Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ସୌମ୍ୟ ରଞ୍ଜନ ହତ୍ୟା ମାମଲାର ସମସ୍ତ ଅଭିଯୁକ୍ତ ଚିହ୍ନଟ

ଭୁବନେଶ୍ଵର: ବହୁ ଚର୍ଚ୍ଚିତ ବାଲିଅନ୍ତାରେ GRP କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ବାଇଁ ହତ୍ୟା ଘଟଣାକୁ ୧୨ ଦିନ ପୁରିଛି। ଏହି ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଏନେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆମ ଟିମ୍ ପୁରା ଆକ୍ଟିଭ୍ ଅଛି,…

Shri Jagannath Museum:ରାଜ୍ୟରେ ପ୍ରତିଷ୍ଠା ହେବ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର; ଖର୍ଚ୍ଚ ହେବ…

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ପ୍ରସାରକୁ ମିଳିବ ପ୍ରୋତ୍ସାହନ । ରାଜ୍ୟରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଏବଂ ବ୍ୟାଖ୍ୟାନ କେନ୍ଦ୍ର ପ୍ରତିଷ୍ଠା ହେବ । ଏନେଇ ୩୦୦ ଆସନ ବିଶିଷ୍ଟ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ସହ ଏକ ଦୃଶ୍ୟ-ଶ୍ରାବ୍ୟ ହଲ୍ ଏବଂ ମୁକ୍ତାକାଶ ମଞ୍ଚ ରହିବ ।…

ତୈଳ ସଙ୍କଟ: ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି

କଟକ: ଦେଶରେ ପୁଣି ଥରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି। ଏହି ତୈଳ ସଙ୍କଟ ସମୟରେ ସଚେତନତା ସୃଷ୍ଟି ପାଇଁ ସାଇକେଲରେ ହାଇକୋର୍ଟ ଗଲେ ୩ ବିଚାରପତି। ଜଷ୍ଟିସ ସାବିତ୍ରୀ ରଥ, ଜଷ୍ଟିସ ଭି ନରସିଂହ ଓ ଜଷ୍ଟିସ ଶିବ ଶଙ୍କର ମିଶ୍ର ସାଇକେଲ୍‌ରେ କୋର୍ଟ ଗଲେ।…

Gun Robbery:ପଞ୍ଚାୟତ ଅଫିସ୍‌ ନିକଟରୁ ଭତ୍ତା ଟଙ୍କା ଲୁଟ୍;ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ…

କେନ୍ଦୁଝର:ପିଇଓଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଲେ ୮ ଲକ୍ଷ ୧୮ ହଜାର ଟଙ୍କା। ଭତ୍ତା ବାଣ୍ଟିବାକୁ ଟଙ୍କା ନେଇ ଯାଉଥିଲେ ପିଇଓ । ଏହି ସମୟରେ ବାଉରୀପଦା ପଞ୍ଚାୟତ ଅଫିସ୍‌ ନିକଟରୁ ଏହି ଲୁଟ୍ ହୋଇଛି । ସଦର ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି । ସୋମବାର ସକାଳ ପ୍ରାୟ ୯ ଟା ୪୫ ମିନିଟ ସମୟରେ…

ଓଡ଼ିଶା ବିଜେପିର କୋର କମିଟି ବୈଠକ: ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ କଡ଼ା ଟାସ୍କ; ସରକାରୀ ନିଯୁକ୍ତି ଏବଂ ମନ୍ତ୍ରିମଣ୍ଡଳ…

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଶେଷ ହୋଇଛି ଦଳର ଅତି ଗୁରୁତ୍ୱପୂର୍ଣ୍ଣ ତଥା ହେଭିୱେଟ୍ କୋର କମିଟି ବୈଠକ। ଓଡ଼ିଶାରେ ସରକାର ଗଠନ ପରେ ସଙ୍ଗଠନକୁ ଅଧିକ କ୍ରିୟାଶୀଳ ଏବଂ ସରକାରଙ୍କ ପ୍ରଦର୍ଶନକୁ ନିଖୁଣ କରିବା ପାଇଁ ଏହି ବୈଠକରେ ବଡ଼ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି…

