Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ନାବାଳିକା ଦୁଷ୍କର୍ମକାରୀକୁ ଏନକାଉଣ୍ଟର କଲା ପଶ୍ଚିମବଙ୍ଗ ପୋଲିସ୍

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲ୍ଲାର ବାରୁଇପୁରରେ ଜଣେ ନାବାଳିକାଙ୍କୁ ନାବାଳିକା ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ପ୍ରଭାସ ମଣ୍ଡଳକୁ ଏନକାଉଣ୍ଟର କଲା ପଶ୍ଚି ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ପଚରାଉଚରା ସମୟରେ ପୋଲିସ ହାଜତରୁ ଖସିଯିବାକୁ ଚେଷ୍ଟା କରୁଥିଲା। ସୂଚନା…

ଟଳିଲା ବନ୍ୟା ଭୟ: ସବୁ ନଦୀରେ କମିଲା ଜଳସ୍ତର, ଆଜି ୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା। ଏବେ କିନ୍ତୁ କମିଯାଇଛି ବର୍ଷା। ଟଳିଛି ବନ୍ୟା ଭୟ। ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। କିନ୍ତୁ, ଆସନ୍ତା ୧୧ ତାରିଖ ଯାଏ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଉପରମୁଣ୍ଡରେ ବର୍ଷା ଲଗାତର କମିବାରୁ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର, ୪ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଆୟ ବର୍ହିଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ସହ ଜଡିତ ଚାରୋଟି ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଏକକାଳୀନ ତଲାସ ଆରମ୍ଭ କରିଛି। ଏହି ଚଢାଉରେ ପାଞ୍ଚ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP), ୯ ଜଣ…

ଇରାନକୁ କଡ଼ା ଜବାବ; ଏୟାର ଷ୍ଟ୍ରାଇକ କଲା ଆମେରିକା

ତେହେରାନ: ବୁଧବାର ପ୍ରତ୍ୟୁଷରେ ଆମେରିକାର ସେନା ଇରାନ ଉପରେ ଆକ୍ରମଣ କରିଛି। ହରମୁଜ୍ ପ୍ରଣାଳୀରେ ତିନୋଟି ବାଣିଜ୍ୟକ ଜାହାଜ ଉପରେ ଆକ୍ରମଣ ହେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ କରାଯାଇଥିଲା। ଯୁଦ୍ଧ ଆରମ୍ଭରେ (୨୮ ଫେବୃଆରୀ) ଇସ୍ରାଏଲ-ଆମେରିକା ଆକ୍ରମଣରେ ପ୍ରାଣ ହରାଇଥିବା ଇରାନର…

ଭିଜିଲାନ୍ସ ଜାଲରେ ଫସିଲେ ଖଣି ଉପନିର୍ଦ୍ଦେଶକ, ୨ ଲକ୍ଷ ଲାଞ୍ଚ ନେଉଥିଲେ…

ଭୁବନେଶ୍ୱର: ଓଡ଼ିଶା ଭିଜିଲାନ୍ସ ଜୟପୁରର ଉପନିର୍ଦ୍ଦେଶକ (ଭୂତତ୍ତ୍ୱ)-କମ-ଉପନିର୍ଦ୍ଦେଶକ ସତ୍ୟଜିତ ରାଉତଙ୍କୁ ଗିରଫ କରିଛି। ସେ ଜଣେ ଲିଜ୍ ଧାରୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ସୂଚନା ଅନୁଯାୟୀ, ସେ ଏକ ଖଣି ଲିଜ୍‌ର ଅବଧି ବୃଦ୍ଧି କରିବା ଏବଂ ବାଲି ଉତ୍ସର ଆଗାମୀ ସ୍ପଟ୍…

ବର୍ଷା ଛାଡ଼ିନି, ପୁଣି ଡରାଇଲାଣି ପାଣିପାଗ: ଜୁଲାଇ ମଧ୍ୟଭାଗରେ ରାଜ୍ୟରେ କ’ଣ ହେବାକୁ ଯାଉଛି?

ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟରେ ବର୍ଷାର ପରିମାଣ କିଛିଟା କମିଥିବା ବେଳେ ଏବେ ପୁଣି ଥରେ ପାଣିପାଗ ବିଭାଗ ଚିନ୍ତାଜନକ ସୂଚନା ଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ନୂଆ ଲଘୁଚାପ ସମ୍ଭାବନାକୁ ନେଇ ଓଡ଼ିଶାରେ ପୁଣିଥରେ ପ୍ରବଳ ବର୍ଷାର ଆଲର୍ଟ ଜାରି ହୋଇଛି। ଆସନ୍ତା…

ବିନା ଫିଟନେସ୍‌ରେ ରାସ୍ତାରେ ଗଡ଼ୁଛି ଗାଡ଼ି? ପରିବହନ ବିଭାଗର ଅଚାନକ ଚଢ଼ଉ, ଶହ ଶହ ଗାଡ଼ି ଉପରେ ଚାଲାଣର ପ୍ରହାର

ଭୁବନେଶ୍ୱର: ରାଜ୍ୟ ରାଜପଥ ଓ ସହରୀ ରାସ୍ତାରେ ଯାତାୟାତ କରୁଥିବା ଅନେକ ଗାଡ଼ି ଏବେ ପରିବହନ ବିଭାଗର ସ୍ୱତନ୍ତ୍ର ନଜରରେ। ବିନା ଫିଟନେସ୍ ଏବଂ ବୈଧ କାଗଜପତ୍ର ବିନା ରାସ୍ତାରେ ଗଡ଼ୁଥିବା ଅନେକ ଗାଡ଼ି ବିପଦର କାରଣ ସାଜୁଥିବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ଏକ…

ଆଖି ପିଛୁଳାକେ ସବୁ ଶେଷ! କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡସ୍ଲାଇଡର ଲୋମଟାଙ୍କୁରା ଦୃଶ୍ୟ, ଆଖି ସାମ୍ନାରେ ଭାସିଗଲା ତେଲ…

ୱାୟାନାଡ: କେରଳର ୱାୟାନାଡରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ତାଣ୍ଡବଲୀଳା। ପାହାଡ଼ରୁ ହଠାତ୍ ଖସି ଆସିଥିବା ମାଟି ଅତଡ଼ା କେମିତି ସେକେଣ୍ଡ ଭିତରେ ସବୁକିଛି ଛାରଖାର କରିଦେଇପାରେ ତାର ଏକ ଲୋମଟାଙ୍କୁରା ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି। …

ସିନ୍ଧୁ ନଦୀରୁ ବନ୍ଦ ହେବ କି ପାଣି? ପାକିସ୍ତାନକୁ ଭାରତର କଡ଼ା ଚେତାବନୀ, ଏବେ ଆରମ୍ଭ ହେବ ଅସଲ ଲଢ଼େଇ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କରେ ଏବେ ପାଣିକୁ ନେଇ ନିଆଁ ଜଳିଛି। ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ସିନ୍ଧୁ ନଦୀ ଜଳ ଚୁକ୍ତି (Indus Waters Treaty) ଏବେ ବିପଦରେ। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏହି ଚୁକ୍ତିକୁ ବେଖାତିର କରି ନିଜର ଆଭିମୁଖ୍ୟ…

୬ ବର୍ଷର ଶିଶୁକନ୍ୟାକୁ ଝୁଣିପକାଇଲେ ୬ଟି କୁକୁର

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ମହାନଳାରେ ଘରୋଇ ସ୍କୁଲ ନିକଟରେ କୁକୁର ଆତଙ୍କ । ୬ ବର୍ଷର ଶିଶୁକନ୍ୟାକୁ ଝୁଣିପକେଇଲେ କୁକୁର ପଲ । ସ୍କୁଲ ବାହାରକୁ ପରିଶ୍ରା କରିବାକୁ ଆସିଥିବା ବେଳେ ହଠାତ ୫ରୁ ୬ଟି କୁକୁର ମିଶି ଶିଶୁ କନ୍ୟା ଟିକୁ ଝୁଣି ପକେଇଛନ୍ତି । ଏହା ଦେଖି ସ୍କୁଲର…