ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ: ପ୍ରଶାସନର ବିଫଳତାକୁ ନେଇ ରାଜ୍ୟରେ ତେଜୁଛି ଜନଅସନ୍ତୋଷ

ଗ୍ରୀଷ୍ମ ପ୍ରବାହରେ ସିଝୁଛି ସାରା ଓଡ଼ିଶା। ଏକାଧିକ ସହରର ତାପମାତ୍ରା ଅସ୍ୱାଭାବିକ ସ୍ତରରେ ପହଞ୍ଚିଥିବା ବେଳେ, ଆକାଶରୁ ଖସୁଛି ନିଆଁ। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ତଥା ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟବାସୀଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସାଜିଛି ଅଘୋଷିତ ବିଦ୍ୟୁତ୍ କାଟ।…

ସରକାରୀ ଅଧିକାରୀଙ୍କ ବଦଳିକୁ ନେଇ ବଡ଼ ନିଷ୍ପତ୍ତି; ଏଣିକି ୬ ବର୍ଷ…

ଭୁବନେଶ୍ୱର: ବିଭାଗ ଗୁଡ଼ିକରେ ସ୍ୱଚ୍ଛତା, ସମାନତା ଏବଂ ପ୍ରଶାସନିକ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ସରକାରୀ କର୍ମଚାରୀଙ୍କ ବଦଳି ଏବଂ ପୋଷ୍ଟିଂ ଉପରେ ନୂଆ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ଦ୍ୱାରା ଜାରି ଏକ ବିଜ୍ଞପ୍ତିରେ,…

ଗାଡ଼ି ଚୋରି ଗ୍ୟାଙ୍ଗର ମୁଖ୍ୟ ସମେତ ୩ ଗିରଫ;ଗାଡ଼ିର ନମ୍ବର ବଦଳାଇ ରାଜ୍ୟ ବାହାରେ ବିକୁଥିଲେ…

ଭୁବନେଶ୍ୱର:ବାଇକ ଚୋର ଗ୍ୟାଙ୍ଗକୁ ଧରିଲା ନୟାପଲ୍ଲୀ ଥାନା ପୋଲିସ । ଚୋରି ପରେ ଗାଡିର ନମ୍ବର ପ୍ଲେଟ ବଦଳାଇ ବାହାର ରାଜ୍ୟରେ ବିକ୍ରି କରୁଥିଲେ ଅଭିଯୁକ୍ତ । ତେବେ ନୟାପଲ୍ଲୀ ଥାନା ପୋଲିସ ଚଢାଉ କରି ୩ ଜଣ ବାଇକ ଚୋରଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୧୫ରୁ ଅଧିକ ଚୋରା ବାଇକ ଜବତ…

ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ: ୟୁପି କଂଗ୍ରେସ ମୁଖ୍ୟ ଅଜୟ ରାୟଙ୍କ ନାରେ ଏଫଆଇଆର୍

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜନୀତିରେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ତଥା ଅଶାଳୀନ ମନ୍ତବ୍ୟ ଦେବା ଅଭିଯୋଗରେ ୟୁପି କଂଗ୍ରେସ କମିଟି ସଭାପତି ଅଜୟ ରାୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ରାଜନୈତିକ ବୟାନବାଜି…

ଭାରତରେ ଅସହ୍ୟ ଗରମ କାହିଁକି ହେଉଛି? ହିଟ୍‌ୱେଭ୍ ପଛରେ କଣ କହୁଛି ବୈଜ୍ଞାନିକ ରିପୋର୍ଟ?

ନୂଆଦିଲ୍ଲୀ: ଦେଶରେ ବଢୁଥିବା ଗ୍ରୀଷ୍ମ ପ୍ରବାହ ପଛରେ ଜଳବାୟୁ ପରିବର୍ତ୍ତନ ଏକ ବଡ଼ କାରଣ ବୋଲି ଏବେ ବୈଜ୍ଞାନିକ ରିପୋର୍ଟ ସ୍ପଷ୍ଟ କରୁଛି। ‘କ୍ଲାଇମମିଟର’ ନାମକ ଏକ ବୈଜ୍ଞାନିକ ଅଧ୍ୟୟନରେ କୁହାଯାଇଛି ଯେ, ଭାରତରେ କେବଳ ଦିନର ତାପମାତ୍ରା ନୁହେଁ, ରାତିର ଗରମ ମଧ୍ୟ ଲଗାତାର ବଢୁଛି। ଏହା…

ପକେଟ କାଟୁଛି ତେଲ: ୧୦ ଦିନରେ ୫ ଟଙ୍କା ବଢ଼ିଲା ଦର, ମିଡିଆ ଆଗରେ ଆକ୍ରୋଶ ଝାଡ଼ିଲେ ଗ୍ରାହକ

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସାଧାରଣ ଖାଉଟି ଚକ୍ରବ୍ୟୂହରେ ଫସିଯାଇଛି। ଗୋଟିଏ ପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବା ବେଳେ, ଅନ୍ୟପଟେ ବଜାର ଦରର ନିଆଁ ଲୋକଙ୍କୁ ଦେବାଳିଆ କରିଦେଲାଣି। ଏହି ସଙ୍କଟ ସମୟରେ ପେଟ୍ରୋଲ ଏବଂ ଡିଜେଲ ଦରରେ ହୋଇଥିବା…

ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ;ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ନିଷ୍ପତ୍ତି…

ପୁରୀ:ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଗଣତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ ଅରବିନ୍ଦ ପାଢ଼ୀ। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ନିଷ୍ପତ୍ତି ନିଆଯାଇଛି । ଜୁନ୍ ମାସରେ ପୁନର୍ବାର ଆରମ୍ଭ କରିବାକୁ ସ୍ଥିର କରାଯାଇଛି।…

ସମୁଦ୍ରରେ ବଢୁଛି ପ୍ରଭାବ: ଆହୁରି ଆଗେଇଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଜନତାଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦ୍ରୁତ ଗତିରେ ଆଗକୁ ବଢ଼ିବାରେ ଲାଗିଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ମୌସୁମୀ ବାୟୁର ସକ୍ରିୟତା ବୃଦ୍ଧି ପାଇବା…

ଝାରସୁଗୁଡ଼ାରେ ଖରାର ନିଆଁବାଣ: ପୂର୍ବାହ୍ନ ସୁଦ୍ଧା ୪୧ ଡିଗ୍ରୀ ଡେଇଁଲାଣି ପାରଦ

ଖରାର ପ୍ରକୋପରେ ଏବେ ଥରହର ପଶ୍ଚିମ ଓଡ଼ିଶା। ବିଶେଷ କରି ଶିଳ୍ପନଗରୀ ଝାରସୁଗୁଡ଼ାରେ ଏବେ ଆକାଶରୁ ନିଆଁ ବର୍ଷା ହେଉଥିବା ଭଳି ଅନୁଭବ ହେଉଛି। ସ୍ଥିତି ଏପରି ହୋଇଛି ଯେ, ଦିନ ୧୨ଟା ନବାଜୁଣୁ ଅର୍ଥାତ୍ ପୂର୍ବାହ୍ନରେ ହିଁ ସହରର ତାପମାତ୍ରା ୪୧.୨ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଲାଣି।…