ଚୀନ୍‌ରେ ଭୂକମ୍ପର ତାଣ୍ଡବ: ଅଧରାତିରେ ଭୁଶୁଡିଲା କୋଠା

ବେଜିଂ: ଅଧାରାତିର ନିରବତା ଭିତରେ ହଠାତ୍ ଆସିଲା ମୃତ୍ୟୁର ଛାଇ। ଲୋକେ ଗଭୀର ନିଦରେ ଶୋଇଥିବା ବେଳେ ଏକ ଶକ୍ତିଶାଳୀ ଭୂକମ୍ପର ଝଟକାରେ ଥରି ଉଠିଥିଲା ସମଗ୍ର ସହର। ମାତ୍ର କିଛି ସେକେଣ୍ଡର ତାଣ୍ଡବ ଭିତରେ ତାସ୍ ଘର ଭଳି ଭୁଶୁଡ଼ି ପଡିଲା ଏକାଧିକ ବିରାଟ ଅଟ୍ଟାଳିକା। ଦକ୍ଷିଣ-ପଶ୍ଚିମ ଚୀନ୍‌ର…

ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ: ଘୋଷଣା ହେଲା ତାରିଖ

ଭୁବନେଶ୍ୱର: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ଏକ ବଡ଼ ଖବର। ଆସନ୍ତା ୨୦ ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ୨୦ ତାରିଖ ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ରୁ ୧ଟା ମଧ୍ୟରେ ସିଏଚ୍‌ଏସ୍‌ଇ ପରିସରରେ ଔପଚାରିକ…

କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ଭିଡି ସତିସନ୍

ନୂଆଦିଲ୍ଲୀ: କେରଲମର ତିରୁବନନ୍ତପୁରମ ସେଣ୍ଟ୍ରାଲ ଷ୍ଟାଡିୟମରେ କେରଳ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ କଂଗ୍ରେସ ନେତା ଭିଡି ସତିସନ୍। ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। କେରଳ ମୁଖ୍ୟମନ୍ତ୍ରୀ ଭାବରେ ସତିସନ୍‌ଙ୍କ ଯୋଗଦାନ ଫଳରେ ଏକ ଦଶନ୍ଧି ପରେ ରାଜ୍ୟରେ…

ଆକ୍ସନରେ ଶୁଭେନ୍ଦୁ ସରକାର: ଟିଏମସି ନେତାଙ୍କ ସୁରକ୍ଷାରେ ବଡ଼ ଧରଣର ଛଟେଇ, କଟିବ ଅଭିଷେକ ବାନାର୍ଜୀଙ୍କ ପୋଲିସ…

କୋଲକାତା: ପଶ୍ଚିମବଙ୍ଗରେ କ୍ଷମତା ପରିବର୍ତ୍ତନ ହେବା ମାତ୍ରେ ରାଜନୈତିକ ସମୀକରଣ ବଦଳିବା ଆରମ୍ଭ ହୋଇଯାଇଛି। ନିକଟରେ ଶପଥ ନେଇଥିବା ବିଜେପି ସରକାର ପ୍ରଥମ ଦିନରୁ ହିଁ ଆକ୍ସନ ମୋଡ୍‌ରେ ନଜର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବାର ମାତ୍ର କିଛି ଘଣ୍ଟା ପରେ, ବିଜେପି ସରକାର ରାଜ୍ୟର…

ଆକାଶରେ ନୌସେନାର ଦୁଇ ଯୁଦ୍ଧବିମାନ ଦୁର୍ଘଟଣାର ଶିକାର, ତାପରେ ଯାହା ହେଲା ଆଶ୍ଚର୍ଯ୍ୟ

ୱାଶିଂଟନ: ଆକାଶରେ ଚାଲିଥିଲା ରୋମାଞ୍ଚକର ଏୟାର ଶୋ’। ଦର୍ଶକମାନେ ଚାତକ ଭଳି ଯୁଦ୍ଧବିମାନଗୁଡ଼ିକର କୌଶଳ ଦେଖୁଥିଲେ। କିନ୍ତୁ ହଠାତ୍ ଘଟିଗଲା ଏକ ଅଭାବନୀୟ ଘଟଣା। ଆମେରିକାର ଆଇଡାହୋ (Idaho) ରାଜ୍ୟରେ ଆୟୋଜିତ ଏକ ଏୟାର ଶୋ’ ଚାଲିଥିବା ବେଳେ ଆମେରିକୀୟ ନୌସେନାର ଦୁଇଟି ଅତ୍ୟାଧୁନିକ EA-18G…