Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

PM Modi In Italy: ପୁଣି ଭାଇରାଲ ମୋଦି-ମେଲୋନିଙ୍କ ସେଲଫି, ପ୍ରଥମ ଥର ସରକାରୀ ଗସ୍ତରେ ଇଟାଲୀରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ୫ ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ଇଟାଲୀରେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି UAE, ନେଦରଲ୍ୟାଣ୍ଡ, ସ୍ୱିଡେନ ଏବଂ ନରୱେ ଗସ୍ତ କରିବା ପରେ ଇଟାଲୀରେ ପହଞ୍ଚିଛନ୍ତି। ରୋମରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା, ଏବଂ ସେଠାରୁ ତାଙ୍କର ଫଟୋ ମଧ୍ୟ ସାମ୍ନାକୁ…

ଆଜିଠୁ ଆହୁରି ବଢ଼ିବ ତାତି, ସାରା ରାଜ୍ୟକୁ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ତାତି। ସାଧାରଣ ଜୀବନ ଅସ୍ତବ୍ୟସ୍ତ। ଚଳିତ ସପ୍ତାହରେ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଫେରିବାର ସମ୍ଭାବନା ନେଇ ଆକଳନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (IMD)। ଅସହ୍ୟ ତାତିରେ ଜଳୁଛି ସାରା ଓଡ଼ିଶା । ଆଜିଠୁ ଆହୁରି ବଢ଼ିବ ତାତି। ତାପମାତ୍ରା ୨ରୁ ୩ ଡିଗ୍ରୀ…

Indian Diplomat Found Dead: ବାଂଲାଦେଶରେ ଭାରତୀୟ ଅଧିକାରୀଙ୍କ ମୃତ୍ୟୁ; ସନ୍ଦେହଜନକ ପରିସ୍ଥିତିରେ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ:ବାଂଲାଦେଶରେ ଥିବା ଭାରତୀୟ ହାଇକମିଶନରେ ନିୟୋଜିତ ଜଣେ ପ୍ରୋଟୋକଲ ଅଧିକାରୀଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଛି। ତାଙ୍କ ମୃତଦେହ ଚିଟାଗଙ୍ଗରେ ଥିବା ଭାରତୀୟ ହାଇକମିଶନ ପରିସରରୁ ଉଦ୍ଧାର କରାଯାଇଛି। ମୃତକ ଚିଟାଗଙ୍ଗରେ ଥିବା ଭାରତୀୟ ମିଶନରେ ସୁରକ୍ଷା ପ୍ରୋଟୋକଲ…

Puri Jagannath Temple: ଗଣତି ପ୍ରକ୍ରିୟା ବେଳେ ୨ମେକାପ ସେବକଙ୍କ ମଧ୍ୟରେ ଧସ୍ତାଧସ୍ତି ଘଟଣା;ନିଲମ୍ବନ କଲେ…

ପୁରୀ: ପ୍ରଥମ ଥର ପାଇଁ ରତ୍ନଭଣ୍ଡାର ଭିତରେ ବିଶୃଙ୍ଖଳା ସୂଚନା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ଭଣ୍ଡାର ମେକାପ ସେବାୟତ ଦାଦା-ପୁତୁରା ଧସ୍ତାଧସ୍ତି ହୋଇଛନ୍ତି ।  ଏହାପରେ  ମେକାପ ସେବକଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଅନ୍ୟାଦେଶ ପର୍ଯ୍ୟନ୍ତ ସେବା ଓ ପୂଜାରୁ…

Odisha +2 exam Result: ଆଜି ବାହାରିବ +୨ ପରୀକ୍ଷା ଫଳ; ଦିନ ୧୨ଟା ୩୦ରେ ରେଜଲ୍ଟ ଘୋଷଣା

ଭୁବନେଶ୍ବର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ପରୀକ୍ଷା ଫଳ ମଧ୍ୟାହ୍ଣ ୧୨ଟା ୩୦ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ପରିସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ । କଳା, ବିଜ୍ଞାନ, ବାଣିଜ୍ୟ ଏବଂ…

