Latest Odisha News

BREAKING NEWS

Browsing Category

ମୁଖ୍ୟ ଖବର

Mamata’s TMC at split: ଫାଳ ଫାଳ ଦିଦିଙ୍କ ଦଳ! ବିଧାନସଭାରେ ବିଦ୍ରୋହୀ ୫୯ ବିଧାୟକଙ୍କ ଦସ୍ତଖତ…କାହା…

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଦୟନୀୟ ପରାଜୟ ପରେ ଏବେ ମମତା ବାନାର୍ଜିଙ୍କ ଦଳ ବଡ ବିପର୍ଯ୍ୟୟର ସାମ୍ନା କରୁଛି । ମମତା ବାନାର୍ଜିଙ୍କ ନେତୃତ୍ବାଧୀନ ତୃଣମୂଳ କଂଗ୍ରେସ ବା ଟିଏମସି ଏବେ ଖଣ୍ଡ ଖଣ୍ଡ ହେବା ଉପରେ । ବିଧାନସଭାରେ ପରାଜୟ୍ର ପରେ ଦଳ ଭିତରେ ଏବେ ଅସନ୍ତୋଷର ନିଆଁ ଜଳୁଛି ।…

ମନ୍ତ୍ରୀଙ୍କ ବଡ଼ ସୂଚନା, ଖରାଛୁଟି ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚିବ ବହି

ଭୁବନେଶ୍ୱର: ଗଣଶିକ୍ଷାମନ୍ତ୍ରୀଙ୍କ ବଡ଼ ସୂଚନା। ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନ୍ଦ ଗଣ୍ଡ ଦେଇଛନ୍ତି ଏହି ବଡ଼ ସୂଚନା। ୯୦% ବହି ଛପା ସାରିଲାଣି; ପିଲାଙ୍କ ପାଖରେ ପହଞ୍ଚୁଛି। ବାକି ୧୦% ବହି ଖରା ଛୁଟି ପୂର୍ବରୁ…

ଆଜି ଶ୍ରୀବିଗ୍ରହଙ୍କ ବନକଲାଗି ନୀତି, ସନ୍ଧ୍ୟା ୬ଟାରୁ ରାତି ୧୦ ଯାଏଁ ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ବନକଲାଗି ନୀତି ଅତ୍ୟନ୍ତ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଚତୁର୍ଦ୍ଧାମୂରତିଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ । କିନ୍ତୁ…

୨୪ ଘଣ୍ଟାରେ ଘଡଘଡି ବର୍ଷା ନେଇ ଏହି ୩ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି..୭ ତାରିଖ ଯାଏଁ କିଛି ସ୍ଥାନରେ କାଳବୈଶାଖୀ…

ଭୁବନେଶ୍ବର: ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଉପକୂଳ, ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ କିଛି କିଛି ଅଞ୍ଚଳରେ କାଳବୈଶାଖୀ ରହିବ ୫ ଓ ୬ ଦୁଇ ଦିନ ସାରା ରାଜ୍ୟରେ ବର୍ଷା ପାଇଁ ଚେତାବନୀ ଦେଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ନବରଙ୍ଗପୁରରେ ବିଜୁଳି, ଘଡଘଡି ସହ…

Siddaramaiah CWC member: ଚାଲିଗଲା ମୁଖ୍ୟମନ୍ତ୍ରୀ ପଦବୀ, ସିଦ୍ଧରମୈୟାଙ୍କୁ ବଡ଼ ଉପହାର ଦେଲା କଂଗ୍ରେସ

ବେଙ୍ଗାଲୁରୁ: ନୂଆ ଶାସକ ପାଇବ କର୍ଣ୍ଣାଟକ । ସିଦ୍ଧରମୈୟା କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହି ସମୟରେ, ଡିକେ ଶିବକୁମାର ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କଂଗ୍ରେସ ନେତା ଡିକେ ଶିବକୁମାର ବୁଧବାର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବରେ…

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ, ବିପର୍ଯ୍ୟୟ ମୁକାବିଲାର ଗୁରୁମନ୍ତ୍ର ଶିଖାଇବ ଓଡ଼ିଶା

ପୁରୀ: ଆଜିଠୁ ପୁରୀରେ ‘ବ୍ରିକ୍ସ’ ସମ୍ମିଳନୀ । ଏଥିରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେବେ । ବ୍ରାଜିଲ୍‌, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍‌, ଋଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଓ ଚାଇନା ଭଳି ଦେଶର ପ୍ରତିନିଧିଗଣ ସାମିଲ ହେବେ । ଭାରତର…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଭାଇଙ୍କ ପରଲୋକ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଭାଇଙ୍କର ଦେହାନ୍ତ ଘଟିଛି । ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲ ଯାଇଥିଲେ । କ୍ୟାପିଟାଲ୍ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ପ୍ରାଥମିକ ସୂଚନା ଅନୁଯାୟୀ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ…

ଓଡ଼ିଶା ମୁହାଁ ବାଂଲାଦେଶୀ ଅନୁପ୍ରବେଶକାରୀ; ବଢିଲା ଉପକୂଳ ସୁରକ୍ଷା

କେନ୍ଦ୍ରାପଡ଼ା: ଉପକୂଳରେ ଅନୁପ୍ରବେଶ ରୋକିବା ପାଇଁ ଆକ୍ସନ ମୁଡରେ ମେରାଇନ ପୋଲିସ । ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ । କେନ୍ଦ୍ରାପଡ଼ା ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୁଳରେ ଅନୁପ୍ରବେଶ କରିବା ଆଶଙ୍କା ଥିବାରୁ…

ଦେଶର ତଦନ୍ତ ଏଜେନ୍ସିକୁ ବଡ ସଫଳତା, ଦାଉଦ ଇବ୍ରାହିମର ନିକଟତମ ସହଯୋଗୀ ଆତଙ୍କବାଦୀ ହୁଫୈଜା ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ଆତଙ୍କବାଦ ବିରୋଧୀ ଦଳ (ATS) ଏବଂ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଏକ ବଡ଼ ସଫଳତା ହାସଲ କରିଛି । ଏକ ମିଳିତ ଅଭିଯାନରେ, ପଳାତକ ଆତଙ୍କବାଦୀ ହୁଫୈଜାକୁ ମୁମ୍ବାଇରୁ ଗିରଫ କରାଯାଇଛି । ହୁଫୈଜା ପାକିସ୍ତାନରେ ରହୁଥିବା ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଘନିଷ୍ଠ…

Mars Transit in Rohini: ଏହି ଦିନ ରୋହିଣୀ ନକ୍ଷତ୍ରରେ ମଙ୍ଗଳ କରିବେ ପ୍ରବେଶ; ଜାଣନ୍ତୁ କ’ଣ ଘଟିବ ଓ କେଉଁ…

ଭୁବନେଶ୍ବର:ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସାହସ ଏବଂ ଶକ୍ତି ସହିତ ଜଡିତ ଗ୍ରହ ମଙ୍ଗଳ ଖୁବ୍ ଶୀଘ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଗଣନା…