Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

ଏହି ହିନ୍ଦୁ ନେତା ତାରିକ ରହମାନଙ୍କ କ୍ୟାବିନେଟରେ ହେବେ ମନ୍ତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ…

ଢାକା: ତାରିକ ରହମାନଙ୍କ ନୂତନ ସରକାର ଜଣେ ହିନ୍ଦୁଙ୍କୁ ସାମିଲ କରିବାକୁ ଯାଉଛି । ବାଂଲାଦେଶର ନୂତନ କ୍ୟାବିନେଟରେ ଗୋୟେଶ୍ୱର ଚନ୍ଦ୍ର ରାୟଙ୍କୁ ସାମିଲ କରାଯାଇପାରେ । ରାୟଙ୍କୁ ବିଏନପିର ଜଣେ ପ୍ରମୁଖ ନେତା ଭାବରେ ବିବେଚନା କରାଯାଏ । ଏଥର ବାଂଲାଦେଶରେ କେବଳ ଦୁଇଜଣ ହିନ୍ଦୁ ପ୍ରାର୍ଥୀ…

ବଙ୍ଗଳାରେ ECIର ବଡ଼ କାର୍ଯ୍ୟାନୁଷ୍ଠାନ: ଦିଦିଙ୍କ ୭ ଜଣ ଅଧିକାରୀ ନିଲମ୍ବିତ, SIR ସହିତ ରହିଛିକି କନେକ୍ସନ?

କୋଲକାତା: ପଶ୍ଚିମବଙ୍ଗରେ ଅଧିକାରୀଙ୍କ ସ୍ୱେଚ୍ଛାଚାରିତା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି ଭାରତୀୟ ନିର୍ବାଚନ କମିଶନ (ECI)। କମିଶନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାତ ଜଣ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି। ସୂଚନା ରହିଛି ଯେ ଏହି ଅଧିକାରୀମାନେ…

ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ: ୭ ଶ୍ରମିକ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନର ପ୍ରମୁଖ ଶିଳ୍ପ କେନ୍ଦ୍ର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫେରଣ ପରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଅନେକ ଶ୍ରମିକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି, ଯେତେବେଳେ ଅନ୍ୟମାନେ ଏବେ ବି ଭିତରେ ଫସି ରହିଛନ୍ତି।…

ଆମେରିକାରେ ଚାଲିଛି ‘ଜୋକର ଶୋ’ !

ଓ୍ବାଶିଂଟନ୍: ଆମେରିକା ରାଜନୀତିରେ ହଟଚମଟ । ବର୍ତ୍ତମାନର ଟ୍ରମ୍ପ ପ୍ରଶାସନ ଏବଂ ଆମେରିକୀୟ ରାଜନୀତିର ସ୍ତରକୁ ନେଇ ବଡ଼ ବୟାନ ଦେଇଛନ୍ତି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ସେ ଏହାକୁ କେବଳ ସମାଲୋଚନା କରିନାହାନ୍ତି, ବରଂ ଏହାକୁ 'ଜୋକରଙ୍କ ଶୋ' ବୋଲି କହିଛନ୍ତି । ଓବାମା ଏକ…

Aadhaar To Get Makeover: ଆଧାର କାର୍ଡର ନୂଆ ରୂପ;ଜାଣନ୍ତୁ କ’ଣ ବଦଳିବ ?

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ ଆସିଛି ଏକ ବଡ଼ ଖବର। ଏଣିକି ଆପଣଙ୍କ ଆଧାର କାର୍ଡ ପୂରା ବଦଳିଯିବ। କାର୍ଡରେ ଆଉ ଦେଖାଯିବ ନାହିଁ ଆପଣଙ୍କ ଘର ଠିକଣା କିମ୍ବା ଜନ୍ମ ତାରିଖ। କେବଳ ଫଟୋ ଏବଂ QR କୋଡ୍‌ରେ ସରିବ ସବୁ କାମ । ଆଧାର କାର୍ଡର ବ୍ୟବହାରକୁ ଅଧିକ ସୁରକ୍ଷିତ କରିବା ପାଇଁ UIDAI…