ସମ୍ବଲପୁରରେ ଏନ୍‌କାଉଣ୍ଟର; କୁଖ୍ୟାତ ଅପରାଧୀ ବଣ୍ଟି ସୁନା ଆହତ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାରେ ମଙ୍ଗଳବାର ଦିନ ପୋଲିସ ଦ୍ୱାରା କରାଯାଇଥିବା ଏକ ଏନ୍‌କାଉଣ୍ଟରରେ ଆଉ ଜଣେ କୁଖ୍ୟାତ ଅପରାଧୀ ଆହତ ହୋଇଛି। ଚାରମାଲ ଥାନା ଅଧୀନସ୍ଥ ମୋଚିବାହାଲ ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଆହତ ଅପରାଧୀ ବଣ୍ଟି ସୁନା ବୋଲି ଚିହ୍ନଟ କରାଯାଇଛି।…

୬୬ ହଜାର ୪୫୧ଟି ଅଲିଭ୍‌ ରିଡ୍‌ଲେ ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡି ସର୍ବକାଳୀନ ରେକର୍ଡ କଲା ବ୍ରହ୍ମଗିରି ରେଞ୍ଜ୍‌

ବ୍ରହ୍ମଗିରି: ବିରଳ ଅଲିଭ୍‌ ରିଡଲେ ଅଣ୍ଡା ସଂଗ୍ରହ ଓ ଛୁଆ ଛାଡ଼ିବାରେ ସର୍ବକାଳୀନ ରେକର୍ଡ କରିଛି ବ୍ରହ୍ମଗିରି ରେଞ୍ଜ୍‌ । ୬୪୬ଟି ବସାରୁ ସଂଗ୍ରହ ହୋଇଥିବା ୭୪ ହଜାରରୁ ଅଧିକ ଅଣ୍ଡା ମଧ୍ୟରୁ ୬୬ ହଜାର ୪୫୧ଟି ଛୁଆ ସୁରକ୍ଷିତ ଭାବେ ସମୁଦ୍ରକୁ ଛାଡ଼ାଯାଇଛି । ୮୪୬୯ଟି ଅଣ୍ତା ନଷ୍ଟ ହୋଇଛି ।…

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌ ଘଟଣା: ପରିତ୍ୟକ୍ତ ସ୍ଥାନରୁ ଜବତ ହେଲା ଫର୍ଚୁନର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହିଟ ଆଣ୍ଡ ରନ୍ ମାମଲା । ପଟିଆରର ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ ଫର୍ଚୁନର୍‌ କାର କୁ ଜବତ କରିଛି । ଘଟଣା ପରେ କାର୍‌ ଚାଳକ ଓ ମାଲିକ ଗାଡ଼ିକୁ ଛାଡ଼ି ଫେରାର ଅଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ମୁାତବକ, ବିଳମ୍ବିତ…

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ପେଟ୍ରୋଲରେ ମିଶିବ ଅଧିକ ଇଥାନଲ

ନୂଆଦିଲ୍ଲୀ: ଭାରତ ଏବେ ପେଟ୍ରୋଲରେ ଅଧିକ ଇଥାନଲ୍ ମିଶ୍ରଣ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସରକାର ବର୍ତ୍ତମାନର E20 ଯୋଜନାରୁ ଅଧିକ ପ୍ରୋତ୍ସାହନ କରୁଛନ୍ତି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22, E25, E27, ଏବଂ E30 ଇନ୍ଧନ ମିଶ୍ରଣ ପାଇଁ ବୈଷୟିକ ପ୍ରସ୍ତୁତି…

ଡଲାର ତୁଳନାରେ କାହିଁକି ତଳକୁ ଖସୁଛି ଟଙ୍କା?

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଛି। କ୍ରମାଗତ ଭାବେ ଗତ ୮ ଦିନ ହେଲା ଟଙ୍କା ନିମ୍ନଗାମୀ ହେଉଛି। ମଙ୍ଗଳବାର କାରବାର ମଝିରେ ଏହା ରେକର୍ଡ ୯୬ ଟଙ୍କା ୬୦ ପଇସା ସ୍ତରକୁ ଖସିଥିଲା। କାରବାର ଶେଷ ବେଳକୁ ଏହା ୯୬…