ପ୍ରେମିକା ପାଇଁ ୪ କି.ମି. ଗଡି ଗଡି ଗଲା ପ୍ରେମିକ

ପ୍ରେମିକାକୁ ପାଇବା ପାଇଁ ୪ କିଲୋମିଟର ଗଡିଲା ପ୍ରେମିକ ଠାକୁରଙ୍କୁ ସାକ୍ଷୀ ରଖି ୪ କିଲୋମିଟର ଗଡିଲେ ପରିବାର ଲୋକେ ମଧ୍ୟ ଏହାକୁ ସମର୍ଥନ କଲେ ରାୟଗଡା ଜିଲ୍ଲା ମୁନିଗୁଡା ଅଞ୍ଚଳରେ ଘଟିଛି ଘଟଣା ରାୟଗଡ଼ା: ସତରେ ପ୍ରେମ ଅନ୍ଧ । ଆଉ ଏହି ପ୍ରେମକୁ ପାଇବା ପାଇଁ ମଣିଷ କିଛି…

8th Pay Commission: ସରକାର ନେଲେ ବଡ଼ ନିଷ୍ପତ୍ତି; ଏହି ଦିନ ବଢ଼ିବ ଦରମା ଓ ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୮ମ ବେତନ ଆୟୋଗକୁ ନେଇ ମୋଦୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି କରିଛନ୍ତି, ଯାହାଫଳରେ ଆଗାମୀ ଦିନରେ ଦରମା ବୃଦ୍ଧି ପ୍ରକ୍ରିୟା ଆହୁରି ଜୋରଦାର ହେବ। ୮ମ ବେତନ କମିଶନ ଗଠନକୁ ନେଇ…

ଅଧ ରାତିରେ ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ

ପୁରୀ: ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ। ଶ୍ରୀମନ୍ଦିର ନିକଟରେ ବଡଧରଣର ଅଗ୍ନିକାଣ୍ଡ। ଶ୍ରୀମନ୍ଦିର ନିକଟରେ ଥିବା ଶ୍ରୀଦାଣ୍ଡର ଏକ ଇଲେକ୍ଟ୍ରୀ ଟ୍ରାନସଫରମରରେ ନିଆଁ ଲାଗିବାରୁ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଦୁଇଟି ଦମକଳ…

‘ସାହିତ୍ୟ ମାଧ୍ୟମରେ ଜାତିର ଉତ୍ଥାନ୍ନ କୃଷ୍ଣପ୍ରସାଦଙ୍କର ଲକ୍ଷ୍ୟ ଥିଲା’

ଭୁବନେଶ୍ବର: ସ୍ୱନାମଧନ୍ୟ ଦାର୍ଶନିକ-ସାହିତ୍ୟିକ କୃଷ୍ଣପ୍ରସାଦ ମିଶ୍ର ସ୍ମୃତି ସଂସଦ ଓ ସ୍ନାତକୋତ୍ତର ଦର୍ଶନ ବିଭାଗର ମିଳିତ ଆନୁକୂଲ୍ୟରେ ଏବଂ ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ୩୩ତମ କୃଷ୍ଣପ୍ରସାଦ ବାର୍ଷିକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ରେଭେନ୍ସା…

ସରିଲା ସର୍ବଦଳୀୟ ବୈଠକ, ଆସନ୍ତାକାଲିଠାରୁ ଚାଲିବ ବଜେଟ୍ ଅଧିବେଶନ

ଭୁବନେଶ୍ବର: ସରିଲା ସର୍ବଦଳୀୟ ବୈଠକ। ମଙ୍ଗଳବାରଠ ବିଧାନସଭା ବଜେଟ୍ ଅଧିବେଶନ ୨୦୨୬ ଆରମ୍ଭl ୨୯ ଦିନ ଧରି ଚାଲିବ ଏହି ବଜେଟ୍ ଅଧିବେଶନ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୨୦ ତାରିଖରେ ଗୃହରେ ବଜେଟ୍ ଉପସ୍ଥାପନ କରିବେ। ସେପଟେ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସଙ୍ଗ ଧରି ପ୍ରସ୍ତୁତ…